Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୬୫୯୯ ପଜିଟିଭ ଚିହ୍ନଟ, ୯ ମୃତ
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୫୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ନଳକୂପ ଅଚଳ, ଶାବଳ ପୁରାଇ ବାହାର କରୁଛନ୍ତି ପାଣି
ବୌଦ୍ଧ,୨୬/୪- ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ମାଝିସାହି ଗ୍ରାମରେ ଥିବା ଗୋଟିଏ ନଳକୂଅର ଚେନ୍ ଆଜକୁ ମାସେ ହେବ ଛିଣ୍ଡିଯାଇଥିବା ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଛିଣ୍ଡି ଯାଇଥିବା ଚେନ୍କୁ ଯୋଡିବାପାଇଁ ଲୋକେ ବାରମ୍ବାର ଗ୍ରାମ ପଞ୍ଚାୟତ ନିକଟରେ!-->…
Read More...
Read More...
ବାଉଁଶୁଣୀ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ
ବୌଦ୍ଧ/ବାଉଁଶୁଣୀ,୨୬/୪- ବୌଦ୍ଧବ୍ଲକ ବାଉଁଶୁଣୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମୋ ସ୍କୁଲ୍ ଅଭିଯାନ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚାନନ ମିଶ୍ରଙ୍କ ଆବାହାକତ୍ୱରେ ଏବଂ ସଭାପତି-ଘମୁଡୁ ଦନ୍ତାଙ୍କ ଅଧ୍ୟକ୍ଷତାରେ କୋଭିଡ ନିୟମ ମାନି ଏକ ସଭା ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...
ଅର୍ଥାଭାବରୁ ପାଠରେ ଡୋରି ବାନ୍ଧିବେ ମେଧାବୀ ଛାତ୍ରୀ !
ବୌଦ୍ଧ/ଜହ୍ନାପଙ୍କ,୨୬/୪- ବୌଦ୍ଧବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ଛାତ୍ରୀ ଅଙ୍କିତା ନାଏକ ଅର୍ଥାଭାବରୁ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇବାକୁ ଅସମର୍ଥଥିବା ଜଣାପଡିଛି । ୨୦୧୯ରେ ଏକାଦଶ ଶ୍ରେଣୀରେ ପାଠପଢିବା କଥା କିନ୍ତୁ ସେ ପାଠପଢି ପାରିନଥିଲେ । ତାଙ୍କ!-->…
Read More...
Read More...
ଅସଂପୂର୍ଣ୍ଣ ସୁଚନା ଫଳକରେ ସରିଗଲା ରାସ୍ତାକାମ !
ବୌଦ୍ଧ,୨୬/୪- ବୌଦ୍ଧବ୍ଲକ୍ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାଲୋଇ ଗ୍ରାମଠାରୁ ଖୋଇମାଲ୍ ରାସ୍ତାରେ ଗତ ୨୦୨୦ - ୨୧ ମସିହାରେ ୫ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଛି । ମହାତ୍ମାଗାନ୍ଧି ଜାତୀୟ କର୍ମନିଯୁକ୍ତି ଯୋଜନା ଅର୍ଥରେ ନିର୍ମିତ ମୋରମ ମେଟାଲ ରାସ୍ତାର!-->…
Read More...
Read More...
ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ
ବୌଦ୍ଧ,୨୫/୪: ବୌଦ୍ଧବ୍ଲକ୍ ଶଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଗୁଡିକନପା ଠାରେ ଗାଁ କଲ୍ୟାଣ ସମିତି ଓ ବେସରକାରୀ ସଂସ୍ଥା ଚନ୍ଦ୍ରମାର ମିଳିତ ଆନୁକୂଲ୍ୟରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏଠାରେ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ସହ କିପରି ମୁକାବିଲା କରିବା ଓ ଶୂନ୍ୟ!-->…
Read More...
Read More...
ସଟଡାଉନ ପେଟ୍ରୋଲିଂ ବେଳେ ପାରଳା ପୋଲିସର ମାନବିକତାପୂର୍ଣ୍ଣ କାର୍ଯ୍ୟ
ପାରଳାଖେମୁଣ୍ଡି,୨୫/୪- ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସହରରେ ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନରେ ପାରଳା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାନବିକତା ପୂର୍ଣ୍ଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । । ଆଜି ସାପ୍ତାହନ୍ତ ସଟଡାଉନର ପୂର୍ବାହ୍ନ ସମୟରେ ପାରଳା ପୋଲିସ!-->…
Read More...
Read More...
କିସ୍ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଏକାଦଶ ପର୍ଯ୍ୟାୟ ବିଭିନ୍ନ ସାମଗ୍ରୀ ପ୍ରଦାନ
ପାଟଣାଗଡ,୨୫/୪- ସମଗ୍ର ବିଶ୍ୱରେ ଦ୍ୱିତୀୟ ଲହର କରୋନା ଜନିତ କଟକଣା ସମୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷାବ୍ୟବସ୍ଥାକୁ ସୁଦୃଢ କରିବାପାଇଁ କିସ୍କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା , ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର!-->…
Read More...
Read More...
ଜହ୍ନାପଙ୍କରେ ଫେଲ୍ ମାରିଛି ପାନୀୟଜଳ ପ୍ରକଳ୍ପ: ସକାଳ ପାହିଲେ ପାଣି ଚିନ୍ତା:୨ କିମି ଦୂରରୁ ଆସୁଛି ଖାଇବା ପାଣି
ଜହ୍ନାପଙ୍କ,୨୫/୪- ରାଜ୍ୟ ସରକାର ପ୍ରତି ଗାଁକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ସ୍ୱଜଳଧାରା, ଜଳଧାରା ଓ ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ପାଣି ବୁହାଇଲା ପରି ଖର୍ଚ୍ଚ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନ ଯୋଗୁଁ କେଉଁଠି ମାସେ ଦୁଇ ମାସ ଚାଲିଲା ପରେ ପ୍ରକଳ୍ପ ବନ୍ଦ ହେଇଛି!-->…
Read More...
Read More...