Browsing Category

ରାଜ୍ୟ

ସୁଶାନ୍ତଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଲେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ

ଫୁଲବାଣୀ,୧/୬- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ କୋଲାପଡା ଗ୍ରାମର ସୁଶାନ୍ତ ନାୟକଙ୍କ ଗତ ମେ ୨୨ ତାରିଖରେ କରୋନାରେ ପରଲୋକ ହୋଇଯାଇଛି । ସୁଶାନ୍ତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତରଫରୁ ଫିରିଙ୍ଗିଆ ବ୍ଲକ୍‌ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ପରଲୋକରେ ସାଂସଦ…
Read More...

ବୌଦ୍ଧ: ଆଜି ୧୩୭ ପଜିଟିଭ, ବିରାମଚନ୍ଦ୍ରପୁର ଗ୍ରାମରୁ ୨୬

ବୌଦ୍ଧ,୧/୬- ଆଜି ପୁଣି ୧୩୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…
Read More...

ବନପାଳଙ୍କ ପରଲୋକ

ଫୁଲବାଣୀ,୧/୬ - ଟିକାବାଲି ଥାନା ଅନ୍ତର୍ଗତ ତେନ୍ତୁଳିଗଡ଼ ଗ୍ରାମର ବନପାଳ ରଙ୍କନିଧି ନାୟକ(୪୬)ଙ୍କ ଗତକାଲି ଅପରାହ୍ନରେ ବ୍ରେନ ଫାଇଲେରିୟାରେ ମୃତ୍ୟୁ ଘଟିଛି। ସେ ଫିରିଙ୍ଗଆ(T) ରେଞ୍ଜର ନୂଆପଦର ସେକ୍ସନରେ ବନପାଳ ରୂପେ କାର୍ଯ୍ୟ କରୁଥିଲେ।ଗତବର୍ଷ ବନରଖି ବନପାଳ ପ୍ରମୋସନ ପାଇ ସ୍ଥାନୀୟ…
Read More...

ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

ବୌଦ୍ଧ/ଜହ୍ନାପଙ୍କ,୧/୬- ବୌଦ୍ଧ ବ୍ଳକ ଅନ୍ତର୍ଗତ ଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ ପ୍ରଧାନ ଗତକାଲି ତାଙ୍କର ଶିକ୍ଷକତାରୁ ଅଵସର ଗ୍ରହଣ କରିଛନ୍ତି। କମ୍ପରା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିଵ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ…
Read More...

ବୌଦ୍ଧଜିଲ୍ଲା ଟେଷ୍ଟ ପଜିଟିଭ ରେଟ୍‌ ଚିନ୍ତାଜନକ, ୫୪ ପ୍ରତିଶତ ସହ ରାଜ୍ୟରେ ପ୍ରଥମ

ବୌଦ୍ଧ,୩୧/୫- କୋଭିଡ ଟେଷ୍ଟିଂ ରାଜ୍ୟରେ ବ୍ୟାପକ କରାଯାଉଥିବାବେଳେ ଟୀକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ପରାମର୍ଶକୁ ଆଧାରକରି ସରକାର ମଧ୍ୟ ପଦକ୍ଷେପ ନେଉଛନ୍ତି । ପଜିଟିଭ ରେଟ୍‌କୁ ଆଧାରକରି ତିନୋଟି ଜିଲ୍ଲାରେ ଲକ୍‌ ଡାଉନରେ ସାମାନ୍ୟ କୋହଳ କରାଯାଇଥିବାବେଳେ ରାଜ୍ୟର…
Read More...

ଅସହାୟ କୋଭିଡ ମୃତକଙ୍କ ଶବସତ୍କାର କଲା ଟିମ ହ୍ୟୁମାନିଟି

ଫୁଲବାଣୀ,୩୧/୫- ବ୍ରାହ୍ମଣପାଦ ଅଞ୍ଚଳର ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ଫୁଲବାଣୀ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବହୁ ଦିନର ସଂଘର୍ଷ ପରେ ଆଜି ସକାଳ ସମୟରେ ସେ ମୃତ୍ୟୁବରଣ କରିଥିଲେ । ମୃତ ଶରୀର ଚକାପାଦ ପହଞ୍ଚିବା ପରେ ତା'ର ସତ୍କାର…
Read More...

କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାର ପ୍ରସଙ୍ଗ, ପ୍ରଶାସନର ଦୃଷ୍ଟି ଆକର୍ଷଣକଲେ ବ୍ଲକସ୍ତରରୁ…

ବାଲିଗୁଡା,୩୧/୫- କନ୍ଧମାଳ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଫୁଲବାଣୀ ଟାଉନଥାନା ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାରଙ୍କ ଦୁର୍ବ୍ୟବହାର ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀକରି ଜିଲ୍ଲାର ବାଲିଗୁଡ଼ା ଫ୍ରଣ୍ଟ ଲାଇନ ସାମ୍ବାଦିକ ସଂଘ ସମେତ ତୁମୁଡିବନ୍ଧ,…
Read More...