Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଝଗଡୁ ଗାଡିଆ ଓ ଝାଙ୍କରପଡା ଗ୍ରାମକୁ ସାନିଟାଇଜ କଲା ଅଗ୍ନିଶମ ବାହିନୀ
ବୌଦ୍ଧ/ବାଉଁଶୁଣୀ,୨/୬- ବୌଦ୍ଧବ୍ଲକ ଶଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରୋନା ପ୍ରଭାବିତ ଝଗଡୁ ଗାଡିଆ ଓ ଝାଙ୍କରପଡା ଗ୍ରାମକୁ ଆଜି ବାଉଁଶୁଣୀ ଦମକଳ ବାହିନୀ ସାନିଟାଇଜ କରିଥିବା ଜଣାପଡିଛି । ଗତ କିଛିଦିନ ମଧ୍ୟରେ ଉଭୟ ଗ୍ରାମରୁ ବହୁ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବା!-->…
Read More...
Read More...
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସ୍ୱଧାର ଗୃହ ପରିଦର୍ଶନ
ବୌଦ୍ଧ,୨/୬- ବୌଦ୍ଧଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ଆଜି ବୁଟୁପାଲି ନିକଟସ୍ଥ ନାରାୟଣପୁର ନିକଟରେ ଥିବା ସ୍ୱଧାର ଗୃହକୁ ନିୟମିତ ପରିଦର୍ଶନରେ ଯାଇଥିଲେ । ସେଠାରେ ରହୁଥିବା ୨୫ ଜଣ ମହିଳା ଅନ୍ତେବାସୀ ଓ ୫ ଜଣ ଶିଶୁଙ୍କୁ ସାକ୍ଷାତକରି ଭଲମନ୍ଦ ବୁଝିଥିଲେ । ଏହା ସହିତ କେନ୍ଦ୍ରର!-->…
Read More...
Read More...
ସହରରେ ତାଲା , ଗ୍ରାମାଞ୍ଚଳ ମେଲା
ଦଶପଲ୍ଲା : ସାରା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଂଚଳ ପରିଷଦରେ ଏହାର ପ୍ରଭାବ ଅନୁଭୂତ ହେଉଛି । ଦିନ ୧୧ଟା ପରେ ଦଶପଲ୍ଲାର ବିଭିନ୍ନ ଦୋକାନ ବଜାର ଶୁନ୍ଶାନ୍ ହୋଇପଡିଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥିସହ ଦଶପଲ୍ଲା ରେ କରୋନା!-->…
Read More...
Read More...
ରାଜ୍ୟରେ ରେକର୍ଡ କରୋନା ମୃତ୍ୟୁ, ଦିନକରେ ୪୦ ଜୀବନ ଗଲା
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେକରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ବୌଦ୍ଧ: ନୂତନ ୧୬୬ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୧୦,୩୩୫
ବୌଦ୍ଧ,୨/୬- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୧୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ!-->…
Read More...
Read More...
ସ୍ତ୍ରୀ ଙ୍କ ଶବନେଇ ଫେରିବା ବେଳେ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ
ବଲାଙ୍ଗୀର,୨/୬- ମୃତ ସ୍ତ୍ରୀଙ୍କ ଶବ ନେଇ ଗାଁକୁ ଫେରିବା ବେଳେ ଆମ୍ବୁଲାନସ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଏକ ଅଘଟଣ । ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଲର୍କି ଗାଁ ବିପିନ ସେଠଙ୍କ ସ୍ତ୍ରୀ ପାରାଲିସିସ୍!-->…
Read More...
Read More...
କୋଭିଡ୍ ଆକ୍ରାନ୍ତ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ
ବୌଦ୍ଧ,୨/୬- ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସହକାରୀ ବ୍ରାଞ୍ଚ ମେନେଜର୍ ଗିରିଶ ନାୟକ(୫୯)ଙ୍କ ଆଜି ସକାଳେ ଭୁବନେଶ୍ୱରସ୍ଥିତ କିମସ ହସପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ସେ ସାରା ଜୀବନ ଅବିବାହିତ ରହିଥିଲେ ।!-->…
Read More...
Read More...
ଅଘୋଷିତ ବିଦ୍ୟୁତ କାଟ୍ , ଅତିଷ୍ଠ ଗ୍ରାମବାସୀ
ଦଶପଲ୍ଲା,୨/୬- ନୟାଗଡ଼ର ଗ୍ରାମାଞ୍ଚଳରେ ଘଣ୍ଟାଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ୍ରେ ଲୋକେ ଗରମରେ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। କରୋନା ଲକ୍ଡାଉନରେ ଲୋକେ ଘରେ ଆବଦ୍ଧ ହୋଇ ରହିବାକୁ ଚାହୁଁଥିଲା ବେଳେ ବିଦ୍ୟୁତର ଲୁଚକାଳି ଖେଳ ଲୋକଙ୍କୁ କଲବଲ କରି ପକାଉଛି।!-->…
Read More...
Read More...