Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଭିଡ ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କୁ ନେଇ ବୈଠକ
ବୌଦ୍ଧ,୨୬/୪ - ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ଦେଖାଦେଇଥିବା ସାଂପ୍ରତିକ କୋଭିଡ ପରିସ୍ଥିତିର ସୁପରିଚାଳନା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସହ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ!-->…
Read More...
Read More...
ଥାନା ପରିସରରେ ନିଆଁଲାଗି ପୋଡିଗଲା ଜବତ ହୋଇଥିବା ବାଇକ
ବୌଦ୍ଧ/ବାଉଁଶୁଣୀ,୨୬/୪ - ଗତକାଲି ଅପରାହ୍ନରେ ବାଉଁଶୁଣୀ ଥାନା ପରିସରରେ ନିଆଁଲାଗି କୌଣସି ଏକ ମାମଲାରେ ଜବତ ହୋଇଥିବା ଗୋଟିଏ ବାଇକ ପୋଡି ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାହ୍ନ ସମୟରେ ବାଉଁଶୁଣୀଥାନା ପଛପଟେ ପାଚେରୀ ମଧ୍ୟରେ ଥିବା ଗଛ ଗୁଡିକରୁ!-->…
Read More...
Read More...
ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର
ଦଶପଲ୍ଲା,୨୬/୪- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡାସାହି ଗ୍ରାମର ନୂଆସାହିରେ ନିଆଁଲାଗି ୨୧ ପରିବାରର ୩୦ବଖରା ଘର ଜଳିପୋଡି ପାଉଁଶ ହୋଇଯିବା ସହ ୩୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ସମସ୍ତ ପରିବାରର ଘରର ଆସବାବପତ୍ର ସମେତ ମହଜୁଦ!-->…
Read More...
Read More...
ବିଜେଡିର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ
ଫୁଲବାଣୀ/ଦାରିଙ୍ଗବାଡି,୨୬/୪ - ବିଜୁ ଜନତା ଦଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଗତକାଲି ସେ ନିଜର ଶରୀର ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମେଡିକାଲରେ ଭର୍ତ୍ତି ହେବାର କିଛି ଘଣ୍ଟା!-->…
Read More...
Read More...
କରୋନା ମୁକାବିଲ ପାଇଁ ୧୭ ଓଏଏସ୍ଙ୍କୁ ଦାୟିତ୍ୱ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗତ ୫ଦିନ ଧରି ୬ ହଜାର ଉପରେ ରହୁଛି । ଏହା ଉପରକୁ ବଢୁନଥିଲେ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢୁଥିବା ୫ଜିଲ୍ଲାପାଇଁ ରାଜ୍ୟ ସରକାର ଆଜି ୧୭ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍)ଙ୍କୁ!-->…
Read More...
Read More...
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସରକାରଙ୍କ ଘୋଷଣା: ଆସନ୍ତା ୨୮ରୁ ନାମ ପଞ୍ଜିକରଣ ଆରମ୍ଭ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ପର୍ଯ୍ୟାୟରେ ମାଗଣା ଟିକା ଦେବାକୁ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜିକରଣ ଆରମ୍ଭ ହେବ । କୋଶ୍ଚିନ୍ ପୋର୍ଟାଲରେ ଦୁଇଟି!-->…
Read More...
Read More...
କରୋନାର ପ୍ରଭାବ : ପିପିଇ କିଟ୍ ପିନ୍ଧି ବିବାହ କଲେ ବର-କନ୍ୟା
କେରଳ : ପିପିଅ କିଟ୍ ପିନ୍ଧି ବିବାହ କଲେ କନ୍ୟା । କୋଭିଡ ପଜିଟିଭ ବର ଦେଲେ ମଥାରେ ସିନ୍ଦୁର । ଘଟଣା ଘଟିଛି କେରଳ ଥିରୁଭନ୍ତପୂରମରେ । ଏଠାରେ ଥିବା ମେଡିକାଲରେ ଅନୁଷ୍ଠିତ ହୋଇଥିଲା ଏଭଳି ବିବାହ । ମଣ୍ଡପ ପାଲଟିଯାଇଥିଲା କୋଭିଡ୍ ବେଡ । ଆଲ୍ଲାପ୍ପୁଜା କେନାକାରୀରେ ରୁହନ୍ତି ଶରତ ଓ ଅଭରାମୀ!-->…
Read More...
Read More...
ବାଣିଗୋଛାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ
ଦଶପଲ୍ଲା :- ସାରା ବିଶ୍ୱରେ ମ୍ୟାଲେରିଆ ତାର ଦବ୍ଦବା ଜାହିର କରିଥିବା ବେଳେ, ତାର ସଂପୂର୍ଣ୍ଣ ନିରାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ସମସ୍ତ ବିକଶିତ ଓ ବିକାଶଶୀଳ ଦେଶ ମାନେ ତାଙ୍କ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି । ଏହି ରୋଗରେ ପ୍ରତିବର୍ଷ ବହୁ ଲୋକଙ୍କର ଜୀବନ ହାନି ହୋଇଥାଏ!-->…
Read More...
Read More...
ପୁରୀ ରଥଯାତ୍ରା ପାଇଁ ବୌଦ୍ଧରୁ ରଥକାଠ ପ୍ରେରଣ
ବୌଦ୍ଧ,୨୬/୪- ବୌଦ୍ଧ ବନଖଣ୍ଡ ତରଫରୁ ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ୨୪୦ଖଣ୍ଡ ରଥକାଠରୁ ଆଜି ୯୬ ଖଣ୍ଡ ରଥକାଠ ରଥନିର୍ମାଣ ପାଇଁ ରଥଖଳା ପୁରୀକୁ ପଠାଯାଇଛି । ସମସ୍ତ ରୀତିନୀତି ଆଧାରରେ ପବିତ୍ର ରଥକାଠର ପୂଜାର୍ଚ୍ଚନା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜପତାକା ଦେଖାଇ ରଥକାଠ ପ୍ରେରଣ!-->…
Read More...
Read More...
ବୌଦ୍ଧ: ଆଜି ଗୋଟିଏ ଦିନରେ ଜିଲ୍ଲାରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨୬/୪- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ୭୦ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ୭୦ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜି ସୁଦ୍ଧା!-->…
Read More...
Read More...