Browsing Category

ରାଜ୍ୟ

ଅବସରପ୍ରାପ୍ତ କୃଷିବିଭାଗ କର୍ମଚାରୀ ଉମେଶଙ୍କ କରୋନା ସଚେତନତା ବାର୍ତ୍ତା

ବୌଦ୍ଧ,୨୫/୫- ବୌଦ୍ଧର ଜଣେ ଅବସରପ୍ରାପ୍ତ କୃଷି କର୍ମଚାରୀ ଉମେଶ ଚନ୍ଦ୍ର ମିଶ୍ର ବିଭିନ୍ନ ଗ୍ରାମକୁ ମୋଟର ସାଇକେଲରେ ଯାଇ କରୋନା ସଚେତନତା ବାର୍ତ୍ତା ଦ୍ୱାରା ଲୋକଙ୍କୁ ସଚେତନ କରୁଛନ୍ତି । ବୌଦ୍ଧବ୍ଲକର ମୁର୍ଷୁଣ୍ଢି, ବଢିଗାଁ, ବଘିଆପଡା, ବ୍ରାହ୍ମଣୀପାଲି, ହରଭଙ୍ଗା ବ୍ଲକର ବନ୍ଧାପଥର…
Read More...

ପାରାଦୀପ ଠାରୁ ୨୨୦ କିମି ଦୂରରେ ବାତ୍ୟା ୟାସ

ନୂଆଦିଲ୍ଲୀ: ପଶ୍ଚିମକେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ଭୀଷଣ ବାତ୍ୟା ୟାସ ଦ୍ରୁତ ଗତିରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ୟାସ ଏବେ ପାରାଦୀପ ଠାରୁ ୨୨୦ କିମି, ବାଲେଶ୍ୱର ଠାରୁ ୩୩୦…
Read More...

ବୌଦ୍ଧ : ଆଜି ସର୍ବୋଚ୍ଚ ୩୮୫ ପଜିଟିଭ ଚିହ୍ନଟ, ଶୀର୍ଷରେ ପିଙ୍ଗଲାବେଡା ଓ କହଁର୍‌ପଡା ଗ୍ରାମ

ବୌଦ୍ଧ : ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ପଜିଟିଭ ବାହାରିବାରେ ରେକର୍ଡ ରଚିଛି କରୋନା । ଆଜି ଜିଲ୍ଲାରେ ୩୮୫ ପଜିଟିଭ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଲିଆର୍…
Read More...

ବିଦ୍ୟୁତ ବିଲ୍‌ ପୈଠ କାଉଣ୍ଟରରେ କୋଭିଡ ନିୟମକୁ ଫୁ

ଗଜପତି,୨୫/୫-କରୋନା ପ୍ରତିହତ କରିବା ପାଇଁ ସଟ୍‌ଡାଉନ ଲକ୍‌ଡାଉନ ଚାଲିଥିବା ବେଳେ ପାରଳା ସହରର ରାଜଦାଣ୍ଡ ସାହିରେ ଥିବା ବିଦ୍ୟୁତ ବିଲ ପୈଠ କାଉଣ୍ଟରରେ କୋଭିଡ ନିୟମ ଉଲ୍ଲଘଂନ କରିଥିବା ଦେଖିବାକୁ ମିଳିଛି । ଜନସାଧାରଣ ବିଦ୍ୟୁତ ବିଲ ପୈଠ କରିବା ସକାଶେ ସାମାଜିକ ଦୂରତା ନ ରଖି ବିଲ ପୈଠ…
Read More...

ଗଜପତିରୁ ଆଜି ପୁଣି ୪୩ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୫/୫- ଗଜପତି ଜିଲ୍ଲାରୁ ଆଜି ପୁଣି ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୮ ଜଣ, ଗୋଶାଣି ବ୍ଳକରୁ ୮ ଜଣ, ଗୁମ୍ମା ବ୍ଳକରୁ ୩ ଜଣ, କାଶୀନଗର ବ୍ଳକରୁ ୧୪ଜଣ, ମୋହନା ବ୍ଳକରୁ ଜଣେ, ଆର…
Read More...

ନ୍ୟାୟ ପାଇଁ ବର୍ଷାରେ ଭିଜିଭିଜି ମହିଳାଙ୍କ ଥାନା ଆଗରେ ଧାରଣା

ନାଉଗାଁ,୨୫/୫- ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଞ୍ଚାୟତର ଡାହାଣିଖିଆ ଗ୍ରାମର ଉର୍ମିଳା ପରିଡାଙ୍କ ସହିତ ସେହି ଗ୍ରାମର ଦାସ ମହାନ୍ତିଙ୍କ ସହିତ ଜମିବାଡିକୁ କେନ୍ଦ୍ରକରି ଦୀର୍ଘଦିନ ହେବ ମାଲିମକଦ୍ଦମା ଚାଲିଥିଲା । ଗତ କିଛିଦିନ ତଳେ ଜଗତସିଂହପୁର ଜିଲ୍ଲା ଅତିରିକ୍ତ…
Read More...

ଶୁଲିଆ ଗ୍ରାମରୁ ଝିଙ୍କ ସହିତ ଶିକାରୀ ଗିରଫ

ବୌଦ୍ଧ,୨୫/୫- ବୌଦ୍ଧଜିଲ୍ଲା ମନମୁଣ୍ଡା ବନବିଭାଗ ରେଞ୍ଜ ଅନ୍ତର୍ଗତ ଶୁଲିଆଗ୍ରାମରୁ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିବା ସହ ଗୋଟିଏ ଝିଙ୍କ ଜବତ୍‌ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଶୁଲିଆ ଗ୍ରାମର ସଂରକ୍ଷିତ ଜଙ୍ଗଲରୁ ସେହି ଗ୍ରାମର ପ୍ରଭାକର ସେଠୀଙ୍କ ପୁଅ ରାଧାକାନ୍ତ ସେଠୀ…
Read More...