Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ଅଗ୍ନିଶମ ଡି ଜି
ଭୁବନେଶ୍ୱର,୧୪/୫: ଅଗ୍ନିଶମ ଡିଜି ଏମ ଅକ୍ଷୟ ଆଜି ରାଜଧାନୀର ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଗୁଡିକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ କୋଭିଡ଼ ହସ୍ପିଟାଲ ଗୁଡିକରେ ନିୟୋଜିତ ଆଗ୍ନିକ ମାନଙ୍କ ସହିତ ପରିଚାଳନା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ଆପଦ କାଳୀନ ସ୍ଥିତିରେ!-->…
Read More...
Read More...
ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି କାଳିଆ ଟଙ୍କା
ଭୁବନେଶ୍ୱର: ଆସନ୍ତା କାଲି ଅଷୟତୃତୀୟା ।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଆହତ
ଦଶପଲ୍ଲା,୧୪/୫- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ, ବାଣିଗୋଛା ଓ କାମିଟି ପଂଗା ମଧ୍ୟସ୍ଥଳରେ ଘଟିଛି ଏକ ସଡକ ଦୁର୍ଘଟଣା । ସୂଚନା ଅନୁସାରେ, କୁଜାମେଣ୍ଢି ଗ୍ରାମ ଫଚାୟତ ଅନ୍ତର୍ଗତ ସରୁପଡା ଗ୍ରାମର ଶିକ୍ଷକ ବିପ୍ର ଚରଣ ଜାନୀ ଓ ବାଣିଗୋଛା ଥାନାର ଗ୍ରାମରକ୍ଷୀ ପଦ୍ମଚରଣ ନାୟକଙ୍କ!-->!-->!-->…
Read More...
Read More...
ବୌଦ୍ଧ : ଆଜି 220 କରୋନା ପଜିଟିଭ ଚିହ୍ନଟ, ଖମାରୀପଡାରୁ 52 ଜଣ
ବୌଦ୍ଧ,୧୪/୫ - ଆଜି ବୌଦ୍ଧ ଜିଲ୍ଲାରେ 228 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ତନ୍ମଧ୍ୟରୁ 8 ଜଣ ସୋନପୁର ଜିଲ୍ଲାର ଲୋକଙ୍କ ରିପୋର୍ଟ ମିଶି ଥିବାରୁ ବୌଦ୍ଧ ଜିଲ୍ଲାର ବାସୀନ୍ଦା ହିସାବରେ 220 ଜଣ କରୋନା ପଜିଟିଭ ଚିନ୍ହଟ!-->!-->!-->…
Read More...
Read More...
ଆସନ୍ତାକାଲି ଶନିବାର ସମସ୍ତ ବ୍ୟାଙ୍କ ଖୋଲା ରହିବ
ବୌଦ୍ଧ,୧୪/୫ - ସପ୍ତାହାନ୍ତ ସଟ୍ଡାଉନ୍ ଯୋଗୁଁ କିଛି ଦିନ ହେଲା ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଆସନ୍ତାକାଲି ଶନିବାର ସମସ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ରାଜ୍ୟ ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବ୍ୟାଙ୍କ!-->…
Read More...
Read More...
କଣ୍ଟେନମେଣ୍ଟ ଜୋନରେ ରହୁନି ନୀତିନିୟମ, ସବୁଠି ଉଲ୍ଲଙ୍ଘନ
ବୌଦ୍ଧ,୧୪/୫- ଜିଲ୍ଲାରେ କରୋନା ପଜିଟିଭ ପ୍ରତିଦିନ ଶତକ ପାର୍ କରୁଥିବା ବେଳେ ଲୋକେ କୌଣସି କଟକଣା ଓ ବାରଣ ମାନୁନଥିବା ଅଭିଯୋଗ ହେଉଛି । କରୋନା ପଜିଟିଭ ହୋଇଥିବା ଲୋକ ଓ ତାଙ୍କ ପରିବାର ମଧ୍ୟ ହୋମ୍ ଆଇସୋଲେସନ୍ରେ ନରହି ବାହାରେ ବୁଲାବୁଲି କରୁଥିବା ଖବର ବିଭିନ୍ନ ଗ୍ରାମରୁ ଆସୁଛି ।!-->…
Read More...
Read More...
ବନ କର୍ମଚାରୀଙ୍କ ସମେତ ଆଉ କିଛି ସେବା ସଂସ୍ଥା କର୍ମଚାରୀ କୋଭିଡ୍ ଯୋଦ୍ଧା ଘୋଷିତ
ବୌଦ୍ଧ,୧୩/୫ - ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ 6 ତାରିଖରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବନ ବିଭାଗ କର୍ମଚାରୀ ମାନଙ୍କ ସମେତ ବିଭିନ୍ନ ସେବା ଯୋଗାଇ ଦେଉଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଘରୋଇ ସଂସ୍ଥାର କର୍ମଚାରୀ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରାଯାଇଛି |!-->…
Read More...
Read More...
ଗାଁରାସ୍ତା ମଝିରେ ପାଣି, ଡ୍ରେନ ବ୍ୟବସ୍ଥା ପାଇଁଁ ଗ୍ରାମବାସୀଙ୍କ ଦାବି
ବୌଦ୍ଧ/ହରଭଙ୍ଗା,୧୩/୫- ଗାଁ ପରିମଳ ଧୋବାତୁଠରୁ ହିଁ ଜଣାପଡେ । କିନ୍ତୁ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସୁରୁଣ୍ଡି ଗ୍ରାମରେ । ଗାଁର ଦୃଶ୍ୟକୁ ଦେଖିଲେ ମନେହୁଏ ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା ଏଠି ଫେଲ୍ । ସରକାରଙ୍କ ପକ୍ଷରୁ ସ୍ୱଚ୍ଛନିର୍ମଳ ପରିବେଶ!-->…
Read More...
Read More...
ପୂର୍ବତନ ସ୍କୁଲ ସଭାପତିଙ୍କ ପତ୍ନୀଙ୍କ ପରଲୋକ
ବୌଦ୍ଧ/ଜହ୍ନାପଙ୍କ,୧୩/୫- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସଭାପତି ସୁଦର୍ଶନ ଜେନାଙ୍କ ଧର୍ମପତ୍ନୀ ସୁକାନ୍ତି ଜେନା(୭୭)ଙ୍କ ବୁଧବାର ଜହ୍ନାପଙ୍କସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳେ ତାଙ୍କ ତିନି ପୁଅ ବୋହୂ, ନାତି ନାତୁଣୀ ଓ!-->…
Read More...
Read More...