Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୬୭ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୪/୫- ଗଜପତି ଜିଲ୍ଲାରେ ଆଜି ପୁଣି ୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୩ ଜଣ, ଗୋଶାଣି ବ୍ଳକରୁ ୨ ଜଣ, ଗୁମ୍ମା ବ୍ଳକରୁ ୪ ଜଣ, କାଶୀ ନଗର ବ୍ଳକରୁ ୬ଜଣ, ମୋହନା ବ୍ଳକରୁ ୨୭ଜଣ,!-->…
Read More...
Read More...
ବୌଦ୍ଧ: ଜିଲ୍ଲାରେ ୨୬୧ କରୋନା ପଜିଟିଭ ଚିହ୍ନଟ, ବିଜାପଦର ଗ୍ରାମରୁ ୫୩
ବୌଦ୍ଧ,୨୪/୫- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ!-->…
Read More...
Read More...
ଗୋରୁ ମାଫିଆଙ୍କ ଦମନ କରୁଛି ବଡଚଣା ପୁଲିସ : ୬୦ ଗୋରୁ ସହ ଟ୍ରକ୍ ଜବତ, ୩ ଗିରଫ
ଚଣ୍ଡିଖୋଲ : ବଡଚଣା ଅଞ୍ଚଳରେ ସଟଡାଉନ, ଲକଡାଉନର ଫାଇଦା ଉଠାଉଥିବା ଗୋରୁ ମାଫିଆଙ୍କୁ ଦମନ କରୁଛି ବଡଚଣା ପୁଲିସ । ଗତ ମାସ ୧୦ ତାରିଖରେ ୪୭ ଗୋରୁ ବୋଝେଇ ଏକ କଣ୍ଟେନର ଜବତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଶନିବାର ବିଳମ୍ବିତ ରାତ୍ରିରେ ବଡଚଣା ପୁଲିସ ଏକ!-->…
Read More...
Read More...
ସରସରାକୁ ୪ ଦିନ ପାଇଁ ସଟ୍ଡାଉନ୍ କଲେ ସରପଞ୍ଚ
ବୌଦ୍ଧ,୨୪/୫– ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ ଚାରିଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଗତ ୨୨ ତାରିଖରେ ଗୋଟିଏ ଦିନରେ ଗ୍ରାମରୁ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୨୩ ତାରିଖ ମଧ୍ୟ ରାତ୍ରୀ ଠାରୁ ୨୭ ତାରିଖ!-->…
Read More...
Read More...
ସେବା ଫାଉଣ୍ଡେସନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ
ନାଉଗାଁ,୨୪/୫- ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ତରଫରୁ ଆଜକୁ ୨୧ ଦିନ ହେବ ପ୍ରତ୍ୟେକଦିନ ଅସହାୟ, ନିରାଶ୍ରୟା, ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା, ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଦ୍ୱିପ୍ରହର ରନ୍ଧା ଖାଦ୍ୟ ଘରେ ପ୍ରସ୍ତୁତ କରି ବଣ୍ଟନ କରୁଛନ୍ତି । କରୋନା!-->…
Read More...
Read More...
ବାତ୍ୟାର ରୂପ ନେଲା ‘ୟସ୍’, ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ
ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା ‘ୟସ୍’ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇ ବାତ୍ୟାର ରୂପ ନେଇଛି । ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଥିଲା । ଏବେ ଏହା ବାତ୍ୟାରେ ପରିଣତ ହୋଇଛି । ବାତ୍ୟା ଆସନ୍ତା ୨୬!-->…
Read More...
Read More...