Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ବୌଦ୍ଧ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ବୌଦ୍ଧ : ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଜିଲ୍ଲା କାର୍ଯ୍ୟାଳୟର ଦୃଶ୍ୟ ଓ ଶ୍ରାବ୍ୟ ସମ୍ମିଳନୀ କକ୍ଷରେ ଦୁରଭାଷା ମାଧ୍ୟମରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧାମାଳ ସାଂସଦଙ୍କ ପ୍ରତିନିଧି, ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କ ସହିତ ପ୍ରତ୍ୟେକ ବ୍ଲକର ଚେୟାରମ୍ୟାନ!-->…
Read More...
Read More...
ସମଲେଶ୍ୱରୀ ମନ୍ଦିରରେ ଅଗ୍ନିକାଣ୍ଡ
ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରର ଦୀପଗୃହରେ ଗତକାଲି ରାତି ପ୍ରାୟ ୨.୪୫ ସମୟରେ ନିଆଁ ଲାଗିଥିବା ଜଣାପଡିଛି । ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହା ଆୟତ୍ତରେ ଅଣା ଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା ବିଦ୍ୟୁତ ଶର୍ଟସର୍କିଟ ଯୋଗୁଁ!-->…
Read More...
Read More...
ଗରିବ ବସ୍ତିବାସିନ୍ଦାଙ୍କୁ ଅଫ୍ଲାଇନରେ ଟିକାକରଣ ପାଇଁ ଦାବି କଲା ବିଜେପି ଯୁବ ମୋର୍ଚ୍ଚା
ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ବିଭିନ୍ନ ବସ୍ତି ଅଞ୍ଚଳର ବୃଦ୍ଧ, ବୃଦ୍ଧା, ଗରିବ, ଦିନମଜୁରିଆଙ୍କୁ ଅଫଲାଇନ ଜରିଆରେ ପଞ୍ଜିକୃତ କରି ସେସବୁ ଅଞ୍ଚଳରେ କୋଭିଡ ଟିକାକରଣ କେନ୍ଦ୍ର ପାଇଁ ଅସ୍ଥାୟୀ କ୍ୟାମ୍ପ ବ୍ୟବସ୍ଥା କରି ତାଙ୍କର ଟିକାକରଣ କରିବାର ପାଇଁ ସମ୍ବଲପୁର!-->…
Read More...
Read More...
ଗଜପତିରେ ପୁଣି ୬୭ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୪/୫- ଗଜପତି ଜିଲ୍ଲାରେ ଆଜି ପୁଣି ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୩ ଜଣ, ଗୋଶାଣି ବ୍ଳକରୁ ୨ ଜଣ, ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୬ଜଣ, ମୋହନା ବ୍ଳକରୁ ୨୭ଜଣ,!-->…
Read More...
Read More...
ବୌଦ୍ଧ: ଜିଲ୍ଲାରେ ୨୬୧ କରୋନା ପଜିଟିଭ ଚିହ୍ନଟ, ବିଜାପଦର ଗ୍ରାମରୁ ୫୩
ବୌଦ୍ଧ,୨୪/୫- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ!-->…
Read More...
Read More...
ଗୋରୁ ମାଫିଆଙ୍କ ଦମନ କରୁଛି ବଡଚଣା ପୁଲିସ : ୬୦ ଗୋରୁ ସହ ଟ୍ରକ୍ ଜବତ, ୩ ଗିରଫ
ଚଣ୍ଡିଖୋଲ : ବଡଚଣା ଅଞ୍ଚଳରେ ସଟଡାଉନ, ଲକଡାଉନର ଫାଇଦା ଉଠାଉଥିବା ଗୋରୁ ମାଫିଆଙ୍କୁ ଦମନ କରୁଛି ବଡଚଣା ପୁଲିସ । ଗତ ମାସ ୧୦ ତାରିଖରେ ୪୭ ଗୋରୁ ବୋଝେଇ ଏକ କଣ୍ଟେନର ଜବତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଶନିବାର ବିଳମ୍ବିତ ରାତ୍ରିରେ ବଡଚଣା ପୁଲିସ ଏକ!-->…
Read More...
Read More...
ସରସରାକୁ ୪ ଦିନ ପାଇଁ ସଟ୍ଡାଉନ୍ କଲେ ସରପଞ୍ଚ
ବୌଦ୍ଧ,୨୪/୫– ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ ଚାରିଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଗତ ୨୨ ତାରିଖରେ ଗୋଟିଏ ଦିନରେ ଗ୍ରାମରୁ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୨୩ ତାରିଖ ମଧ୍ୟ ରାତ୍ରୀ ଠାରୁ ୨୭ ତାରିଖ!-->…
Read More...
Read More...