Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ୨୪ଘଣ୍ଟାରେ ଚିହ୍ନଟ ହେଲେ ୮୩୯୯ କରୋନା ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୨୧୩୧ ରେ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 500 ଟଙ୍କା ଲେଖାଏଁ ଦାନ କରିବେ ଶିକ୍ଷକ
ବୌଦ୍ଧ ,୨/୬- ବୌଦ୍ଧ ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣା ପଡିଛି l ପ୍ରତି ଶିକ୍ଷକ ମାନଙ୍କ ଠାରୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ!-->…
Read More...
Read More...
ମନ୍ଦିର ପୂଜକ ଓ ସେବାୟତଙ୍କୁ ସହାୟତାର ହାତ ବଢାଇଲା ଜିଲ୍ଲା କଂଗ୍ରେସ କମିଟି
ଦଶପଲ୍ଲା,୨/୬- ଲକଡାଉନ ଓ ସଟ୍ ଡାଉନ୍ ପ୍ରଭାବରେ ଦୈନିକ ରୋଜଗାର ହରାଇ ନୟାଗଡ଼ ଜିଲ୍ଲା ଶରଣକୁଳ ଲଡ଼ୁବାବା ମନ୍ଦିର ଏବଂ ଓଡଗାଁ ଶ୍ରୀ ରଘୁନାଥ ମନ୍ଦିରରେ ଭଗବାନଙ୍କ ନୀତିକାନ୍ତି ସେବା କରୁଥିବା ପୂଜକ ସେବାସୀ ସୁଆର ମାନେ ଅତ୍ୟନ୍ତ ଦୁଃଖର ସହ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି ପୂଜକ!-->!-->!-->…
Read More...
Read More...
ରେଳପଥ ନିର୍ମାଣ କାର୍ଯ୍ୟ ଯୋଗୁଁ ବହୁ ପୋଖରୀର ହୋଇଯାଉଛି ପଙ୍କୋଦ୍ଧାର
ବୌଦ୍ଧ/ବାଉଁଶୁଣୀ,୧/୬ - ବୌଦ୍ଧ ଜିଲ୍ଲାରେ ଚାଲିଥିବା ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟରେ ବ୍ୟାପକ ମାଟିର ଆବଶ୍ୟକତା ରହିଛି । ସେଥିପାଇଁ ଜିଲ୍ଲାର ବୌଦ୍ଧବ୍ଲକ୍ ଅଂଚଳରେ ଥିବା ବିଭିନ୍ନ ପୋଖରୀର ମାଟି ନେଇ ଠିକାଦାର ରେଳପଥ ନିର୍ମାଣ କାମ କରୁଛନ୍ତି । ଫଳରେ ଦିନକୁଦିନ ପୋତି!-->…
Read More...
Read More...
ଦ୍ୱାଦଶ ସି ବି ଏସ ଇ ପରୀକ୍ଷା ବାତିଲ
ଭୁବନେଶ୍ୱର,୧/୬- କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଦ୍ୱାଦଶ ବାର୍ଷିକ ସିବିଏସଇ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସିବିଏସଇ ପରୀକ୍ଷା ବାତିଲ ଘୋଷଣା କରାଯାଇଛି । ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ ପାଇଁ ଏହା ବାଟ ଫିଟାଇବ ବୋଲି!-->…
Read More...
Read More...
କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷାକଲେ ମୁଖ୍ୟମନ୍ତ୍ରୀ: କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ…
ଭୁବନେଶ୍ୱର,୧/୬ - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡରେ ନିଜ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତାହ!-->…
Read More...
Read More...
ପାନୀୟଜଳ ପାଇଁ ଡହଳବିକଳ, ସମସ୍ୟା ସମାଧାନ ପାଇଁ ବିଡ଼ିଓଙ୍କୁ ଅଭିଯୋଗ
ପାଟଣାଗଡ,୧/୬: ମୌଳିକ ଅଧିକାରକୁ ଜନସାଧାରଣଙ୍କ ପାଖରେ ପହଞ୍ଚେଇବା ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ତାହା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର କେବଳ ବିକାଶ ନାଁ ରେ ଡିଣ୍ଡିମ!-->…
Read More...
Read More...
ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ/ଜହ୍ନାପଙ୍କ,୧/୬- ବୌଦ୍ଧବ୍ଳକ ଜହ୍ନାପଙ୍କ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ଶିକ୍ଷକ ଜ୍ଞାନେସ ପ୍ରସାଦ ସାହୁ ତାଙ୍କ ଶିକ୍ଷକତା ଜୀବନରୁ ସୋମବାର ଅବସର ନେଇଛନ୍ତି । ସେ ୧୯୯୦ ମସିହାରୁ ଏହି ସ୍କୁଲରେ ଶିକ୍ଷକତା ଆରମ୍ଭକରି ଦୀର୍ଘ ୩୧ ବର୍ଷ ଇଂରାଜୀ, ଭୂଗୋଳ ଓ!-->…
Read More...
Read More...
ଛତୁ ଚାଷୀଙ୍କୁ ଭେଟିଲେ ବିଧାୟକ, ଟୀକା ନେବାପାଇଁ ସମସ୍ତେ ସମସ୍ତଙ୍କୁ ସଚେତନ କରିବାକୁ ଆହ୍ୱାନ
ବଲାଙ୍ଗୀର, ୧/୬(ହୀ.ପ୍ର)- ଦାଦନ ପାଇଁ ପରିଚିତ ବଲାଙ୍ଗୀର ଜିଲ୍ଲା ପୁଇଁତଳ।। ବ୍ଳକ ଆଠଗାଁର ଛତୁ ଚାଷୀ କାଳିନ୍ଦୀ ମାଝିଙ୍କ ଚାଷ ବୁଲି ଦେଖିବାସହ ତାଙ୍କ ସହ ଆଲୋଚନା କରିଛନ୍ତି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ଗତ ପ୍ରାୟ ବର୍ଷେ ହେଲା କରୋନା କାରଣରୁ ଜୀବିକା ପ୍ରଭାବିତ ହୋଇଛି ।!-->…
Read More...
Read More...
ନୂଆ ସ୍ନାତକୋତ୍ତର ବିଭାଗ ଖୋଲିବାପାଇଁ ବିଧାୟକଙ୍କ ଚିଠି
ବଲାଙ୍ଗୀର, ୧/୬(ହୀ.ପ୍ର)- ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜିଲ୍ଲାର ଶିକ୍ଷାପ୍ରେମୀଙ୍କ ଦାବୀକୁ ବିଚାର କରି ସମାଜ ବିଜ୍ଞାନ, ମାନବ ବିଜ୍ଞାନ, ଗୃହ ବିଜ୍ଞାନ ଓ ଭୂଗୋଳ ପ୍ରଭୃତି ବିଷୟରେ ସ୍ନାତକୋତ୍ତର ବିଭାଗ ସ୍ଥାପନ ପାଇଁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମହାମହିମ ରାଜ୍ୟପାଳ,!-->…
Read More...
Read More...