Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂତନ ୧୮ ଗୋଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା
ବୌଦ୍ଧ,୨୧/୫ - ବହୁସଂଖ୍ୟାରେ କିଛି ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୧୮ ଗୋଟି ଅଞ୍ଚଳକୁ ଆଜି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ!-->…
Read More...
Read More...
ଟିଟିଲାଗଡ଼ ପୌରପରିଷଦର ଦେଶିଲ ସ୍ଥିତ ଡମ୍ପିଂୟାର୍ଡ ବାହାରେ ଉଡୁଛି ଆବର୍ଜନା
ଟିଟିଲାଗଡ,୨୧/୫଼ – ଟିଟଲାଗଡ ସହରର ୧୫ ଗୋଟି ୱାର୍ଡ ତଥା ରାସ୍ତାକଡ଼ରେ ଗଦା ହୋଇଥିବା କୁଢ଼କୁଢ଼ ଆବର୍ଜନାକୁ ପୌରପରିଷଦ ତରଫରୁ ଟ୍ରାକ୍ଟର ଯୋଗେ ବୁହାହୋଇ ଦେସିଲ ସ୍ଥିତ ଡମ୍ପିଂୟାର୍ଡରେ ଗଦା କରାଯାଇଥାଏ । ଏହି ବର୍ଜ୍ୟବସ୍ତୁକୁ ନେଇ ତାହାର ସଦୁପଯୋଗ କରାଯାଇଥାଏ । କିନ୍ତୁ ପରିତାପର ବିଷୟ!-->…
Read More...
Read More...
ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ
ବୌଦ୍ଧ /ବାଉଁଶୁଣୀ,୨୧/୫- ଆଜି ବୌଦ୍ଧ ବ୍ଲକ୍ କଂଗ୍ରେସ କମିଟି ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସ ବାଉଁଶୁଣୀ ଠାରେ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇ ଯାଇଛି l ବ୍ଲକ୍ କଂଗ୍ରେସ କମିଟି ସଭାପତି ଉମେଶ ତ୍ରିପାଠୀଙ୍କ!-->!-->!-->…
Read More...
Read More...
ସମ୍ଭାବ୍ୟ ବାତ୍ୟାକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ
ଭଦ୍ରକ: ସମ୍ଭାବ୍ଯ ବାତ୍ୟାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ଙ୍କ ନିର୍ଦ୍ଦେଶନାରେ ଆଜି ଏକ ଜରୁରୀ ବୈଠକ ଭଦ୍ରକ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
Read More...
Read More...