Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ
ବୌଦ୍ଧ,୨୮/୫ – ବୌଦ୍ଧବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ବ୍ରହ୍ମଚାରୀ ଗ୍ରାମ ମେହେର ସାହିରେ ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମଚାରୀ ମେହେର ସାହିର ସରଜୁ ମେହେରଙ୍କ ଘରେ!-->…
Read More...
Read More...
କଣ୍ଟାମାଳ: ନକଲି ପ୍ରେସ ଗାଡି ଓ ନକଲି ନମ୍ବରରେ ଗଞ୍ଜେଇ ଚାଲାଣ,୨୪ ଘଣ୍ଟା ପରେ ବି ପୋଲିସ ପଞ୍ଝାରୁ ଖସିଥିବା ଆସାମୀର…
କଣ୍ଟାମାଳ,୨୮/୫ - ନାଲିରଙ୍ଗର ଟ୍ରାଭେରା ଗାଡି ସ୍ପଷ୍ଟ ଲେଖା ଅଛି ଦୂରଦର୍ଶନ ଓଡିଆ, କରୋନା କଟକଣାକୁ ନେଇ ପୋଲିସ ବେଶ ସକ୍ରିୟ ଥିବାବେଳେ ପୋଲିସକୁ ଚକମାଦେଇ ପାରହୋଇ ଯାଉଥିବା ଗାଡିଟି ଗତ ୨୬ ତାରିଖ ରାତିରେ କଣ୍ଟାମାଳ ପୋଲିସ ହାତରେ ଧରା ପଡିଥିଲା । ତଲାସି ପରେ ଗାଡିରୁ ମିଳିଥିଲା ୨୦!-->…
Read More...
Read More...
ପିଙ୍ଗଳାବେଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ବୌଦ୍ଧ/ଜହ୍ନାପଙ୍କ,୨୮/୫- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଳାବେଡା ଗ୍ରାମରେ ଆଜି ୫୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚ ସୁଷମା ବାଘ ପିଙ୍ଗଳାବେଡା ଗ୍ରାମକୁ ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ!-->…
Read More...
Read More...
ପିଙ୍ଗଳାବେଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ବୌଦ୍ଧ/ଜହ୍ନାପଙ୍କ,୨୮/୫- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଳାବେଡା ଗ୍ରାମରେ ଆଜି ୫୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚ ସୁଷମା ବାଘ ପିଙ୍ଗଳାବେଡା ଗ୍ରାମକୁ ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ!-->…
Read More...
Read More...
ହରଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାୟନ ଅଧିବେଶନ
ହରଭଙ୍ଗା୨୮/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ହରଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାନ୍ତରଣର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମୁରଲୀଧର ରଣାଙ୍କ ଆବାହକତ୍ୱରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ସହକାରୀଯନ୍ତ୍ରୀ ଅର୍ଜୁନ ଗଡନାୟକ,!-->…
Read More...
Read More...
ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ
ଫୁଲବାଣୀ ,୨୮/୫- କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମେନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏଥିସହିତ ଦିବଙ୍ଗତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ସହରର!-->…
Read More...
Read More...
ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଗଜପତି,୨୮/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଆଜି ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁର ଜିଲ୍ଲା ସଂଯୋଜିକା ଶ୍ରୀମତୀ!-->…
Read More...
Read More...
ଗୁଢିଆଳି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ବୌଦ୍ଧ/ ଜହ୍ନାପଙ୍କ,୨୮/୫;ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମରେ ଗୁରୁବାର ମେଡ଼ିକାଲ ଟିମ ପକ୍ଷରୁ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି।ତେବେ ଏଥିରେ ସଂଖ୍ୟାଧିକ କରୋନା ପଜିଟିଭ ବାହାରିଥିବା ଜଣାପଡିଛି।ଏହା ଅଧିକ କିପରି ସଂକ୍ରମଣ ନହେବ!-->…
Read More...
Read More...
ବୌଦ୍ଧ: ନୂତନ ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ
ବୌଦ୍ଧ,୨୮/୫ - ନୂତନ ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀ ଭାବରେ ଆଦିପତି କହଁର ଆଜି ଯୋଗଦାନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ସେ ରାୟଗଡ଼ା ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ | ସେହିପରି ଉକ୍ତ ପଦବୀରେ କାର୍ଯ୍ୟ କରୁଥିବା ଭୋଳାନାଥ ନାଏକଙ୍କ କଳାହାଣ୍ଡି!-->…
Read More...
Read More...
ଓଡିଶା ପାଇଁ ୫ଶହ କୋଟି ଟଙ୍କାର ବାତ୍ୟା ସହାୟତା ଦେଲା କେନ୍ଦ୍ର
ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ୟସ କ୍ଷୟକ୍ଷତି ଅନୁଧ୍ୟାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ପାଇଁ ୫ଶହ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ପାଇଁ ମଧ୍ୟ ୫ଶହ କୋଟି ଟଙ୍କାର ସହାୟତା ଘୋଷଣା!-->…
Read More...
Read More...