Browsing Category

ରାଜ୍ୟ

ପ୍ରବଳ ବର୍ଷା ସମ୍ଭାବନା : ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ପାଣିପାଗ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର କନ୍ଧମାଳ, ଗଞ୍ଜାମ, ଗଜପତି ଓ ବୌଦ୍ଧ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ,…
Read More...

ଟ୍ରକ୍ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ୍‌, ୨ ଗିରଫ

ବୌଦ୍ଧ : ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରୁ ଆଜି ଭୋର ସମୟରେ ଝାଡଖଣ୍ଡ ନମ୍ବର୍ ଥିବା ଗୋଟିଏ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ୍ କରାଯାଇଥିବା ଜଣାପଡିଛି । ମିଳିଥିବା ଖବର୍ ଅନୁଯାୟୀ ଆଜି ଭୋର ସମୟରେ ଟ୍ରକ ନମ୍ବର ଜେଏଚ୍ ୧୦ଏଏଲ୍ ୮୨୧୧ରେ ବାହାରକୁ ଗଂଜେଇ ଚାଲାଣ ହେଉଥିବା ସମ୍ପର୍କରେ…
Read More...

ବିଜୁ ଛାତ୍ର ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଫୁଲବାଣୀ,୨/୬ :କୋରନା ମହାମାରୀ ସମୟରେ ସାରା ରାଜ୍ୟରେ ରକ୍ତର ଅଭାବକୁ ପରିଲିଖିତ କରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ଠାରେ କନ୍ଧମାଳ ବିଜୁ ଛାତ୍ର ଜନତା…
Read More...

ଫ୍ରେଣ୍ଡସିପ କ୍ଲବ ଓ ଶ୍ରୀରାମଭକ୍ତ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପୋଷକ ଓ ଫଳ ବଣ୍ଟନ

ବୌଦ୍ଧ : ଫ୍ରେଣ୍ଡସିପ କ୍ଲବ୍ ବୌଦ୍ଧ ଏବଂ ଶ୍ରୀରାମଭକ୍ତ ଚାରିଟେବଲ୍ ଟ୍ରଷ୍ଟର ମିଳିତ ଉଦ୍ୟମରେ ଆଜି ଗରୀବ ଶ୍ରେଣୀର ଝିଅମାନଙ୍କୁ ନୂତନ ପୋଷାକ,ଫଳ ବଣ୍ଟନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ସମ୍ପାଦକ ତୋଫାନ ପରିଡ଼ା, ଟ୍ରଷ୍ଟ ମୁଖ୍ୟ ବଟକୃଷ୍ଣ ଅଗ୍ରୱାଲଙ୍କ ନେତୃତ୍ୱରେ କରାଯାଇଥିଲା । …
Read More...

ଦୟନୀୟ ଅବସ୍ଥାରେ ବୌଦ୍ଧଜିଲ୍ଲାର ଆଡେଣୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ବୌଦ୍ଧ,୨/୬- ଦୟନୀୟ ଅବସ୍ଥାରେ ବୌଦ୍ଧଜିଲ୍ଲାର ଆଡେଣୀଗଡ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର । ହରଭଙ୍ଗା ବ୍ଲକର ୨୨ ଗୋଟି ପଞ୍ଚାୟତର ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ନେଉଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଆଖିରେ ନଦେଖିଲେ ବୁଝିହେବନାହିଁ । ଯଦି ଲକ୍ଷାଧିକ ରୋଗୀ ନିର୍ଭର କରୁଥିବା ଏହି…
Read More...

ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ,୨/୬- ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଘନଶ୍ୟାମ ମେହେର ମଙ୍ଗଳବାର ଯୋଗଦାନ କରିଛନ୍ତି । ସେ ସୋନପୁର ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ପଦୋନ୍ନତି ପାଇ ବୌଦ୍ଧଜିଲ୍ଲା ଅତିରିକ୍ତ ଶିକ୍ଷା…
Read More...