Browsing Category

ରାଜ୍ୟ

ସ୍ତ୍ରୀ ଙ୍କ ଶବନେଇ ଫେରିବା ବେଳେ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ

ବଲାଙ୍ଗୀର,୨/୬- ମୃତ ସ୍ତ୍ରୀଙ୍କ ଶବ ନେଇ ଗାଁକୁ ଫେରିବା ବେଳେ ଆମ୍ବୁଲାନସ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ଅଘଟଣ । ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଲର୍କି ଗାଁ ବିପିନ ସେଠଙ୍କ ସ୍ତ୍ରୀ ପାରାଲିସିସ୍‌
Read More...

କୋଭିଡ୍‌ ଆକ୍ରାନ୍ତ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ

ବୌଦ୍ଧ,୨/୬- ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସହକାରୀ ବ୍ରାଞ୍ଚ ମେନେଜର୍‌ ଗିରିଶ ନାୟକ(୫୯)ଙ୍କ ଆଜି ସକାଳେ ଭୁବନେଶ୍ୱରସ୍ଥିତ କିମସ ହସପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ସେ ସାରା ଜୀବନ ଅବିବାହିତ ରହିଥିଲେ ।
Read More...

ଅଘୋଷିତ ବିଦ୍ୟୁତ କାଟ୍ , ଅତିଷ୍ଠ ଗ୍ରାମବାସୀ

ଦଶପଲ୍ଲା,୨/୬- ନୟାଗଡ଼ର ଗ୍ରାମାଞ୍ଚଳରେ ଘଣ୍ଟାଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ୍‌ରେ ଲୋକେ ଗରମରେ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। କରୋନା ଲକ୍‌ଡାଉନରେ ଲୋକେ ଘରେ ଆବଦ୍ଧ ହୋଇ ରହିବାକୁ ଚାହୁଁଥିଲା ବେଳେ ବିଦ୍ୟୁତର ଲୁଚକାଳି ଖେଳ ଲୋକଙ୍କୁ କଲବଲ କରି ପକାଉଛି।
Read More...

ରାଜ୍ୟରେ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୩୯୯ କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୨୧୩୧ ରେ
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 500 ଟଙ୍କା ଲେଖାଏଁ ଦାନ କରିବେ ଶିକ୍ଷକ

ବୌଦ୍ଧ ,୨/୬- ବୌଦ୍ଧ ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣା ପଡିଛି l ପ୍ରତି ଶିକ୍ଷକ ମାନଙ୍କ ଠାରୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ମନ୍ଦିର ପୂଜକ ଓ ସେବାୟତଙ୍କୁ ସହାୟତାର ହାତ ବଢାଇଲା ଜିଲ୍ଲା କଂଗ୍ରେସ କମିଟି

ଦଶପଲ୍ଲା,୨/୬- ଲକଡାଉନ ଓ ସଟ୍ ଡାଉନ୍ ପ୍ରଭାବରେ ଦୈନିକ ରୋଜଗାର ହରାଇ ନୟାଗଡ଼ ଜିଲ୍ଲା ଶରଣକୁଳ ଲଡ଼ୁବାବା ମନ୍ଦିର ଏବଂ ଓଡଗାଁ ଶ୍ରୀ ରଘୁନାଥ ମନ୍ଦିରରେ ଭଗବାନଙ୍କ ନୀତିକାନ୍ତି ସେବା କରୁଥିବା ପୂଜକ ସେବାସୀ ସୁଆର ମାନେ ଅତ୍ୟନ୍ତ ଦୁଃଖର ସହ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ପୂଜକ
Read More...

ରେଳପଥ ନିର୍ମାଣ କାର୍ଯ୍ୟ ଯୋଗୁଁ ବହୁ ପୋଖରୀର ହୋଇଯାଉଛି ପଙ୍କୋଦ୍ଧାର

ବୌଦ୍ଧ/ବାଉଁଶୁଣୀ,୧/୬ - ବୌଦ୍ଧ ଜିଲ୍ଲାରେ ଚାଲିଥିବା ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟରେ ବ୍ୟାପକ ମାଟିର ଆବଶ୍ୟକତା ରହିଛି । ସେଥିପାଇଁ ଜିଲ୍ଲାର ବୌଦ୍ଧବ୍ଲକ୍‌ ଅଂଚଳରେ ଥିବା ବିଭିନ୍ନ ପୋଖରୀର ମାଟି ନେଇ ଠିକାଦାର ରେଳପଥ ନିର୍ମାଣ କାମ କରୁଛନ୍ତି । ଫଳରେ ଦିନକୁଦିନ ପୋତି
Read More...

ଦ୍ୱାଦଶ ସି ବି ଏସ ଇ ପରୀକ୍ଷା ବାତିଲ

ଭୁବନେଶ୍ୱର,୧/୬- କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଦ୍ୱାଦଶ ବାର୍ଷିକ ସିବିଏସଇ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସିବିଏସଇ ପରୀକ୍ଷା ବାତିଲ ଘୋଷଣା କରାଯାଇଛି । ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ ପାଇଁ ଏହା ବାଟ ଫିଟାଇବ ବୋଲି
Read More...

କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷାକଲେ ମୁଖ୍ୟମନ୍ତ୍ରୀ: କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ…

ଭୁବନେଶ୍ୱର,୧/୬ - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତାହ
Read More...

ପାନୀୟଜଳ ପାଇଁ ଡହଳବିକଳ, ସମସ୍ୟା ସମାଧାନ ପାଇଁ ବିଡ଼ିଓଙ୍କୁ ଅଭିଯୋଗ

ପାଟଣାଗଡ,୧/୬: ମୌଳିକ ଅଧିକାରକୁ ଜନସାଧାରଣଙ୍କ ପାଖରେ ପହଞ୍ଚେଇବା ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ତାହା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର କେବଳ ବିକାଶ ନାଁ ରେ ଡିଣ୍ଡିମ
Read More...