Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲା: ଆଜି କରୋନା ପୁଣି ଉପରମୁହାଁ, ୨୫୭ କରୋନା ପଜିଟିଭ ଚିହ୍ନଟ, ଗୁଢିଆଳୀ ଗ୍ରାମରୁ ସର୍ବାଧିକ ୮୨ ଜଣ
ବୌଦ୍ଧ,୨୯/୫- ଆଜି ପୁଣି ଜିଲ୍ଲାରେ କରୋନା ଗ୍ରାଫ ଉପରକୁ ଉଠିଛି । ଆଜି ବୌଦ୍ଧ ଜିଲ୍ଲାରେ ୨୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍!-->…
Read More...
Read More...
ମାରୱାଡି ଯୁବ ମୋର୍ଚ୍ଚା ବୌଦ୍ଧ ଶାଖା ପକ୍ଷରୁ କୋଭିଡ ସହାୟତା : ରୋଗୀଙ୍କୁ ଅକ୍ସିଜେନ ଓ ଅସହାୟଙ୍କୁ ଖାଦ୍ୟ ଯୋଗାଣ
ବୌଦ୍ଧ : ରାଜ୍ୟ ତଥା ଦେଶରେ ଏବେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ବହୁ ଜୀବନହାନୀ ଘଟୁଛି । ରୋଗୀଙ୍କ ପାଇଁ ଅକ୍ସିଜେନର ଘୋର ଅଭାବ ସୃଷ୍ଟି ହେଉଛି । ଦେଶର ଏହି ଗୁରୁତର ସମସ୍ୟା ସମୟରେ ବହୁ ଅନୁଷ୍ଠାନ ଆଗକୁ ଆସି ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି । ଏହି କ୍ରମରେ ମାରୱାଡି ଯୁବ ମୋର୍ଚ୍ଚା!-->…
Read More...
Read More...
ସଟ୍ଡାଉନରେ ଖୋଲାଅଛି ଦୈନିକ ପରିବା ବଜାର
ବୌଦ୍ଧ/ବାଉଁଶୁଣୀ,୨୯/୫- ବୌଦ୍ଧବ୍ଲକ ବାଉଁଶୁଣୀ ଅଞ୍ଚଳରେ ଲୋକେ କରୋନା କଟକଣା ମାନୁନାହାନ୍ତି । ସୋମବାର ରୁ ଶୁକ୍ରବାର ସକାଳ ୬ରୁ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦିଆଯାଇଥିବାବେଳେ ବାଉଁଶୁଣୀ ଅଞ୍ଚଳରେ ଦୈନିକ ପରିବା ବଜାର ପ୍ରତ୍ୟେକଦିନ ସବୁବେଳେ!-->…
Read More...
Read More...
ପିଙ୍ଗଲାବେଡା ଗ୍ରାମର କଣ୍ଟେନମେଣ୍ଟ ଜୋନ ହେଲା ସାନିଟାଇଜ
ବୌଦ୍ଧ/ବାଉଁଶୁଣୀ,୨୯/୫- ବୌଦ୍ଧବ୍ଲକ୍ ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ ପିଙ୍ଗଲାବେଡା ଗ୍ରାମରୁ ଗତ ୨୫ ତାରିଖ ଦିନ ଏକକାଳୀନ ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ହେତୁ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଗ୍ରାମରେ ସଂକ୍ରମଣ ଆହୁରି ବ୍ୟାପିବାର!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୨୯/୫- ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ କରିଥିଲେ । ଅର୍କଶତାବ୍ଦୀରୁ ଅଧିକ ସମୟ!-->…
Read More...
Read More...
ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ
ବୌଦ୍ଧ,୨୯/୫ - ଗତକାଲି ସନ୍ଧ୍ୟାରେ 5T ଅନ୍ତର୍ଭୁକ୍ତ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ପାଇଁ ବିଦ୍ୟାଳୟ ନବୀକରଣ କାର୍ଯ୍ୟର ଶୁଭାରମ୍ଭ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ନାରିକେଳ ଭାଙ୍ଗି କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଉପ!-->!-->!-->…
Read More...
Read More...
5 ଆନ୍ତଃରାଜ୍ୟ ଗଂଜେଇ ଚାଲାଣକାରୀ ଗିରଫ, ପିକ୍ଅପ୍ ଜବତ
ବୌଦ୍ଧ/ବାଉଁଶୁଣୀ,୨୯/୫ - ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ବାଉଁଶୁଣୀ ଥାନା ସାହାଜପାଲ ନିକଟରୁ ଗୋଟିଏ ବାଇଗଣ ବୋଝେଇ ପିକ୍ ଅପ୍ ଗାଡିରୁ ବିପୁଳ ପରିମାଣର ଗଂଜେଇ ଗୋଟିଏ ପିକ୍ ଅପ୍ ଗାଡିରୁ ବାଉଁଶୁଣୀ ପୋଲିସ ଜବତ କରିଥିବା ଜଣା ପଡିଛି l ବାଉଁଶୁଣୀ!-->…
Read More...
Read More...