Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିପଦଶଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବିଦ୍ୟୁତ ବିଭାଗ ନିରବ !
ବୌଦ୍ଧ,୨୩/୪- କଣ୍ଟାମାଳ ବ୍ଲକ ଦପଲା ଗ୍ରାମର ଜନଗହଳିପୁର୍ଣ୍ଣ ଅଂଚଳରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ବହୁଦିନ ହେଲା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଯେଉଁ ଲୁହା ଖମ୍ବ ଉପରେ ଟ୍ରାନ୍ସଫର୍ମର ବସାଯାଇଛି ତାହା ଗୋଟିଏ କଡକୁ ଢଳି ରହିଥିବା ଦେଖିବାକୁ ମିଳିଛି । କେତେବେଳେ ଯେ ତାହା!-->…
Read More...
Read More...
ଜିଲ୍ଲାରୁ ଆଜି ୨୦ ଆକ୍ରାନ୍ତ ଚିହ୍ନଟ, କେବଳ ବୌଦ୍ଧ ଏନଏସିରୁ ୧୧ ପଜିଟିଭ
ବୌଦ୍ଧ,୨୩/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୦ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ହିଁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ନୂତନ ୨୦ କରୋନା!-->…
Read More...
Read More...
ମୋଦିଙ୍କ ସହ କଥା ହେଲେ ନବୀନ, ଅକ୍ସିଜେନ ଅଭାବ ପୂରଣ କ୍ଷେତ୍ରରେ ସହଯୋଗ ଦେବ ଓଡିଶା
ଭୁବନେଶ୍ୱର,୨୨/୪(ହୀ.ପ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ଦେଶରେ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ବର୍ତ୍ତମାନ କୋଭିଡ୍ ଯୁଦ୍ଧଭଳି ସ୍ଥିତି!-->…
Read More...
Read More...
ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ମଇ ୩ରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିବ ଏଆଇଟିୟୁସି
ଭୁବନେଶ୍ୱର : ଆଜି ଭାରତବର୍ଷର ସର୍ବପ୍ରଥମ ଶ୍ରମିକ ସଂଗଠନ ଏଆଇଟିୟୁସି ପକ୍ଷରୁ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କୁ ବହୁବିଦ୍ଧି ସମସ୍ୟା ର ସମାଧାନ ନିମିତ୍ତ ସଭାପତି ଭାଗିରଥି ଦାସଙ୍କ ସଭାପତିତ୍ୱରେ ଏକ ବୈଠକ ଛତ୍ରଙ୍ଗ ସିପିଆଇ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ସମ୍ପାଦକ!-->…
Read More...
Read More...
କରୋନାରୁ ମୁକ୍ତି ପାଇଁ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ , ଶୀଘ୍ର ବଢିବ ଇମ୍ୟୁନିଟି
କରୋନା ଭାଇରସକୁ ଏଡ଼ାଇବା ପାଇଁ ସାମାଜିକ ଦୂରତା ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ତେଣୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ହେଲଦୀ ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ । ଏଥିପାଇଁ ପୋଷକ ତତ୍ତ୍ୱଯୁକ୍ତ କ୍ଷୀର ପିଇବା ହେଉଛି ସର୍ବୋତ୍ତମ ବିକଳ୍ପ ।!-->…
Read More...
Read More...
ବୌଦ୍ଧ ଏନଏସିର ୬ ସାହି ସମେତ ବଢିଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ,୨୨/୪- ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଏନ.ଏ.ସି. ର ବିଭିନ୍ନ ୱାର୍ଡର ୬ଟି ସାହି ସମେତ ବଢିଗାଁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମ ସମେତ ବୌଦ୍ଧ!-->…
Read More...
Read More...
ବାଉଁଶୁଣୀ ଅଞ୍ଚଳରେ କୋଭିଡ୍ ନିୟମ ପାଳନରେ ଢିଲାମେଲା !
ବୌଦ୍ଧ/ବାଉଁଶୁଣୀ,୨୨/୪- କରୋନାର ଦ୍ୱିତୀୟ ଲହର୍ ବୌଦ୍ଧଜିଲ୍ଲାରେ ତାର କାୟା ବିସ୍ତାରକରି ସାରିଥିବାବେଳେ ଅମାନିଆ କିନ୍ତୁ ମାନୁ ନାହାନ୍ତି ନୀତିନିୟମ । ବିନା ମାସ୍କ ଓ ବିନା ସାମାଜିକ ଦୂରତା ରକ୍ଷାକରି ଲୋକେ ସବୁଠି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ବୌଦ୍ଧ ସହରରେ ଅମାନିଆ!-->…
Read More...
Read More...
ଝାଙ୍କରପଡାରେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ସନ୍ଦେହ
ବୌଦ୍ଧ/ବାଉଁଶୁଣୀ,୨୨/୪ - ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଅଜଣା ବ୍ୟକ୍ତିଙ୍କ ମାରଣାସ୍ତ୍ରରେ ଆକ୍ରମଣ ଫଳରେ ଜଣେ ବ୍ୟକ୍ତି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ!-->…
Read More...
Read More...
କରୋନା ପାଇଁ ଫିକାପଡିଲା ଶ୍ରୀରାମ ନବମୀ ଓ ରାମଲୀଳା
ବୌଦ୍ଧ,୨୨/୪ - କରୋନା ମହାମାରୀର ଦ୍ୱିତୀୟ ଲହର୍ ଆସିବାପରେ ଲାଗୁ ହୋଇଛି କଟକଣା । ଗତକାଲି ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ମନ୍ଦିର ମାନଙ୍କରେ ପାରମ୍ପରିକ ପୂଜାବିଧି ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭକ୍ତ ଓ ବ୍ରତୀମାନଙ୍କ ସମାଗମ ଦେଖିବାକୁ ମିଳିନଥିଲା । କରୋନା ଯୋଗୁଁ ଲକଡାଉନ!-->…
Read More...
Read More...
ବନବିଭାଗ ଦ୍ୱାରା ହରିଣ ଉଦ୍ଧାର
ଦଶପଲ୍ଲା,୨୨/୪- ଜଙ୍ଗଲ ନିଆଁ, ମହୁଲ ମୂଳରୁ ମାରଇ ଡିଆଁ । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା କେବଳ ଯେ ପରିବେଶ ନଷ୍ଟ ହେଉଛି ତାହା ନୁହେଁ ବନ୍ୟଜନ୍ତୁ ମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି । ତାହାର ଏକ ନିଛକ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ଏନଏସି ଅଂଚଳରେ । ଜଙ୍ଗଲରେ ନିଆଁ!-->…
Read More...
Read More...