Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
8 ଗୋଟି ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା
ବୌଦ୍ଧ,୧୯/୫- ସ୍ଥାନୀୟ ଅଞ୍ଚଳରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଏନ.ଏ. ସି., ବୌଦ୍ଧ ବ୍ଲକ୍ ଓ କଣ୍ଟାମାଳ ବ୍ଲକ୍ ଅଂଚଳର 8 ଗୋଟି ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ମିଳିଥିବା ସୂଚନା!-->!-->!-->…
Read More...
Read More...
କୋଭିଡ୍ ହସପିଟାଲରେ ଯୁବ ଆଇନଜୀବିଙ୍କ ପରଲୋକ
ବୌଦ୍ଧ,୧୯/୫ - ଆଜି କରୋନାରେ ବୌଦ୍ଧ ଜିଲ୍ଲାର ଜଣେ ଯୁବ ଆଇନଜୀବୀଙ୍କ ପରଲୋକ ହୋଇଯାଇଥିବା ଜଣା ପଡିଛି l ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମର ଯୁବ ଆଇନଜୀବୀ ବିଶ୍ବନାଥ ବେହେରା (36) ତିନି ଦିନ ତଳେ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ପରୀକ୍ଷା କରାଇ ପଜିଟିଭ ଚିନ୍ହଟ!-->…
Read More...
Read More...
କରୋନା କଟକଣାରେ ଭୋଜି ଆସର, ଆୟୋଜକ ଗଣିଲେ ୧୫ ହଜାର ଜୋରିମାନା
ଗଜପତି,୧୯/୫- ଗଜପତି ଜିଲ୍ଲା ରାୟଗଡ ବ୍ଳକ ଗଣ୍ଡାହାତୀ ପଞ୍ଚାୟତର ରତନତାଳସିଂ ଗ୍ରାମରେ ଏକ ବାହାଘର ଉତ୍ସବ କରାଯାଇଥିଲା । କୋଭିଡ ୧୯କୁ ଉଲ୍ଲଘଂନ କରାଯାଇ ବହୁସଂଖ୍ୟକ ଲୋକମାନଙ୍କ ପାଇଁ ଭୋଜି ରନ୍ଧା ଯାଇଥିଲା । ଏନେଇ ଖବର ପାଇ ରାୟଗଡ ତହସିଲଦାର ଗେରାବନ୍ଧ ଥାନା ଅଧିକାରୀ ପହଞ୍ଚି ବିବାହ!-->…
Read More...
Read More...
୫ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇପଡ଼ିଛି କମ୍ୟୁନିଟି ସେଣ୍ଟର
ବୌଦ୍ଧ/ଜହ୍ନାପଙ୍କ,୧୯/୫- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର କୋଡାସାହିରେ ନିର୍ମାଣଧିନ ଥିବା କମ୍ୟୁନିଟି ସେଣ୍ଟର ୫ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇପଡ଼ିଛି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହା ନିର୍ମାଣ କରାଯାଇଥିଲା କେବେ କାର୍ଯ୍ୟରେ ଲାଗିବ ତାହା ସାହିବାସୀଙ୍କ ମଧ୍ୟରେ ସଂଶୟ ସୃଷ୍ଟି!-->…
Read More...
Read More...
ଗଜପତିରେ ପୁଣି ୮୨ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୯/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସୂଚନା ଅନୁଯାୟୀ ଆଜି ପାରଳାଖେମୁଣ୍ଡି ସହରରୁ ୨୩ ଜଣ, ଗୋଶାଣି ବ୍ଳକରୁ ୮ ଜଣ, କାଶୀନଗର ବ୍ଳକରୁ ୧୪ଜଣ, ମୋହନା ବ୍ଳକରୁ ୧୪ ଜଣ, ନୂଆଗଡ଼ ବ୍ଳକରୁ ୮ ଜଣ, ଆର ଉଦୟଗିରି!-->…
Read More...
Read More...
ଲଇଗାଁ ପାୱାର୍ହାଉସ୍ ନିକଟରେ ବଲେରୋ ଓ କାର୍ ମୁହାଁମୁହିଁ ଧକ୍କା, ଜଣେ ମୃତ ଅନ୍ୟ ଜଣେ ଗୁରୁତର
ହରଭଙ୍ଗା୧୯/୫- ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଲଇଗାଁ ପାୱାର୍ ହାଉସ୍ ନିକଟରେ ଆଜି ମଧ୍ୟାହ୍ନରେ ଏକ ବୋଲେରୋ ସହ କାର୍ ମୁହାଁମୁହିଁ ଧକ୍ଳା ହୋଇଥିବା ଜଣାପଡିଛି । ସୁଚନା ଅନୁଯାୟୀ ବୋଲେରୋ ଗାଡିଟି କିଆକଟା ଅଞ୍ଚଳରୁ ବାହାରି ହରଭଙ୍ଗାବ୍ଲକ ସଙ୍କରଡା!-->…
Read More...
Read More...
ଗଣିଆବ୍ଲକ ପ୍ରଥମଥର ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ଦଶପଲ୍ଲା,୧୯/୫- କରୋନା ମହାମାରୀର ଦ୍ୱିତୀୟ ଲହରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି । କରୋନାରେ କିଛି ରୋଗୀ ମୃତ୍ୟୁବରଣ କରିଛନ୍ତି । ସହରାଞ୍ଚଳରେ ଲୋକେ ସରକାରୀ ନିୟମକୁ ମାନୁଥିବା ବେଳେ ଗ୍ରାମାଞ୍ଚଳରେ ମାନୁନଥିବାର ବିଶେଷ ସୂତ୍ରରୁ ଜଣାପଡୁଛି । ଏହିଭଳି!-->…
Read More...
Read More...
ବୌଦ୍ଧଜିଲ୍ଲା: ୨୧୩ କରୋନା ପଜିଟିଭ ଚିହ୍ନଟ, ଖଟଖଟିଆରୁ ସର୍ବାଧିକ ୩୨
ବୌଦ୍ଧ,୧୯/୫- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୧୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା!-->…
Read More...
Read More...
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅକ୍ସିଜେନ କନସେଣ୍ଟ୍ରେଟର ଯନ୍ତ୍ର ପାଇଁ ୨୫ଲକ୍ଷ ଟଙ୍କା ଦେଲେ ଗଜପତି ପ୍ରଶାସନକୁ
ଗଜପତି,୧୯/୫- ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନର ଅଭାବ ଦେଖାଦେଉଛି । ତେଣୁ ଏହାର ସମାଧାନ ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସହାୟତାର ହାତ ବଢାଇଛନ୍ତି । ଜିଲ୍ଲାପାଇଁ ଆବଶ୍ୟକୀୟ!-->…
Read More...
Read More...