Browsing Category

ରାଜ୍ୟ

ବୌଦ୍ଧ: ସହରାଞ୍ଚଳରେ କମୁଛି ଓ ଗ୍ରାମାଞ୍ଚଳରେ ବୃଦ୍ଧିପାଉଛି କରୋନା ସଂକ୍ରମଣ

ବୌଦ୍ଧ,୩୦/୫- ବୌଦ୍ଧଜିଲ୍ଲାରେ ବେଲଗାମ ହେଉଛି କରୋନା ସଂକ୍ରମଣ । କରୋନାର ଦ୍ୱିତୀୟ ଲହର୍‌ ଆସିବା ସମୟରେ ପ୍ରଥମରେ ବୌଦ୍ଧ ସହରାଞ୍ଚଳ ସମେତ ଚାରିଛକ, ପୁରୁଣାକଟକ, ମନମୁଣ୍ଡା ଓ କଣ୍ଟାମାଳ ଆଦି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପଜିଟିଭ ଚିହ୍ନଟ ହେଉଥିଲେ । ବର୍ତ୍ତମାନ ଏସବୁ ଅଞ୍ଚଳରେ ସଂକ୍ରମଣ ହାର
Read More...

କରୋନାରେ ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ

ବୌଦ୍ଧ/ବାଉଁଶୁଣୀ,୩୦/୫ - ଆଜି ସକାଳେ ବୌଦ୍ଧ କୋଭିଡ୍‌ ହସପିଟାଲରେ ଜଣେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍‌ ମନୁପାଲି ଗ୍ରାମ ପଞ୍ଚାୟତ ଋଷୀବନ୍ଧ ଗ୍ରାମର ଦେବରାଜ ମଲ୍ଲିକ (୫୦)
Read More...

ନିଲମ୍ବିତ ହେଲେ ତହସିଲଦାର

ଦଶପଲ୍ଲା,୨୯/୫- ଜମିର କିସମ ପରିବର୍ତ୍ତନ କରିବା ଅଭିଯୋଗରେ ନିଲମ୍ବିତ ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପୂର୍ବତନ ତହସିଲଦାର ଶରତ କୁମାର ମଲ୍ଲିକ । ରାଜସ୍ଵ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କୁ ଆଜି ନିଲମ୍ବନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ନୂଆଗାଁ ତହସିଲ
Read More...

ମନ୍ତ୍ରୀପରିଷଦ ବୈଠକରେ ତିନୋଟି ପ୍ରସ୍ତାବ ଉପରେ ଆଲୋଚନା, ୫-ଟିକୁ ମୁଖ୍ୟ ଫୋକସ

ଭୁବନେଶ୍ୱର,୨୯/୫ : ଆଜି ସନ୍ଧ୍ୟାରେ ଭରଚୁଆଲ ମୋଡ଼ରେ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ତିନିଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ପ୍ରଥମେ ଗତ ଦୁଇବର୍ଷରେ ରାଜ୍ୟ
Read More...

ପଲସାଗୋରା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭୁପେନ୍ଦ୍ର ବସ୍ତିଆଙ୍କ ପରଲୋକ

ବୌଦ୍ଧ,୨୯/୫ : କଣ୍ଟାମାଳବ୍ଲକ ପଲସାଗୋରା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭୁପେନ୍ଦ୍ର ବସ୍ତିଆଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ସେ ଜ୍ୱରରେ ପୀଡିତ ଥିଲେ ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ବୁର୍ଲାର ଏକ
Read More...

ରାଜ୍ୟ ମନ୍ତ୍ରୀପରିଷଦ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି

ଭୁବନେଶ୍ୱର,୨୯/୫- ରାଜ୍ୟ ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସସିଂ ଯୋଗେ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ନବୀନଙ୍କ ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀତ୍ୱର ଆଜି ଦ୍ୱିତୀୟ ବର୍ଷ ପୂର୍ତ୍ତି ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀଙ୍କ
Read More...

ଅସହାୟ ବିଧବା ସଇତକୁ ଆବାସ ଯୋଜନା କେବେ ?

ବୌଦ୍ଧ/ଜହ୍ନାପଙ୍କ,୨୯/୫- ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମରୁ ମମତା ଯୋଜନା ଆରମ୍ଭକରି ମୃତ୍ୟୁ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଆଦି ଯୋଜନା ପରେ ଯୋଜନା କରିଛନ୍ତି । ଯାହାଦ୍ୱାରା ଗରିବ ଲୋକ କିଛି ସରକାରୀ ସହାୟତାରେ ଅଣ୍ଟା ସଳଖ କରି ସମାଜରେ ସମ୍ମାନ ସହ ବଞ୍ଚିପାରିବ । କିନ୍ତୁୁ ଏହି ଯୋଜନା କେବଳ
Read More...

ଦେବୀନଦୀରେ କୁମ୍ଭୀର ଦେଖି ନଈକୂଳିଆ ବାସିନ୍ଦା ଭୟଭୀତ

ନାଉଗାଁ,୨୯/୫- ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଦେବୀନଦୀର ଦେବୀଦେଉଳ ପୋଲ ନିକଟରେ ୧୫ ଫୁଟର ବାଉଳା କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ସ୍ଥାନୀୟ ନଈକୂଳିଆ ଅଞ୍ଚଳ ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତ
Read More...

ଟାଟା ଟିସିଏସ ପକ୍ଷରୁ ଆପୋଲୋ, ସ୍ପର୍ଶ ହସପିଟାଲକୁ ଭେଣ୍ଟିଲେଟର ସହାୟତା

ଭୁବନେଶ୍ୱର,୨୯/୫: କରୋନା ମହାମାରୀ ସମୟରେ ବିଭିନ୍ନ ହସପିଟାଲକୁ ଟାଟା ସନସ ଏବଂ ଟିସିଏସ( ଟାଟା କନସୁଲଟାନସି ସର୍ଭିସ) ପକ୍ଷରୁ ବିଭିନ୍ନ ମେଡିକାଲ ଉପକରଣ ସହାୟତା ପ୍ରଦାନ କରାଯାଉଛି । ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ଟିସିଏସ ପକ୍ଷରୁ ଏହା ବିଭିନ୍ନ ସମୟରେ ପ୍ରଦାନ କରାଯାଉଥିବା ବେଳେ ଏହି
Read More...