Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଭିଡ ପରିଚାଳନା ତଦାରଖ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ
ବୌଦ୍ଧ,୩/୫ - ଜିଲ୍ଲାରେ କୋଭିଡ ପରିଚାଳନାକୁ ସୁସଂଗଠିତ କରିବାପାଇଁ ଜିଲ୍ଲାର ତିନି ଜଣ ବରିଷ୍ଠ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ତଦାରଖ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଜି ଜିଲ୍ଲାପାଳ କରିଥିବା ଆଦେଶ ଅନୁଯାୟୀ ଟି. ଏମ. ସି. ପ୍ରସ୍ତୁତି, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ତଦାରଖ, ସଚେତନତା!-->…
Read More...
Read More...
ଏବିଭିପି କନ୍ଧମାଳ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ରେ ସାନିଟାଇଜ କରି ନିଃସ୍ୱାର୍ଥପର ସେବା
ଏବିଭିପି କନ୍ଧମାଳ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ରେ ସାନିଟାଇଜ କରି ନିଃସ୍ୱାର୍ଥପର ସେବା ଫୁଲବାଣୀ:୦୩/୦୫ କନ୍ଧମାଳ ରେ ଦିନକୁ ଦିନ କରୋନା ପଜିଟିଭ ଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ଫଳରେ ପ୍ରଶାସନଠୁ ଆରମ୍ଭ କରି ସମସ୍ତେ ଏହାକୁ ନେଇ ଚିନ୍ତିତ ଥିବାବେଳେ କରୋନାକୁ ଚେକ ପକାଇବା ପାଇଁ!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୭୫ ପଜିଟିଭ ଚିହ୍ନଟ
ବୌଦ୍ଧ,୩/୫ – ଆଜି ବୌଦ୍ଧଜିଲ୍ଲାରେ ରେକର୍ଡ ସଂଖ୍ୟକ ୧୭୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୭୫ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜିସୁଦ୍ଧା ବୌଦ୍ଧଜିଲ୍ଲାରେ ମୋଟ ୩୭୭୩ ଜଣ ଆକ୍ରାନ୍ତ ହୋଇ ସାରିଲେଣି । ଜିଲ୍ଲା!-->…
Read More...
Read More...
ବିଶିଷ୍ଟ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ମହାରଣାଙ୍କ ଦେହାନ୍ତରେ ଭାରଚୁଆଲ ଶୋକସଭା
ପାରଳାଖେମୁଣ୍ଡି,୩/୫- ରବିବାର ଦିନ ଅପରାହ୍ନରେ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବିଦ୍ୟାଳୟର ପୁରୁଣା ଛାତ୍ରଛାତ୍ରୀ ଏବଂ!-->…
Read More...
Read More...
କେବଳ କାଗଜ ପତ୍ରରେ କଣ୍ଟେନମେଣ୍ଟ, ସବୁଠି ଖୋଲା ମେଲା
ବୌଦ୍ଧ,୩/୫ - ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ଦିନ ହେଲା କରୋନା ପ୍ରଭାବିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି | ଜିଲ୍ଲାପାଳଙ୍କ ଦ୍ବାରା କଣ୍ଟେନମେଣ୍ଟ ଜୋନ ଘୋଷିତ ହେବା ପରେ ସ୍ଥାନୀୟ ପ୍ରଶାସନ!-->…
Read More...
Read More...
ନାବାଳିକା ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ, ଜଣେ ଫେରାର
ଫୁଲବାଣୀ,୨/୫: ଗତ ୨୮ ତାରିଖ ରାତିରେ ଜଣେ ନାବାଳିକା ଜଣଙ୍କ ବିବାହ ଭୋଜିରୁ ଫେରିବା ସମୟରେ ତିନିଜଣ ବ୍ୟକ୍ତି ମୋଟର ସାଇକେଲରେ ଭ୍ରୁଙ୍ଗିଜୋଡି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଅପହରଣ କରିନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । କିଛି ସମୟ ପରେ ଅନ୍ୟ ଜଣେ ଯୁବକ ମଧ୍ୟ ଘଟଣାସ୍ଥଳକୁ ଆସି!-->…
Read More...
Read More...
ଏସବିଆଇ କ୍ୟାସ୍ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ
ଫୁଲବାଣୀ,୨/୫: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପିଅନପଡାର ଗୁଡିପିଟାସାହିରେ ଗତ ବିଳମ୍ବିତ ରାତିରେ ଏସବିଆଇ କ୍ୟାସ୍ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ କିଛି ଦୁବୃର୍ତ୍ତ । ତାଲା ନଭାଙ୍ଗିବାରୁ ଏସବିଆଇ କ୍ୟାସ୍ଗାଡିକୁ ନିଆଁଲଗେଇ ପୋଡ଼ିବା ସହିତ ନିକଟରେ ଥିବା ଏକ!-->…
Read More...
Read More...
ପଥପ୍ରାନ୍ତ ବନୀକରଣ ଯୋଜନା ଦିଗହରା
ବୌଦ୍ଧ/ଜହ୍ନାପଙ୍କ,୨/୫- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ବନୀକରଣ ଯୋଜନା ଆରମ୍ଭକରି ସବୁଜ ସୁନ୍ଦର କରିବାକୁ ପ୍ରୟାସ କରାଯାଇଛି । କିନ୍ତୁ ସୁନ୍ଦର ଯୋଜନାକୁ ପ୍ରଣୟନ ପରେ ଯୋଜନା ଦିଗହରା ହେଉଥିବା ଲକ୍ଷ୍ୟ କରାଯାଇଛି । ଏମ୍ ଜି ଏନ!-->…
Read More...
Read More...
ବର୍ଷେହେଲା ଅଚଳ ହୋଇ ପଡ଼ିଛି ବିଶୁଦ୍ଧ ଥଣ୍ଡା ପାନୀୟଜଳ ପ୍ରକଳ୍ପ
ବୌଦ୍ଧ/ଜହ୍ନାପଙ୍କ,୨/୫- ରାଜ୍ୟ ସରକାର ପଥଚାରୀଙ୍କ ସୁବିଧାପାଇଁ ଛକ ବା ବସଷ୍ଟାଣ୍ଡ ନିକଟରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଛନ୍ତି ହେଲେ ଏହି ଅନୁଦାନ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କେଉଁଠି ଏହି!-->…
Read More...
Read More...
ବୌଦ୍ଧ : ଜିଲ୍ଲାର ନୂତନ 13 ଗୋଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ,୨/୫ - ସ୍ଥାନୀୟ ଅଞ୍ଚଳରେ ଅନେକ କରୋନା ଆକ୍ରାନ୍ତ ଚିନ୍ହଟ ହେବା ପରେ ଗତକାଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳର 13 ଗୋଟି ଅଞ୍ଚଳକୁ ନୂତନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିବାର ଜଣାପଡ଼ିଛି l ମିଳିଥିବା ସୂଚନା!-->!-->!-->…
Read More...
Read More...