Browsing Category

ରାଜ୍ୟ

ଆବାସ ଯୋଜନାରୁ ବଞ୍ଚିତ ହଜାରୀ ଦନାୟକ, ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ବୌଦ୍ଧ,୩୦/୫- ସରକାର ତୃଣମୁଳ ସ୍ତରରୁ ଆରମ୍ଭ କରି ବିଭିନ୍ନ ଯୋଜନା ତିଆରି କରୁଛନ୍ତି । ଏହିଭଳି ରାସ୍ତାଘାଟ, ଆବାସଘର , ଶିକ୍ଷାନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ଖୋଲିଚାଲିଛନ୍ତି । ହେଲେ ତାହା କାମରେ ଲାଗିପାରୁନଥିବା ଦେଖିବାକୁ ମିଳିଛି ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ
Read More...

ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ

ବୌଦ୍ଧ,୩୦/୫- ଆଜି ସକାଳେ ୫-ଟି ଅନ୍ତର୍ଭୁକ୍ତ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ସରସରା ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ପାଇଁ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ନାରିକେଳ ଭାଙ୍ଗି କରିଥିଲେ
Read More...

ସଚେତନ ହେଉଛନ୍ତି ବୌଦ୍ଧ ସହରବାସୀ, ଏକ ସଂଖ୍ୟା ବିଶିଷ୍ଟକୁ ଖସିଲା ସଂକ୍ରମଣ

ବୌଦ୍ଧ,୩୦/୫- ଆଜି ଚଳିତମାସର ଶେଷ ସଟ୍‌ ଡାଉନ ଥିବାବେଳେ ବୌଦ୍ଧସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ କାଁ ଭାଁ ଲୋକ ଯିବାଆସିବା କରୁଥିବାବେଳେ ସହରସାରା ଶୁନଶାନ ରହିଥିଲା । ନିଜର ଜରୁରୀ କାମରେ କିଛି ଲୋକ ଯାଉଥିବାବେଳେ ସଟ୍‌ ଡାଉନକୁ ମାନୁଥିବାରୁ
Read More...

ବୌଦ୍ଧ: ଆଜି ୧୭୭ ପଜିଟିଭ ଚିହ୍ନଟ, କୁଶଙ୍ଗ ଗ୍ରାମରୁ ସର୍ବାଧିକ ୨୩ ଜଣ

ବୌଦ୍ଧ,୩୦/୫- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୧୭୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...

ୟାସ ଉଜାଡି ଦେଲା ତରଭୁଜ ଓ ଆମ୍ବ ଚାଷୀଙ୍କ ବେଉସା

ବୌଦ୍ଧ : ୟାସ ବାତ୍ୟାର ପ୍ରଭାବ ବୌଦ୍ଧ ଜିଲ୍ଲାରେ ବିଶେଷ ଦେଖିବାକୁ ମିଳି ନଥିବା ବେଳେ ଦୁଇ ଦିନ ଧରି ହୋଇଥିବା ଝିପିଝିପି ବର୍ଷା ଓ ପବନ ପ୍ରଭାବରେ ଶହ ଶହ ତରଭୁଜ ଓ ଆମ୍ବ ଚାଷୀଙ୍କ ବେଉସା ଉଜାଡି ଦେଇଛି । ସହଜେ ଲକଡାଉନ୍ ଯୋଗୁଁ ବଜାର ସୁବିଧା ନଥିବାରୁ ସେମାନେ ମୂଲ୍ୟରେ କ୍ଷତି ସହି
Read More...

ବାତ୍ୟା ୟାସ୍ ପ୍ରଭାବରେ ତରଭୁଜ ନଷ୍ଟ, ଚିନ୍ତାରେ ରାମଗଡ ଚାଷୀ

ହରଭଙ୍ଗା : ସରକାର କୃଷି ଓ କୃଷକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେଇଆସୁଛନ୍ତି । ଏପରିକି ସାର ବିହନଠୁ ଆରମ୍ଭ କରି ଫସଲ କ୍ଷୟକ୍ଷତିର ପୂରଣ ପାଇଁଁ ଆର୍ଥିକ ସହାୟତା ମଧ୍ୟ୍ୟ ଯୋଗାଇ ଦେଉଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ପ୍ରକୃତ ଚାଷୀ ସରକାରଙ୍କ ଏହିଭଳି ଯୋଜନାରୁ ବାଦ୍ ପଡୁଥିବା
Read More...

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ, କରୋନା ନେଲା ଆଉ ୩୩ ଜୀବନ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ପୁଣି ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ସେହିଭଳି କରୋନାଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୯୫୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ
Read More...