Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ, ମରାମତି ଦାବି
ବୌଦ୍ଧ,୧୯/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ବରଗୋଛା ଗ୍ରାମପଞ୍ଚାୟତ ଖଜରୋଜ୍ ଗ୍ରାମର ଉପରସାହି ବାସିନ୍ଦା ପିଇବା ପାଣି ପାଇଁ ୧୫ ଦିନ ହେଲା ହନ୍ତସନ୍ତ ହେଉଥିବା ବେଳେ ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ସାହିବାସୀ ଅଭିଯୋଗ କରିଛନ୍ତି । ମିଳିଥିବା!-->…
Read More...
Read More...
ଗୋଟିଏକୁ ଛାଡି ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ କରୋନା ସଂକ୍ରମିତ
ବୌଦ୍ଧ,୧୯/୫- କରୋନାର ଦ୍ୱିତୀୟ ଲହର୍ ବୌଦ୍ଧଜିଲ୍ଲାରେ ତାର କାୟାବିସ୍ତାର କରିଚାଲିଛି । ଜିଲ୍ଲାର ୬୯ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୬୮ ଗ୍ରାମ ପଞ୍ଚାୟତ କରୋନା କବଳିତ ହୋଇ ସାରିଥିବାବେଳେ କେବଳ ଗୋଟିଏ ମାତ୍ର ଗ୍ରାମ ପଞ୍ଚାୟତ ଟିକରପଡା ଏ ବ୍ୟାଧି କବଳରୁ ସୁରକ୍ଷିତ ରହିଛି । ପୂର୍ବ!-->…
Read More...
Read More...
ଅସହାୟ ବିଧବା କେବେ ହେବେ ସରକାରୀ ଯୋଜନାର ହିତାଧିକାରୀ ?
ବୌଦ୍ଧ,୧୯/୫- ସରକାର ଅସହାୟ ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରିଥିବାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ କ୍ଷେତ୍ରରେ ତାହା କିଭଳି ରୂପlୟନ ହେଉଛି ତାର ଚିତ୍ର ଦେଖିବାକୁ ମିଳୁଛି ବୌଦ୍ଧ ବ୍ଲକ୍ ଟିକରପଡା ଗ୍ରାମ ପଞ୍ଚାୟତର କତମସିଂ ଗ୍ରାମରେ l ମାତ୍ର 21 ବର୍ଷ ବୟସରେ ସ୍ୱାମୀଙ୍କୁ!-->!-->!-->…
Read More...
Read More...
ପଶୁପକ୍ଷୀଙ୍କ ପିଇବା ପାଣି ପାଇଁ ଗର୍ତ୍ତ ଖୋଳିଲେ ସ୍ବେଚ୍ଛାସେବୀ
ବୌଦ୍ଧ,୧୮/୫ - ସାରା ଜିଲ୍ଲାରେ କରୋନା ମହାମାରୀ ବର୍ତ୍ତମାନ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ମାନବ ସମାଜ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ପଶୁପକ୍ଷୀମାନେ ମଧ୍ଯ ଖାଦ୍ୟ ,ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ତେଣୁ ବୌଦ୍ଧ ଗର୍ଜନ ସେନା ତରଫରୁ "ପଶୁ ପକ୍ଷୀଙ୍କ ପାଇଁ କିଛି!-->…
Read More...
Read More...
ହରଭଙ୍ଗା ବ୍ଲକରେ ରାଜସ୍ବ ରଥର ଶୁଭାରମ୍ଭ
ହରଭଙ୍ଗା,୧୮/୫- ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ୍ ରେ ମଙ୍ଗଳବାର ଦିନ ବିଡିଓ ନିଳକଣ୍ଠ ବେହେରା ଓ ତହସିଲଦାର ଶମ୍ବୁ ପ୍ରସାଦ୍ ମିଶ୍ରଙ୍କ ଉପସ୍ଥିତିରେ ରାଜସ୍ବ ରଥର ଶୁଭାରମ୍ଭ ହୋଇଯାଇଛି। ଏହି ଶୁଭାରମ୍ଭ ଅବସରରେ ପୂର୍ବରୁ ହୋଇଥିବା ଅଭିଯୋଗ ଶୁଣାଣିରେ ଭୁମିହୀନ ମାନଙ୍କୁ ମାଗଣାରେ ଜମିପଟ୍ଟା!-->…
Read More...
Read More...
ଉପଖଣ୍ଡସ୍ତରୀୟ ସାମ୍ବାଦିକ ସଂଘର ସଭାପତିଙ୍କ ବିୟୋଗରେ ଶୋକସଭା
ପାଟଣାଗଡ,୧୮/୫: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଂଘର ସଭାପତି କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଆଜି ସ୍ଥାନୀୟ ମାରୱଡ଼ି ଧର୍ମଶାଳା ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକ ସଭାରେ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ପାଟଣାଗଡ ବ୍ଳକ ଅଧ୍ୟକ୍ଷ ଭକ୍ତ!-->…
Read More...
Read More...
୬ ମାସ ହେଲା ଜଳୁନି ହାଇମାଷ୍ଟ ଲାଇଟ୍
ବୌଦ୍ଧ/ଜହ୍ନାପଙ୍କ,୧୮/୫- ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ମେଡ଼ିକାଲ ଛକରେ ଲାଗିଥିବା ହାଇମାଷ୍ଟ ଲାଇଟ ୬ ମାସରୁ ଉର୍ଦ୍ଧ୍ବ ହେଲା ଜଳୁନାହିଁ। ଫଳରେ ମେଡ଼ିକାଲ ଛକ ଅନ୍ଧାରରେ ରହିଛି ।ଦୈନିକ ମେଡ଼ିକାଲକୁ ଶହ ଶହ ରୋଗୀ ଆସୁଥିବା ବେଳେ ସନ୍ଧ୍ୟାରେ ଅନ୍ଧାରରେ ଗାଡିକୁ!-->…
Read More...
Read More...
ବିଶିଷ୍ଟ କୋସଲବାଦୀ ନେତା, ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ତରିଆଙ୍କ ବିୟୋଗରେ କୋସଲ ରାଜ୍ୟ ସମନ୍ୱୟ ସମିତିର ଶୋକ
ବଲାଙ୍ଗୀର: କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଭାପତି ମଣ୍ଡଳୀ ସଦସ୍ୟ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କାର୍ତ୍ତିକ ତରିଆଙ୍କ ତିରୋଧାନ ହୋଇଯାଇଛି । ଗତକାଲି ୭୦ ବର୍ଷ ବୟସରେ ଶ୍ରୀ ତରିଆ ଇହଧାମ ତ୍ୟାଗ କରିଛନ୍ତି । ଶ୍ରୀ ତରିଆ ଜଣେ ସୁନାମଧନ୍ୟ ଆଇନଜ୍ଞ, ରାଜନେତା ତଥା!-->…
Read More...
Read More...
ରାଜ୍ୟରେ ବଢିଲା ଲକଡାଉନ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଲକଡାଉନ ଅବଧିକୁ ବଢାଇଛନ୍ତି । ଏହି ଲକଡାଉନ ଅବଧି ଆସନ୍ତା ଜୁନ୍ ୧ ତାରିଖ ଯାଏଁ ରହିବ । ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ଏହା ବଳବତ୍ତର ରହିବ । ଏହି ଲକଡାଉନରେ କଟକଣା କଡାକଡି କରାଯିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ!-->…
Read More...
Read More...