Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ କୋଭିଡ-୧୯ ଟେଷ୍ଟ ରିପୋର୍ଟ ସୁବିଧାର ଶୁଭାରମ୍ଭ : ଏଣିକି ମୋବାଇଲ ରୁ ମିଳିବ କୋଭିଡ…
ଭୁବନେଶ୍ୱର,୨୨/୫- ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି । କୋଭିଡ-୧୯ ପରୀକ୍ଷା ଯଥା ଆରଟିପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି!-->…
Read More...
Read More...
ସାମ୍ବାଦିକଙ୍କୁ ସବ ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ନେଇ ଏସପିଙ୍କୁ ଦାବିପତ୍ର
ବାଲିଗୁଡ଼ା,୨୨/୫- କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନଥାନାର ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଗତ ୧୯.୦୫.୨୦୨୧ ରାତିରେ ଜଣେ କାର୍ଯ୍ୟରତ ୱେବ ମିଡ଼ିଆର ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିବା ନେଇ ଧମକ ଦେବା ଅଡିଓ ଭାଇରାଲ ହେବା ପରେ ସାମ୍ବାଦିକ!-->…
Read More...
Read More...
କରୋନାରେ ମୃତ୍ୟୁବରଣ କରିଥିବା ପାଟଣାଗଡ଼ ୨ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି
ପାଟଣାଗଡ,୨୨/୫ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି କୈାଲାଶ ଚନ୍ଦ୍ର ସାହୁ ଓ ଯୁବ ସାମ୍ବାଦିକ ଯତିଶ ଖମାରୀଙ୍କ ବିୟୋଗରେ ବେଲପଡା ସ୍ଥିତ ପଞ୍ଚାୟତ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ!-->…
Read More...
Read More...
ଡିମିରିପାଲି ଓ ଜମଘାଟି ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷଣା
ବୌଦ୍ଧ/ବାଉଁଶୁଣୀ ୨୨/୫ - ବୌଦ୍ଧ ବ୍ଳକ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଡିମିରିପାଲି ଓ ଜମଘାଟି ଗ୍ରାମରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସଂକ୍ରମଣ ବାହ୍ୟ ଗ୍ରାମକୁ ଯେପରି ନ ବ୍ୟାପେ ସେଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଉଁଶୁଣୀ ପଞ୍ଚାୟତ!-->…
Read More...
Read More...
ବିକାଶର ନଗ୍ନ ଚିତ୍ର: ସ୍ୱାଧୀନତାର ୭୪ ବର୍ଷ ପରେ ବି ଗାଆଁକୁ ନାହିଁ ରାସ୍ତା
ବୌଦ୍ଧ,୨୨/୫- ସ୍ୱାଧୀନତା ପ୍ରାପ୍ତିର ୭୪ ବର୍ଷ ବିତିଗଲା ପରେ ମଧ୍ୟ ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତର ନୂଆପାଲି ବାଦିସାହି ହରିଜନ ବସ୍ତିକୁ ସବୁଦିନିଆ ରାସ୍ତାଟିଏ ହୋଇପାରୁନଥିବା ଅଭିଯୋଗ ହୁଏ । ସତେଯେମିତି ରାସ୍ତାରେ ଚାଲିବା ତାଙ୍କପାଇଁ ସାତ ସପନ ହୋଇଛି । ନୂଆପାଲି ଗ୍ରାମ ଦେବତୀ!-->…
Read More...
Read More...