Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ – ଆଜି ଜିଲ୍ଲାରେ ୧୮୩ ଆକ୍ରାନ୍ତ ଚିହ୍ନଟ, ଭେଜିଗୋରାରୁ ୩୮
ବୌଦ୍ଧ,୧୦/୫ - ବୌଦ୍ଧ ଜିଲ୍ଲାରେ ୧୮୩ କରୋନା ପଜିଟିଭ ଆଜି ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆଜି ଜିଲ୍ଲାରେ ସର୍ବାଧିକ ହରଭଙ୍ଗା ବ୍ଲକ୍ ଅଂଚଳର ଚିହ୍ନଟ ହୋଇଥିବା ଜଣା ପଡିଛି l ଭେଜିଗୋରାରୁ ୩୮ ଜଣ ଓ ତାଲବାହାଲ୍ ଗ୍ରାମରୁ ୨୯ ଜଣ!-->!-->!-->…
Read More...
Read More...
ବିନା ସୂଚନା ଫଳକ ଓ ଜେ.ସି.ବି. ଦ୍ୱାରା ରାସ୍ତା କାମ ହେଉଥିବା ଅଭିଯୋଗ
ବୌଦ୍ଧ,୧୦/୫ - ବୌଦ୍ଧଜିଲା ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସପାଟ ଗ୍ରାମଠାରୁ କୁଲୁତାଖଲି ଗ୍ରାମକୁ ସଂଯୋଗ ହେଉଥିବା ରାସ୍ତା କାମ ବର୍ତ୍ତମାନ ଚାଲିଛି । କେଉଁ ଅନୁଦାନରେ କେତେ ଟଙ୍କାର କାମ ଓ କାହାଦ୍ୱାରା ସମ୍ପାଦିତ ହେଉଛି ସେ ସମ୍ପର୍କରେ କୌଣସି ସୂଚନା ଫଳକ!-->…
Read More...
Read More...
ପଞ୍ଚାୟତ ସ୍ତରୀୟ ସଙ୍ଗରୋଧ କେନ୍ଦ୍ର ଦାବୀ କଲେ ଲୋଇସିଂହା ବିଧାୟକ
ବଲାଙ୍ଗୀର,୯/୫- ଓଡ଼ିଶାରେ କରୋନାର ପ୍ରଭାବ ବର୍ତ୍ତମାନ ଗାଁ ମାନଙ୍କୁ ସଂପ୍ରସାରିତ ହୋଇସାରିଛି। ବଲାଙ୍ଗୀର ଜିଲ୍ଲା ସମେତ ସମସ୍ତ ପଶ୍ଚିମ ଓଡିଶାର ଗାଁ ଗାଁରେ ସଂକ୍ରମଣ ଚିନ୍ତାଜନକ । ସର୍ବ ନିମ୍ନ ଆବଶ୍ୟକତା ପୂରଣ ପାଇଁ ସୁବିଧା ସୁଯୋଗ ଦୂରେଥାଉ ଅନେକ ଗରିବ ପଜିଟିଭ ଚିହ୍ନିତଙ୍କ ପାଇଁ!-->…
Read More...
Read More...
ଅଚଳ ନଳକୂପର ମରାମତି ଦାବି
ବୌଦ୍ଧ,୯/୫ - ବୌଦ୍ଧବ୍ଲକ୍ ମୁଣ୍ଡିପଦର ଗ୍ରାମପଞ୍ଚାୟତ ସଦର ମହକୁମା ମୁଣ୍ଡିପଦର ଗ୍ରାମର ମଝିରେ ଥିବା ନଳକୂପ ଖରାପ ହୋଇଯାଇଥିବା ଦେଖିବାକୁ ମିଳୁଛି । ଏହି ନଳକୂପ ଖରାପ ହୋଇଥିବା ଯୋଗୁଁ ଗ୍ରାମର ସ୍ତ୍ରୀ ଲୋକମାନେ ପାନୀୟଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର!-->…
Read More...
Read More...
ବୌଦ୍ଧଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି କେଉଁ କାମକୁ !
ବୌଦ୍ଧ,୯/୫- ମହାପ୍ରୟାଣ ଗାଡି ଶବ ନେବା ପାଇଁ ନ ମିଳିବାରୁ ଜଣେ ମୃତକଙ୍କ ଶବ ଘଣ୍ଟାଘଣ୍ଟା ଧରି ପଡିରହିବା ଓ ପରିବାର ଲୋକ ପ୍ରାୟ ଅଧା କିଲୋମିଟର ଦୂର ବୋହି ବୋହି ନେବା ଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସୂଚନାମତେ ଗତକାଲି ହରଭଙ୍ଗା ବ୍ଲକ ସଙ୍କୁଲେଇ!-->…
Read More...
Read More...
ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ, ଅଧୁରା ରହିଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ
ଭୁବନେଶ୍ୱର: ରାଜ୍ୟସଭା ସାଂସଦ, ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଉ ନାହାନ୍ତି । କରୋନା ସହ ସଂଘର୍ଷକରି ଆଜି ସେ ଆଖି ବୁଜିଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ଗତ ୨୨ ତାରିଖରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କର!-->…
Read More...
Read More...
ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର ୯/୫- କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି ।ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟ ର ସମ୍ମୁଖୀନ ହେଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ!-->…
Read More...
Read More...
ଉନ୍ନୟନ କମିଶନ ତଥା ଏସଆରସି ପ୍ରଦୀପ ଜେନା କରୋନା ସଂକ୍ରମିତ
ଭୁବନେଶ୍ୱର,୯/୫- ୧୯୮୯ବ୍ୟାଚ ଆଇଏଏସ ଅଫିସର ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ ଜେନା କରୋନା ସଂକ୍ରମିତ ହୋଇଛନ୍ତି । ସେ ଏବେ ସଙ୍ଗରୋଧରେ ଅଛନ୍ତି ।
Read More...
Read More...
ବୌଦ୍ଧ: ଗୋଟିଏ ଦିନରେ ପୁଣି ୧୭୯ ଚିହ୍ନଟ, କେବଳ ଶ୍ୟାମସୁନ୍ଦରପୁର୍ ଗ୍ରାମରୁ ୧୦୮ ପଜିଟିଭ
ବୌଦ୍ଧ,୯/୫- ଆଜି ଗୋଟିଏ ଦିନରେ ପୁଣି ବୌଦ୍ଧ ଜିଲ୍ଲାରେ ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ହରଭଙ୍ଗାବ୍ଲକ୍ ସାଂପୋଚ ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମରୁ!-->…
Read More...
Read More...