Browsing Category

ରାଜ୍ୟ

ରୋଷେଇ ଗ୍ୟାସ୍‌ ଲିକ୍‌ରୁ ନିଆଁଲାଗି ୫ ବଖରା ଘର ପୋଡିଗଲା

ବୌଦ୍ଧ,୨୦/୫ - ଆଜି ପୂର୍ବାହ୍ନ ପ୍ରାୟ ଘ.୧୧. ୩୦ ମିନିଟ ସମୟରେ ବୌଦ୍ଧବ୍ଲକ ଅଁଳାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଡପଡା ଗ୍ରାମରେ ରୋଷେଇ ଗ୍ୟାସ୍‌ ଲିକ ହୋଇ ଅଗକାଣ୍ଡ ଘଟି ୫ ବଖରା ଘର ପୋଡି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରସାନନ୍ଦ ରାଜହଂସଙ୍କ ଘରେ ରୋଷେଇ ଗ୍ୟାସ୍‌
Read More...

ବାଉଁଶୁଣୀ ଅଞ୍ଚଳରେ କରୋନା ପରୀକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ

ବାଉଁଶୁଣୀ,୨୦/୫- ବୌଦ୍ଧବ୍ଲକ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯୁବ ସମାଜର ମିଳିତ ଉଦ୍ୟମରେ ଡିମିରିପାଲି ଓ ଜମଘାଟି ଠାରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୭୭ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିବାବେଳେ ସମସ୍ତଙ୍କର ଅମ୍ଳଜାନ ସ୍ତର ଓ ତାପମାତ୍ରା ମଧ୍ୟ
Read More...

ବୌଦ୍ଧ: ଦିନକରେ ରେକର୍ଡ ସଂଖ୍ୟକ ୩୧୩ ପଜିଟିଭ, କେବଳ ଦେବଗଡରୁ ୧୪୮

ବୌଦ୍ଧ,୨୦/୫ - ଆଜି ଗୋଟିଏଦିନରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...

ନଳକୂପ ଅଚଳ, ମରାମତି ଦାବି

ବୌଦ୍ଧ,୨୦/୫ - ବୌଦ୍ଧ ବ୍ଲକ୍ ଗୋଛାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳା ମୁଣ୍ଡା ଗ୍ରାମରେ ଥିବା ଗୋଟିଏ ନଳକୂପ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ହେଲା ଅଚଳ ରହିଥିବା ହେତୁ ଗ୍ରାମବାସୀ ପାନୀୟ ଜଳ କଷ୍ଟ ଭୋଗ କରୁଥିବା ଅଭିଯୋଗ ହେଉଛି | ଉକ୍ତ ନଳକୂପ ଆଜକୁ ପ୍ରାୟ 7 ବର୍ଷ ତଳେ ଖୋଳା
Read More...

ଡ୍ରେନ କିମ୍ବା ସୋକ୍ ପିଟ ନଥିବାରୁ ରାସ୍ତାରେ ବହୁଛି ନଳକୂପ ପାଣି

ବୌଦ୍ଧ,୨୦/୫- ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମ ପଞ୍ଚାୟତ ତେଲିବନ୍ଧ ଗ୍ରାମରେ ଡ୍ରେନନଥିବା ହେତୁ ରାସ୍ତାରେ ନଳକୂପର ଉଦବୃତ ପାଣି ବହୁଥିବା ଦେଖିବାକୁ ମିଳୁଛି l ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ରାସ୍ତା ବାଟରେ ପାଣି ଜମି ରହି କାଦୁଅ ହେଉଥିବା ଅଭିଯୋଗ ହେଉଛି | ନଳକୂପର
Read More...