Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୧୪୧ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ଗଜପତି,୧୭/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୭୦ ଜଣ, ଗୋଶାଣି ବ୍ଳକରେ ୧୨ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀ ନଗର ବ୍ଳକରୁ ୨୧ଜଣ, ମୋହନା ବ୍ଳକରୁ ୨୫ ଜଣ,!-->…
Read More...
Read More...
୨ ଦିନରେ ଥରେ ଯାଉଛି କ୍ଷୀର, କ୍ଷତିରେ ଗୋପାଳକ
ବୌଦ୍ଧ/ଜହ୍ନାପଙ୍କ,୧୭/୫- ରାଜ୍ୟ ଓ କେନ୍ଦ୍ର ସରକାର ଗୋପାଳନ ଉପରେ ବିଶେଷ ଦୃଷ୍ଟି ଦେଉଛନ୍ତି । ଗୋପାଳକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବାପାଇଁ ଗାଈ ଋଣ, ଗୁହାଳ ନିର୍ମାଣ ସହାୟତା ପାଇଁ ଅର୍ଥର ବ୍ୟବସ୍ଥା କରିଛନ୍ତି । ଗାଈମାନଙ୍କୁ ଛୁଆ ପାଇଁ ମାଗଣାରେ ବିହନ ଯୋଗାଇ ଦେଉଛନ୍ତି । ହେଲେ!-->…
Read More...
Read More...
ଡାକ୍ତର ବାଚସ୍ପତି ଦାସଙ୍କୁ ବହିଷ୍କାର ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ପାଟଣାଗଡ଼,୧୭/୫- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଏହି ଡାକ୍ତରଖାନାରେ ପଡୋଶୀ ବ୍ଲକ ତଥା ପଡୋଶୀ ଜିଲ୍ଲାର ରୋଗୀ ନିର୍ଭର କରନ୍ତି । ଏହି ଡାକ୍ତରଖାନା ବିଗତ ଦିନରେ ଜିଲ୍ଲା ତଥା ରାଜ୍ୟରେ ନାଁ କମେଇଥିଲା ପୂର୍ବରୁ ଏହି ଡାକ୍ତରଖାନା ରେ!-->…
Read More...
Read More...
ପିଲାଚୋର ସନ୍ଦେହରେ ସନ୍ଦିଗ୍ଧଙ୍କୁ ଅଟକରଖି ଥାନାରେ ଜିମାଦେଲେ ଗ୍ରାମବାସୀ
ଦାରିଙ୍ଗବାଡ଼ି,୧୭/୫: ଦାରିଙ୍ଗବାଡ଼ି ଥାନା ମୁଣ୍ଡୁଳାବାଲି ଗ୍ରାମରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କମିଟି ଘରେ ଅଟକ ରଖିଲେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ ଘଟିଛି ଏଭଳି ଘଟଣା । ଗତକାଲି ରାତିରେ ଗାଁ କମିଟି ଘରେ ସନ୍ଦିଗ୍ଧକୁ ଅଟକ!-->…
Read More...
Read More...
ବୌଦ୍ଧଜିଲ୍ଲାରୁ ଆଜି ୧୨୪ କରୋନା ପଜିଟିଭ ଚିହ୍ନଟ, ଶଗଡା ପଞ୍ଚାୟତରୁ ୪୧ ଜଣ
ବୌଦ୍ଧ,୧୭/୫ - ଆଜି ବୌଦ୍ଧ ଜିଲ୍ଲାରେ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ଇସିରୀସିଙ୍ଗା ଗ୍ରାମରୁ ୧ ଜଣ, ବହିରା ଗ୍ରାମରୁ ୧!-->…
Read More...
Read More...
ଗର୍ଜନସେନା ପକ୍ଷରୁ ପକ୍ଷୀ ମାନଙ୍କ ଜଳ କଷ୍ଟ ଦୂରପାଇଁ ଅଭିନବ ପ୍ରୟାସ
ବୌଦ୍ଧ,୧୭/୫ – ଗ୍ରୀଷ୍ମକାଳରେ ପକ୍ଷୀ ମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଗର୍ଜନ ସେନା ତରଫରୁ ‘ପଶୁ ପକ୍ଷୀ ମାନଙ୍କ ପାଇଁ କିଛି ସେବା କରିବା' ଭଳି ଅଭିନବ ଅଭିଯାନ ଆରମ୍ଭ କରାଯାଇଥିବା ଜଣା ପଡିଛି । ବୌଦ୍ଧଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ପକ୍ଷୀମାନଙ୍କ ପାଇଁ ବୌଦ୍ଧ!-->…
Read More...
Read More...
ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର ଟେଷ୍ଟିଂ ହେବ ବାଧ୍ୟତାମୂଳକ
ଭୁବନେଶ୍ୱର,୧୭/୫- ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଥିବା ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରିହୋଇଛି । ପୂର୍ବରୁ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ଟେଷ୍ଟିଂ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ!-->…
Read More...
Read More...
ଦିବ୍ୟଦ୍ରଷ୍ଟା ନବୀନଙ୍କୁ ଅନୁସରଣ କରୁଛି ଦଳ
ଭୁବନେଶ୍ୱର,୧୭/୫- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତଥର ନିର୍ଦ୍ଦେଶ ଥିଲା ଆଉ ଏଥର ବି ରହିଛି ଯେ ବିଜେଡି ଓଡ଼ିଶା ମୋ ପରିବାର ତରଫରୁ ଯେଉଁ କାର୍ଯ୍ୟକ୍ରମ ନେଇଛି ଜୀବନ ବିନ୍ଦୁର। ତାକୁ ବ୍ଲକ ଓ ପଂଚାୟତ ସ୍ତରରେ ରକ୍ତଦାନ ଶିବିର କୋଭିଡ ନିୟମ ଅନୁସାରେ କରାଯିବ ବୋଲି ବିଜେଡି ସଂଗଠନ!-->…
Read More...
Read More...
ବୌଦ୍ଧ: କୋଭିଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା
ବୌଦ୍ଧ,୧୭/୫- ବୌଦ୍ଧଜିଲ୍ଲାରେ କୋଭିଡ୍ ଆକ୍ରାନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ, ଜଣେ ୭୪ ବର୍ଷୀୟ ମହିଳା ଓ ଜଣେ ୩୭ ବର୍ଷୀୟ ମହିଳା ବୋଲି ଜଣାପଡିଛି । ଆଜି!-->…
Read More...
Read More...