Browsing Category

ରାଜ୍ୟ

ବୌଦ୍ଧ: ଜିଲ୍ଲାରେ ୨୦୬ ଆକ୍ରାନ୍ତ ଚିହ୍ନଟ, ଆଜି ସୁଦ୍ଧା ମୋଟ୍‌ ୮୯୭୯ ଜଣ କରୋନା ପଜିଟିଭ

ବୌଦ୍ଧ,୨୬/୫- ଆଜି ଜିଲ୍ଲାରେ କରୋନା ଗ୍ରାଫ ଟିକିଏ ତଳମୁହାଁ ହୋଇଛି । ଆଜି ୨୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର୍‌ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ
Read More...

ଦାରିଙ୍ଗବାଡ଼ିରେ ପ୍ରଶାସନର ଅପରେସନ ‘ଭୋଜି’

ଦାରିଙ୍ଗବାଡ଼ି,୨୬/୫: କନ୍ଧମାଳ ଜିଲ୍ଳାରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଛି । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଉଛି । ଏଭଳି ସମୟରେ ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ବି ଜାରି ରହିଛି ତେବେ ଦାରିଙ୍ଗବାଡ଼ିରେ ଅମାନିଆ ମାନୁନାହାଁନ୍ତି କଟକଣା ।
Read More...

ଗଜପତି ଆପ ପକ୍ଷରୁ ଅକ୍ସିିମିଟରରେ ଲୋକଙ୍କ ଅମ୍ଳଜାନସ୍ତର ଯାଞ୍ଚ ଜାରି

ଗଜପତି,୨୬/୫- କରୋନାର ଦ୍ୱିତୀୟ ଲହରୀରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଆପ ଗଜପତି ଜିଲ୍ଲା ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଅକ୍ସିମିଟର ମାଧ୍ୟମରେ ଲୋକଙ୍କ ଅମ୍ଳଜାନ ସ୍ତର ଯାଞ୍ଚ କାର୍ଯ୍ୟକ୍ରମ ଜାରିରହିଛି । ପାରଳାଖେମୁଣ୍ଡି
Read More...

ବାତ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ନାଉଗାଁ,୨୬/୫- ବାତ୍ୟା ‘ୟାସ' ମୁକାବିଲା ନିମନ୍ତେ ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଲକ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଯୁବ ଛାତ୍ର ସଂଗଠକ ମାନେ ନାଉଗାଁ ବ୍ଲକ ର ବିଭନ୍ନ ବାତ୍ୟା
Read More...

ତଥ୍ୟ ଲୁଚାଉଛି କି ଶିକ୍ଷାବିଭାଗ ! କୁଆଡେ ଗଲା ରେଗୁଲାର୍‌ ହୋଇଥିବା ଶିକ୍ଷକଙ୍କ ପ୍ରମାଣପତ୍ର ?

ବୌଦ୍ଧ,୨୬/୫- ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସର୍ବଦା ଚର୍ଚ୍ଚାରେ ରହିଛି । ସରକାରୀ ତଥ୍ୟକୁ ଜାଲିଆତି କରି ଅନେକ ଅନିୟମିତ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇ ଆସୁଛି । ସୂଚନା ଅଧିକାର ଆଇନ ବଳରେ କେହି ସୂଚନା ମାଗିଲେ ନିର୍ଦ୍ଦିଷ୍ଟ ତଥ୍ୟ ମିଳୁନାହିଁ । ଚଳିତବର୍ଷ
Read More...

ୟସ ପାଇଁ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ୱର,୨୬/୫- ଆଜି ରାତି ୧୧ଟାରୁ ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର । ମେ ୨୭ ସକାଳ ୫ଟା ଯାଏ ବିମାନ ଉଡ଼ାଣ ବନ୍ଦ କରାଗଲା । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓଙ୍କ ସୂଚନା ।
Read More...

ବୌଦ୍ଧରେ ବୁଦ୍ଧିଜୀବି ପାଳିଲେ ବୁଦ୍ଧ ପୂର୍ଣ୍ଣମୀ

ବୌଦ୍ଧ,୨୬/୫ – ଆଜି ପବିତ୍ର ବୁଦ୍ଧପୂର୍ଣ୍ଣିମାରେ ବୌଦ୍ଧରେ ନିରାଡମ୍ବର ଭାବେ ବୁଦ୍ଧ ପୂର୍ଣ୍ଣମୀ ପାଳିତ ହେଉଛି । ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲାରେ ବୌଦ୍ଧକୀର୍ତ୍ତି ଓ ପରଂପରା ଅନନ୍ୟ । କୋଭିଡ କଟକଣା ଯୋଗୁଁ ଚଳିତଥର ଆଡମ୍ବରପୂର୍ଣ୍ଣ କରାନଯାଇ କେବଳ ବିଧିରକ୍ଷା ପାଇଁ
Read More...

ବୌଦ୍ଧରେ ବୁଦ୍ଧିଜୀବି ପାଳିଲେ ବୁଦ୍ଧ ପୂର୍ଣ୍ଣମୀ

ବୌଦ୍ଧ,୨୬/୫ – ଆଜି ପବିତ୍ର ବୁଦ୍ଧପୂର୍ଣ୍ଣିମାରେ ବୌଦ୍ଧରେ ନିରାଡମ୍ବର ଭାବେ ବୁଦ୍ଧ ପୂର୍ଣ୍ଣମୀ ପାଳିତ ହେଉଛି । ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲାରେ ବୌଦ୍ଧକୀର୍ତ୍ତି ଓ ପରଂପରା ଅନନ୍ୟ । କୋଭିଡ କଟକଣା ଯୋଗୁଁ ଚଳିତଥର ଆଡମ୍ବରପୂର୍ଣ୍ଣ କରାନଯାଇ କେବଳ ବିଧିରକ୍ଷା ପାଇଁ
Read More...