Browsing Category

ରାଜ୍ୟ

ୟାସ ବାତ୍ୟା ପ୍ରବାଭିତ ଜିଲ୍ଲାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍‌ ବଣ୍ଟନ କାର୍ଯ୍ୟକ୍ରମ: ବାଲେଶ୍ୱର,…

ଭୁବନେଶ୍ୱର,୨୭/୫- ବାତ୍ୟା ‘ୟାସ’ ପ୍ରବାଭିତ ଜିଲ୍ଲାମାନଙ୍କରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍‌ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ…
Read More...

ଆକାଶମାର୍ଗରୁ ବାତ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗେପାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ ତାଣ୍ଡବ ରଚି ଓଡିଶା ସୀମା ଅତିକ୍ରମ କରିଯିବା ପରେ ହୋଇଥିବା ତଦ୍‌ଜନୀତ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରିଅଲ ସର୍ଭେ କରିଥିଲେ । …
Read More...

ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିବେ । ପ୍ରଥମେ ଭୁବନେଶ୍ୱର ପହଞ୍ଚି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା କରିବା ପରେ ଆକାଶ ମାର୍ଗରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କ୍ଷତିଗ୍ରସ୍ତ ପରଦର୍ଶନ କରିବେ । ପରେ…
Read More...

ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ, କରିପାରନ୍ତି ସହାୟତା ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବାତ୍ୟା ୟାସ ର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳକୁ ବୁଲି ସ୍ଥିତି ପରଖୁଛନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି କିଛି ବଡ ଘୋଷଣା କରିପାରନ୍ତି ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତକାଲି…
Read More...

ପୁଣି ହସାଇବେ କପିଲ ଶର୍ମା, ଜୁଲାଇ ୨୨ରେ ଟିଭି ପରଦାକୁ ଫେରିବେ

କରୋନା ମହାମାରୀ ଭିତରେ ପୁଣି ହସିବେ ଲୋକେ । ପୁଣି ଲାଗିବ କମେଡିର ତଡକା । ଖୁବଶୀଘ୍ର ଟିଭି ପରଦାକୁ ଫେରିବେ କମେଡି କିଙ୍ଗ କପିଲ ଶର୍ମା । ନୂଆ ସିଜିନ ସହ କପିଲ ଶର୍ମା ଶୋ’ ରିଟର୍ଣ୍ଣସ୍ କରିବ । ଟେଲି ଚକ୍କରର ରିପୋର୍ଟ ମୁତାବକ, ‘ଦ କପିଲ ଶର୍ମା ଶୋ’ ପୁଣି ଦର୍ଶକଙ୍କୁ ମନୋରଞ୍ଜନର…
Read More...

ବୌଦ୍ଧଜିଲ୍ଲା: କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ବୌଦ୍ଧ,୨୭/୫- ଗତକାଲି ବୌଦ୍ଧଜିଲ୍ଲାର ୩ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ସମ୍ପର୍କରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୁର୍ବରୁ ୩୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଆଜି ଘୋଷଣା ହୋଇଥିବା ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୩୪ କୁ…
Read More...