Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରକ ସହ ଇନୋଭାର ମୁହାଁମୁହିଁ ଧକ୍କା, ୨ ଗୁରୁତର
ବୌଦ୍ଧ,୭/୫- ଆଜି ଭୋର ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ର ହରଭଙ୍ଗା ବ୍ଲକ ନୂଆପଡା ପୋଲ ବୁଲାଣିଆ ରାସ୍ତାରେ ଗୋଟିଏ ଟ୍ରକ ସହ ଇନୋଭାର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି କଟକରେ ନିଜ ପରିବାରକୁ ଛାଡି କଳାହାଣ୍ଡି!-->…
Read More...
Read More...
ବୌଦ୍ଧ: ଥମୁନି କରୋନା ସଂକ୍ରମଣ, ଆଜି ପୁଣି ୧୨୮ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୭/୫ - ବୌଦ୍ଧ ଜିଲ୍ଲାରେ କରୋନା ଥମିବାର୍ ନାମ ନେଉନାହିଁ । ପ୍ରତିଦିନ ପାର୍ କରୁଛି ଶତକ । ଆଜି ପୁଣି ଗୋଟିଏ ଦିନରେ ୧୨୮ ଜଣ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ!-->…
Read More...
Read More...
ବହୁଚର୍ଚ୍ଚିତ ପାଲଝାର୍ ଫାର୍ମ କୃଷି ଅଧିଦର୍ଶକଙ୍କୁ ମନୁପାଲି ବଦଳି
ବୌଦ୍ଧ,୬/୫- ପାଲଝାର କୃଷି ଫାର୍ମରେ କୃଷି ଅଧିଦର୍ଶକ ଥିବା ବାନାମ୍ବର ସାହୁଙ୍କୁ ବୌଦ୍ଧବ୍ଲକ ମନୁପାଲିକୁ ବଦଳି କରାଯାଇଥିବା ଜଣାପଡିଛି । ତାଙ୍କ ସ୍ଥାନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କୃଷି ଗ୍ରାମସେବକ ଅଜିତ କୁମାର ପ୍ରଧାନଙ୍କୁ ପାଲଝାର୍ ଫାର୍ମର!-->…
Read More...
Read More...
ରଖିଲେ ନାହିଁ କ୍ଷୀର ଫେରାଇଦେଲା ସୋସାଇଟି
ବୌଦ୍ଧ/ହରଭଙ୍ଗା,୬/୫- କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି । ଫଳରେ କେତେକ ସ୍ଥାନରେ ସାଧାରଣ ଖଟିଖିଆଙ୍କ ଉପରେ ଏହାର ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି । ହରଭଙ୍ଗାବ୍ଲକରେ ଓମ୍ଫେଡ୍ ପକ୍ଷରୁ ବର୍ତ୍ତମାନ ରାମଗଡ, ଧଳପୁର,!-->…
Read More...
Read More...
ବୌଦ୍ଧ: ଦିନକରେ ରେକର୍ଡ ସଂଖ୍ୟକ ୨୫୦ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୬/୫ - ଆଜି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୫୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ୨୫୦ କରୋନା ପଜିଟିଭକୁ ମିଶାଇଲେ ଜିଲ୍ଲାରେ ୪୨୫୦ ଜଣ ସଂକ୍ରମଣ ହୋଇସାରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ!-->…
Read More...
Read More...
ଡରାଉଛି ବଲାଙ୍ଗୀର କରୋନା ଅଙ୍କ
ବଲାଙ୍ଗୀର,୬/୫- ଗତ ୨୪ଘଣ୍ଟାରେ ବଲାଙ୍ଗୀର ଜିଲ୍ଲାରେ ୩୧୪ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜିପର୍ଯ୍ୟନ୍ତ ୧୪,୬୮୬ ହୋଇଛି । ସେମାନଙ୍କ ମଧ୍ୟରୁ ୧୧,୯୯୧ ସୁସ୍ଥ ହୋଇଛନ୍ତି ଏବଂ ୨୬୪୪ ଆକ୍ଟିଭ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ!-->…
Read More...
Read More...
ହାଟ ବଜାରରେ କୋଭିଡ୍ ପ୍ରୋଟୋକଲ ଉଲ୍ଲଙ୍ଘନ, ଦେଖିବାକୁ କେହିନାହିଁ !
ବୌଦ୍ଧ,୬/୫- ଜିଲ୍ଲାରେ କରୋନା ସଂକ୍ରମଣ ଦୃତଗତିରେ ବଢି ଚାଲିଥିବା ବେଳେ ବିଭିନ୍ନ ହାଟ ବଜାରରେ କୋଭିଡ୍ ପ୍ରୋଟୋକୋଲ ଖୋଲାଖୋଲି ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ହାଟ ବଜାରକୁ କ୍ରୟ ବିକ୍ରୟ ପାଇଁ ଆସୁଥିବା ଅନେକ ଲୋକ ମାସ୍କ ପରିଧାନ ନ କରିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା!-->…
Read More...
Read More...
ପଶ୍ଚିମବଙ୍ଗରେ ଟିଏମସି ସରକାରଙ୍କ ଗୁଣ୍ଡାଗିରିକୁ ବିରୋଧ କରି ବିଜେପିର ଧାରଣା
ବୌଦ୍ଧ/ହରଭଙ୍ଗା୫/୫- ପଶ୍ଚିମବଙ୍ଗରେ ଟିଏମସି ମମତା ସରକାର ଜିତିଲା ପରେ ଯେପରି ଗଣତନ୍ତ୍ରକୁ ହତ୍ୟା କରି ନୃଶଂସ ହୋଇ ବିଜେପି ସମର୍ଥକ, କର୍ମୀ, ଭୋଟର ମାନଙ୍କୁ ହତ୍ୟା, ମାରପିଟ, ପୋଡାଜଳା, ଭଙ୍ଗାରୁଜା କରୁଛି ତାହା ଦେଶପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ଏପରି ଘୃଣ୍ୟକାର୍ଯ୍ୟକୁ ନିନ୍ଦା ଓ!-->…
Read More...
Read More...