Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ୩୫ଜଣଙ୍କ ମୁଣ୍ଡ ନେଲା କରୋନା, ୮୩୧୩ ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୩୧ ।୫: ରାଜ୍ୟରେ ପୁଣି ଆକ୍ରାନ୍ତ ସଂଖ୍ୟା କମିଛି । । ସେହିଭଳି କରୋନାଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ବାମଣ୍ଡାରେ ପାନୀୟ ଜଳ ସଙ୍କଟ, ମରାମତି ହେଉନି ନଳକୂପ
ବୌଦ୍ଧ,୩୧/୫ - ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ସଦର ମହକୁମା ବାମଣ୍ଡା ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟରୂପ ଧାରଣ କରିଛି | ଗତ କିଛି ଦିନ ହେଲା ବାମଣ୍ଡା ଗ୍ରାମରୁ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହୋଇ କରୋନାର ହଟସ୍ପଟ୍ ସାଜିଥିବା ବେଳେ ପାନୀୟ ଜଳର ଅଭାବ ଲୋକଙ୍କ!-->…
Read More...
Read More...
ବିଜେପିର ୭ ବର୍ଷ ପୂର୍ତ୍ତି ଅବସରରେ ମାକ୍ସ, ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ
ଦେବଗଡ଼,୩୦/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାତ ବର୍ଷ ଶାସନକାଳର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତିଳେଇବଣି ବ୍ଲକ ଅନ୍ତର୍ଗତ ସଗୁଡା, କଂଗ୍ରେସପୁର, ଛେପିଲିପାଲି, ଧୋବଲିପଥର ତଥା ମୁନସିପାଲିଟୀ ଅଂଚଳର ବିଭିନ୍ନ ୱାର୍ଡରେ ଥିବା ଜନସାଧାରଣଙ୍କୁ!-->…
Read More...
Read More...
ମଂଚରେ ଆଉ ଶୁଭିବନି ଭୂପେନଙ୍କ ସ୍ୱର…
ସୁବର୍ଣ୍ଣପୁର,୩୦/୫ - ସଂଗୀତ ନିର୍ଦ୍ଦେଶକ ଭୂପେନ୍ଦ୍ର ବସ୍ତିଆ ବୌଦ୍ଧଜିଲ୍ଲା ଖଟଖଟିଆ ଗ୍ରାମରେ ପିତା ରାମଚନ୍ଦ୍ର ବସ୍ତିଆ ଏବଂ ମାତା ସ୍ୱର୍ଗତ ଶାରଦା ବସ୍ତିଆଙ୍କ ଔରସରୁ ଜନ୍ମଲାଭ କରିଥିବା ଭୂପେନ ଶାସ୍ତ୍ରୀୟ ସଙ୍ଗୀତରେ ଡିଗ୍ରୀ ଶିକ୍ଷା ଲାଭ କରିଥିଲେ । ଖୁବ ସୁନ୍ଦର ଭାବରେ ଗିଟାର ଏବଂ!-->…
Read More...
Read More...
ବିଜେପି ସରକାରର ସାତ ବର୍ଷ ପୂର୍ତ୍ତି ଅବସରରେ ସେବା କାର୍ଯ୍ୟ
ଫୁଲବାଣୀ,୩୦/୫- ଆଜି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ସାତ ବର୍ଷ ପୂର୍ତ୍ତିହେଲା । ଏହି ଉପଲକ୍ଷେ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳ ମାନଙ୍କରେ ସେବା କାର୍ଯ୍ୟ କରାଯାଇଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ବୁଲି!-->…
Read More...
Read More...
କରୋନାରେ ସରୋଜ ଭୋଇଙ୍କ ପରଲୋକ
ବୌଦ୍ଧ/ଜହ୍ନାପଙ୍କ,୩୦/୫: ବୌଦ୍ଧ ବ୍ଳକ ବଢ଼ିଗାଁ ବାସିନ୍ଦା ସରୋଜ ଭୋଇ(୪୫)ଙ୍କ ଆଜି ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ପରଲୋକ ଘଟିଛି । ସେ କରୋନା ଆକ୍ରାନ୍ତ ହୋଇ ୨ ମାସ ହେଲା ଭୁବନେଶ୍ୱର ହାଇଟେକ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଗତ ୪ ତାରିଖରେ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି!-->…
Read More...
Read More...
ଏବିଭିପି ତରଫରୁ ନାଉଗାଁ ଶାଖାରେ ମାନସିକ ବିକୃତ ଲୋକଙ୍କୁ ରନ୍ଧାଖାଦ୍ୟ ଓ ବସ୍ତ୍ର ବଣ୍ଟନ
ନାଉଗାଁ,୩୦/୫- ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା ତରଫରୁ ନାଉଗାଁ ଶାଖାରେ ମାନସିକ ବିକୃତ କିଛି ଲୋକଙ୍କୁ ବସ୍ତ୍ର ପରିଧାନ କରାଯିବାସହ ରନ୍ଧା ଖାଦ୍ୟ ଦିଆଯାଇଛି । ଆଉ ଏହିଭଳି ସଟ୍ ଡାଉନ୍ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ।!-->…
Read More...
Read More...
ବିଜେପିର ୭ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର
ବଲାଙ୍ଗୀର,୩୦/୫- କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୭ବର୍ଷ ପୂର୍ତ୍ତି ଅବସରରେ ବିଜେପି ଦଳ ତରଫରୁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ କୁଶମେଲ ଗ୍ରାମ ଠାରେ କୋଭିଡ ନିୟମ ପାଳନପୂର୍ବକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୦ୟୁନିଟ ରକ୍ତ!-->…
Read More...
Read More...
ଜୁନ୍ ୧୭ ଯାଏଁ ବଢିଲା ଲକ୍ ଡାଉନ-୨, ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ
ଭୁବନେଶ୍ୱର,୩୦/୫- ମହାମାରୀ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟସରକାର ଜୁନ୍ ପହିଲାରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ -୨ ବଢାଇଛନ୍ତି । ଲକ୍ ଡାଉନ-୧ରେ ରହିଥିବା ସମସ୍ତ ନିୟମ ଲକଡାଉନ -୨ରେ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଥିବାବେଳେ କେବଳ!-->…
Read More...
Read More...