Browsing Category

ରାଜ୍ୟ

କରୋନା ଭୟରେ ରୋଗୀ ଯାଉନାହାନ୍ତି ଡାକ୍ତରଖାନା

ବୌଦ୍ଧ/ଜହ୍ନାପଙ୍କ,୧୬/୫- କରୋନା ମହାମାରୀର ଦ୍ୱିତୀୟ ଲହର ଆସିବା ପରେ ଗାଁ ଗାଁରେ ମାଡିଚାଲିଛି ସଂକ୍ରମଣ । ଲୋକ ମାନଙ୍କ ମଧ୍ୟରେ ସଚେତନତା ଅଭାବ ଓ ଅମାନିଆ ସ୍ୱଭାବ ଯୋଗୁଁ କରୋନା ତାର କାୟା ବିସ୍ତାର କରି ଚାଲିଛି । କରୋନା ସଂକ୍ରମଣର ପ୍ରତିରୋଧ କରିବାରେ ପ୍ରଶାସନର ଖାମଖିଆଲି ମନୋଭାବ
Read More...

ଗଜପତିରେ ଆଜି ପୁଣି ୭୭ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୬/୫- ଗଜପତି ଜିଲ୍ଲାରେ ଆଜି ପୁଣି ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ଆକ୍ରାନ୍ତଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୩୦ ଜଣ, ଗୋଶାଣି ବ୍ଳକରେ ୮ ଜଣ,ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୨୦ଜଣ, ମୋହନା ବ୍ଳକରୁ ୧୨ ଜଣ,
Read More...

ସାଙ୍ଗକୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଫେରାର

ସୁବର୍ଣ୍ଣପୁର ୧୬/୫- ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକର ଲଛିପୁର ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ସାମାନ୍ୟ କଥାକୁନେଇ ଜଣେ ସାଙ୍ଗ ତାର ଅନ୍ୟଜଣେ ସାଙ୍ଗକୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛି । ଘଟଣାରୁ ପ୍ରକାଶ ଯେ ଆଜି ଗୋବିନ୍ଦପୁର ଗ୍ରାମର ମୁକେଶ ବଗର୍ତ୍ତି (୨୨)
Read More...

କିଲର କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ ୮୩ ବର୍ଷୀୟ ବୃଦ୍ଧ

ବାଲିଗୁଡ଼ା,୧୬/୫: କିଲର କରୋନାକୁ ମାତ୍‌ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ ୮୩ ବର୍ଷୀୟ ବୃଦ୍ଧ । ମହାମାରୀ କରୋନା ଭୂତାଣୁ ଏବେ ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହାର ଯୋରଦାର୍‌ ପ୍ରଭାବ ପଡ଼ିଛି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ
Read More...

ମୁଣ୍ଡବିନ୍ଧା ବଢାଉଛନ୍ତି ପ୍ରବାସୀ , ନୂଆଗାଁର ବହୁ ଗ୍ରାମ କଣ୍ଟେନମେଣ୍ଟ ଜୋନ୍

ଦଶପଲ୍ଲା,୧୬/୫- ଭାରତରେ କୋରାନା ମହାମାରୀର ଦ୍ଵିତୀୟ ଲହରୀ ମାଡିଚାଲିଥିବାବେଳେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି | ଏହି ପରିପ୍ରେକ୍ଷୀରେ ଅମାନିଆଙ୍କୁ ସାବାଡ ପାଇଁ ପ୍ରଶାସନ ପଦେକ୍ଷପ ନେଉଛି । ତଥାପି ପ୍ରବାସୀଙ୍କ ଘରବାହୁଡା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏହାର
Read More...

ଗଜପତି ସହରର ଅପରିଷ୍କାର ଜଳ ଭାସୁଛି ମୁଖ୍ୟରାସ୍ତାରେ, ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ଗଜପତି,୧୬/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୋଷ୍ଟାଲ ଓ ବାଟଗୌଡ଼ ସାହି ମଝିରେ ଥିବା ଏକସାହିରୁ ଅପରିଷ୍କାର ଜଳ ମୁଖ୍ୟ ରାସ୍ତାରେ ଭାସୁଥିବାରୁ ଦୁର୍ଗନ୍ଧ ହେଉଥିବାରୁ ରାସ୍ତା ପାର୍ଶ୍ୱରେ ରହିଥିବା ଦୋକାନୀ ଗୁଡିକ ଅଭିଯୋଗ କରିଛନ୍ତି । ସେହି ସାହିରୁ ବାହାରୁଥିବା ଡ୍ରେନେଜର
Read More...

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୬୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୬/୫- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୬୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ହେଲା ଜିଲ୍ଲାରେ କରୋନା ପ୍ରତିଦିନ ଦ୍ୱି ଶତକ ପାର୍‌ କରୁଛି । ଆଜି ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା
Read More...

ଗଜପତି ଜିଲ୍ଲାରେ କୋଭିିଡପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ଯଥେଷ୍ଟ ଆମ୍ବୁଲାନ୍ସ କାର୍ଯ୍ୟରତ

ଗଜପତି,୧୬/୫- କରୋନା ପଜିଟିଭ ରୋଗୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୪୧ ଗୋଟି ଆମ୍ବୁଲାନ୍ସ କାର୍ଯ୍ୟରତ ଅଛି । ସେଥିମଧ୍ୟରୁ ପ୍ରତି ପଞ୍ଚାୟତ ସମିତିରେ ୨ ଟି ଲେଖାଏଁ ଆମ୍ବୁଲାନ୍ସ କାର୍ଯ୍ୟରତ ଥିବାବେଳେ କିନ୍ତୁ ମୋହନା
Read More...

ପାଟଣାଗଡ଼ ଉପଖଣ୍ଡ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ସାହୁଙ୍କ ପରଲୋକ

ପାଟଣାଗଡ଼,୧୬/୫- ଆଜି ଭୋର ସମୟରେ ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ପାଟଣାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ ( ୭୫) ଙ୍କ ପରଲୋକ ହୋଇଯାଇଛି ।ସେ କିଛି ଦିନ ତଳେ କରୋନାରେ ପୀଡିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ । କିନ୍ତୁ ବିଧିର ବିଧାନ ଆଗରେ
Read More...