Browsing Category

ରାଜ୍ୟ

ଗଜପତିରେ ପୁଣି ୫୬ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୮/୫- ଗଜପତି ଜିଲ୍ଲାରେ ଆଜି ପୁଣି ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୨୬ ଜଣ, ଗୋଶାଣି ବ୍ଳକରୁ ୧୦ ଜଣ, କାଶୀନଗର ବ୍ଳକରୁ ୪ଜଣ, ମୋହନା ବ୍ଳକରୁ ୫ ଜଣ, ନୂଆଗଡ଼ ବ୍ଳକରୁ ୪ ଜଣ, ଆର
Read More...

୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌, ବଢାଇପାରନ୍ତି ଲକଡାଉନ ଅବଧି

ଭୁବନେଶ୍ୱର : ଆଜି ଅପରାହ୍ନ ୧.୪୫ରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରେସମିଟ କରିବେ । ଏହି ଅବସରରେ ରାଜ୍ୟରେ ବଢିଚାଲିଥିବା କରୋନାକୁ ରୋକ୍ ଲଗାଇବା ପାଇଁ କେତେକ ବଡ ଘୋଷଣା କରିପାରନ୍ତି ବୋଲି ଜଣାପଡୁଛି । ଆସନ୍ତାକାଲି ସକାଳ ୬ଟାରୁ ଲକଡାଉନ
Read More...

ବୌଦ୍ଧ: ପୁଣି ଦ୍ୱିଅର୍ଦ୍ଧ ଶତକ ଛୁଇଁଲା କରୋନା ପଜିଟିଭ ସଂଖ୍ୟା

ବୌଦ୍ଧ,୧୮/୫- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଦ୍ୱିଅର୍ଦ୍ଧ ଶତକ ଛୁଇଁଲା କରୋନା ପଜିଟିଭ ସଂଖ୍ୟା । ଆଜି ବୌଦ୍ଧ ଜିଲ୍ଲାରେ ଯେଉଁ ୨୫୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ବଢିଗାଁ ଗ୍ରାମ ପଞ୍ଚାୟତ ଇଚ୍ଛାପୁର ଓ ଛତନିଆକଟା ଗ୍ରାମରୁ ୨ ଜଣ ଲେଖାଏଁ ଓ ବଲାସିଙ୍ଗା
Read More...

ବୌଦ୍ଧ : କରୋନା ନେଲା ଆଉ ଜଣେ ଯୁବକଙ୍କ ଜୀବନ

ବୌଦ୍ଧ,୧୮/୫: କରୋନା ମହାମାରୀ ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ବାଉଁଶୁଣୀ ଡିମିରିପାଲି ଗ୍ରାମର ପ୍ରଫୁଲ୍ଲ ଗାଇଗୌରିଆ (26) ଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଗତକାଲି ଆଉ ଜଣେ 29 ବର୍ଷୀୟ ଯୁବକଙ୍କ କରୋନାରେ ମୃତ୍ୟୁ ହେବା ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ
Read More...

ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ପରୀକ୍ଷା ବନ୍ଦ, ଲୋକେ ହନ୍ତସନ୍ତ

ବୌଦ୍ଧ,୧୭/୫- ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କୋଭିଡ୍‌ ପରୀକ୍ଷା ହୋଇପାରି ନଥିବା ଯୋଗୁଁ ପରୀକ୍ଷା ପାଇଁ ଆସିଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍‌ ପରୀକ୍ଷା ଦାୟିତ୍ୱରେଥିବା କର୍ମଚାରୀ ନିଜେ କରୋନା ପଜିଟିଭ
Read More...

ମେ ୨୪ରୁ ୩ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ସର୍ଭେ କରିବେ ଆଶାକର୍ମୀ

ଭୁବନେଶ୍ୱର,୧୭/୫- ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି । କରୋନାର ଏହି ଦ୍ୱିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି
Read More...

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୧୭/୫- ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି. ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ୱାବଧାନରେ ନୂଆଗଡ଼ ବ୍ଳକର ନୂଆଗଡ଼ ଗ୍ରାମରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଉପରେ ସଚେତନତା କରାଯାଇଛି । ଏହି
Read More...

କୋଭିଡ କଟକଣାକୁ ଫୁ କରି କଲେ ବାହାଘର

ପାରଳାଖେମୁଣ୍ଡି,୧୭/୫- କରୋନା କଟକଣାକୁ ଫୁ । ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମରେଏକ ବାହାଘର ବରଯାତ୍ରୀରେ ବିନା ମାସ୍କରେ ସାମାଜିକ ଦୂରତା ଓ କୋଭିଡ ନିୟମକୁ ଉଲ୍ଲଂଘନ କରି ବାଦ୍ୟର ତାଳେ ତାଳେ ନାଚିଥିଲେ ଶହ ଶହ ଲୋକ । ଏହି ଅବସରରେ ଗତକାଲି
Read More...

ଗଜପତିରେ ପୁଣି ୧୪୧ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତି,୧୭/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୭୦ ଜଣ, ଗୋଶାଣି ବ୍ଳକରେ ୧୨ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀ ନଗର ବ୍ଳକରୁ ୨୧ଜଣ, ମୋହନା ବ୍ଳକରୁ ୨୫ ଜଣ,
Read More...