Browsing Category

ରାଜ୍ୟ

ଟିଏମସି ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

ଜହ୍ନାପଙ୍କ,୨୪/୪ - ବର୍ତ୍ତମାନ ରାଜ୍ୟ ତଥା ଦେଶରେ କରୋନା ଲହର ଦ୍ରୁତ ବେଗରେ ବଢିଚାଲିଥିବାବେଳେ ପ୍ରବାସୀ ଓଡିଆଙ୍କ ଘର ବାହୁଡ଼ା ପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛନ୍ତି। ଆଜି ବୌଦ୍ଧ ଜିଲ୍ଲାପାଳ ଲାଲଟେନ୍ଦୁ ମିଶ୍ର ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଟିଏମସି କେନ୍ଦ୍ର କୁ
Read More...

ରାସ୍ତା ତଳକୁ ଓଲଟିପଡିଲା ଟ୍ରକ୍‌

ବୌଦ୍ଧ/ହରଭଙ୍ଗା,୨୪/୪- ବୌଦ୍ଧଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେଣିଗଡ ଫାଣ୍ଡି ଅଧୀନସ୍ଥ ମାଧପୁର ବ୍ରିଜ୍‌ ନିକଟରେ ଏକ ଲୁହା କବାଡି ବୋଝେଇ ଟ୍ରକ୍‌ ରାସ୍ତା ତଳକୁ ଖସିପଡିଥିଲା । ସୁଚନାମତେ ଟ୍ରକ୍‌ଟି ଲୁହାରଷ୍ଟ୍‌ ସାମାନ୍‌ ଗୁଡିକ ବୋଝେଇ ହୋଇ
Read More...

ଟ୍ରାକ୍ଟର ମୋଟରସାଇକେଲ ମୁହାଁମୁହିଁ ଧକ୍କା, ୩ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ

ବାଲିଗୁଡ଼ା,୨୪/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କଟପଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ଟ୍ରାକ୍ଟର ସହ ଓ ଗୋଟିଏ ପଲସର୍‌ ବାଇକ୍‌ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ୨ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଖବରପାଇ ବାଲିଗୁଡ଼ା
Read More...

ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲିଗୁଡ଼ା,୨୪/୪: କନ୍ଧମାଳ ଜିଲ୍ଲା କୋଟଗଡ଼ ସଗଡ଼ିଆ ସାହିରୁ ୧୦ଫୁଟ ଲମ୍ବର ଗୋଟିଏ ଅହିରାଜ ସାପ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ । ସୂଚନାନୁସାରେ କୋଟଗଡ଼ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ଏକ ୧୦ଫୁଟରୁ ଉର୍ଦ୍ଧ୍ୱ ଲମ୍ବର ବିଷଧର ଅହିରାଜ ସାପକୁ ଦେଖିଥିଲେ ଓ ସଙ୍ଗେସଙ୍ଗେ କୋଟଗଡ଼
Read More...

ସୁବର୍ଣ୍ଣପୁରର ସହରାଞ୍ଚଳରେ ଶଟଡାଉନର ପ୍ରଭାବ

ସୁବର୍ଣ୍ଣପୁର,୨୪/୪- ସମଗ୍ର ରାଜ୍ୟରେ ଦିନକୁଦିନ ବଢିବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ସୁବର୍ଣ୍ଣପୁର ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଆରମ୍ଭ ହୋଇଛି । ସପ୍ତାହର ଶନିବାର ଓ ରବିବାର ୨ଦିନ ଧରି ଜିଲ୍ଲାର ସୁବର୍ଣ୍ଣପୁର ସହର ସମେତ
Read More...

ମେ ପନ୍ଦର ଯାଏଁ ଶ୍ରୀମନ୍ଦିର ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ

ପୁରୀ,୨୪/୪: ଆଜି ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ସର୍ବସମ୍ମତି କ୍ରମେ ଆସନ୍ତା ମେ ୧୫ ତାରିଖ ଯାଏଁ ଶ୍ରୀମନ୍ଦିର ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନାର କରାଳ ରୂପ ସହିତ ପଶ୍ଚିମବଙ୍ଗ ଷ୍ଟ୍ରେନ ଆଶଙ୍କାରେ ଏହି
Read More...

ପିପିଲି ଉପନିର୍ବାଚନ, ୨୬ରେ ପ୍ରାଥୀପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ

ପିପିଲି,୨୪/୪- କଂଗ୍ରେସ ଦଳ ତରଫରୁ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ତରଫରୁ ବିଶ୍ୱକେସନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି ବିଧାୟକ ସୁରେଶ ରାଉତରାୟ । ଶ୍ରୀ ରାଉତରାୟ କହିଛନ୍ତି ସେ ଜଣେ ମେଧାବୀ ଛାତ୍ରସହ ଆଇନଜୀବୀ । ପୁରୀ ଜିଲ୍ଲା ସେବା ଦଳ ମୁଖ୍ୟ ଭାବେ
Read More...

ଅଗ୍ନିକାଣ୍ଡ ଅଘଟଣକୁ ଏଡାଇବାପାଇଁ କୋଭିଡ ହସ୍ପିଟାଲ ଆଗରେ ଅଗ୍ନିଶମ ବାହିନୀ ସଜାଗ

ଭୁବନେଶ୍ୱର,୨୪/୪- କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଦେଶର ବିଭିନ୍ନ ସ୍ଥାନର କୋଭିଡ ହସ୍ପିଟାଲ ମାନଙ୍କରେ କୌଣସି କାରଣରୁ ନିଆଁ ଲାଗି ଧନ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ରାଜ୍ୟ ସରକାର ରାଜ୍ୟର ୪୮ଟି କୋଭିଡ ଡାକ୍ତରଖାନା ଆଗରେ ଅଗ୍ନିଶମ ବାହିନୀ ଓ ଗାଡିର
Read More...

ବୌଦ୍ଧ ଓ ବାଉଁଶୁଣୀ ଠାରେ ମାସ୍କ ଚେକିଂ, ଅମାନିଆ ଗଣିଲେ ତଣ୍ଡ

ବୌଦ୍ଧ,୨୪/୪ - ବୌଦ୍ଧ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅମାନିଆ କିନ୍ତୁ ହରକତ କରି ଚାଲିଛନ୍ତି । ସେଥିପାଇଁ ଗତକାଲି ପ୍ରଶାସନ ଓ ପୋଲିସ୍‌ ପକ୍ଷରୁ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ରଖୁନଥିବା ଓ ମାସ୍କ ପିନ୍ଧୁ ନଥିବା ଅମାନିଆ ମାନଙ୍କୁ ସାବାଡ
Read More...

ବୋପା ଲୋ କରୋନା ସଂକ୍ରମଣର ସ୍ଥିତି ଯାହା ହେଲାଣି…

ଭୁବନେଶ୍ୱର: ରାଜ୍ୟର ପୂର୍ବତନମନ୍ତ୍ରୀ ତଥା ବର୍ତ୍ତମାନର ଜଟଣୀ ବିଧାୟକ ସୁରେଶଚନ୍ଦ୍ର ରାଉତରାୟ (ସୁରଭାଇ) ଆଜି ମାସ୍କ ପିନ୍ଧିଛନ୍ତି । ଯାହା ସମସ୍ତଙ୍କୁ ତାଜୁବ କରିଥିଲା । କରୋନାର ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ସଂକ୍ରମଣସ୍ଥିତି ବିପଦଜନକ ହେବା ପରେ ନିଜେ ଆଜି ବିଧାୟକ ଶ୍ରୀ ରାଉତରାୟ
Read More...