Browsing Category

ରାଜ୍ୟ

ଗଡଭିତର ଗ୍ରାମରେ କରୋନା ପରୀକ୍ଷଣ ଶିବିର

ବୌଦ୍ଧ/ବାଉଁଶୁଣୀ,୧/୬- ବୌଦ୍ଧବ୍ଲକ ଅନ୍ତର୍ଗତ ବାଉଁଶୁଣୀ ପଂଚାୟତର ଗଡଭିତର ଗ୍ରାମରେ ଆଜି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗ୍ରାମର ସ୍ୱେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଗାଁର ମହିଳା, ପୁରୁଷ ଓ ଛୋଟପିଲା ମିଶି ୧୬୦…
Read More...

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତ ଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି. ଲତା ରିବନ…
Read More...

ଚଳିତବର୍ଷ ଓଡିଶାରେ ସ୍ୱାଭାବିକ ରହିବ ମୌସୁମୀ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ମୌସୁମୀ ଏବେ ଶ୍ରୀଲଙ୍କାରେ ପହଞ୍ôଚଛି । ଆସନ୍ତା ଦୁଇଦିନ ମଧ୍ୟରେ ଏହା କେରଳ ଛୁଇଁବ ବୋଲି ଆକଳନ କରାଯାଉଛି । କେରଳ ଛୁଇଁବାର ୧୦/୧୨ ଦିନ ପରେ ଏହା ଓଡିଶା ଛୁଇଁବ ବୋଲି ଆଶା କରାଯାଉଛି । ସମ୍ଭବତଃ ଜୁନ ୧୩ରୁ ୧୭ ମଧ୍ୟରେ ଏହା ଓଡିଶା ଛୁଇଁବ ବୋଲି ଭାରତୀୟ…
Read More...

ଗଜପତିରେ ଆଜି ପୁଣି ୮୦ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧/୬- ଗଜପତି ଜିଲ୍ଲାରେ ଆଜି ପୁଣି ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୭ ଜଣ, ଗୋଶାଣି ବ୍ଳକରେ ୧୬ ଜଣ, ଗୁମ୍ମା ବ୍ଳକରୁ ୭ ଜଣ,କାଶୀ ନଗର ବ୍ଳକରୁ ୧୩ଜଣ, ମୋହନା ବ୍ଳକରୁ ୧୧ ଜଣ,ନୂଆଗଡ଼…
Read More...

ବୌଦ୍ଧ କଲେଜର ଶଙ୍କର ଦାଦା ଓ ଘଡେଇ ବାବୁଙ୍କ ଅବସରଗ୍ରହଣ

ବୌଦ୍ଧ,୧/୬- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୨ଜଣ ବରିଷ୍ଠ କର୍ମଚାରୀ ଗତକାଲି ଚାକିରୀରୁ ଅବସରଗ୍ରହଣ କରିଛନ୍ତି । କଲେଜର ଲାଇବ୍ରେରୀଆନ ଶଙ୍କର ପ୍ରସାଦ ମିଶ୍ର (ଶଙ୍କର ଦାଦା) ଓ ବରିଷ୍ଠ କିରାଣୀ ଦେବରାଜ ଘଡେଇ (ଘଡେଇ ବାବୁ) ତାଙ୍କ ଦୀର୍ଘସମୟର କଲେଜ ଚାକିରୀ ଜୀବନ ଗତକାଲି ସମାପ୍ତ…
Read More...

ଦୁର୍ଗାପ୍ରସାଦକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଦଶପଲ୍ଲା : ନୟାଗଡ ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ତାର ଉପସ୍ଥିତି ଜାହିର୍ କରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁର୍ଗାପ୍ରସାଦ ଗ୍ରାମକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କିଛି ଗ୍ରାମବାସୀ କରୋନା…
Read More...

ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ହେଲା ନିଷିଦ୍ଧାଂଚଳ

ଦଶପଲ୍ଲା : ନୟାଗଡ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଖଣ୍ଡପଡା ତହସିଲ କାର୍ଯ୍ୟାଳୟ ର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହେବାରୁ । ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଖଣ୍ଡପଡା ତହସିଲ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ତହସିଲଦାର ପାର୍ଥ ସାରଥି ହାସଁଦା ।…
Read More...

ଜୟଭୈରବୀ କ୍ଲବ ବୌଦ୍ଧ ତରଫରୁ ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧/୬- ଜୟ ଭୈରବୀ କ୍ଲବ ବୌଦ୍ଧ ତରଫରୁ ଆଜି ଦୈନିକ ବଜାର ବସିଥିବା ଭୈରବୀ ଛକଠାରୁ ଗାନ୍ଧୀଛକ, ପୋଷ୍ଟଅଫିସ ଛକ ପର୍ଯ୍ୟନ୍ତ ଗ୍ରାହକ ଓ ଦୋକାନୀଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ସଚେତନତା କରାଯାଇଥିଲା । ଦିନକୁଦିନ କରୋନା ଜିଲ୍ଲାରେ କାୟା ବିସ୍ତାର କରୁଥିବାବେଳେ ଆମେ ଯଦି ସଚେତନ…
Read More...