Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ: ହୁ ହୁ ହୋଇ ବଢୁଛି କରୋନା, ଆଜି ୨୧ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୯/୪- ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୧ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯୫ରେ ପହଞ୍ଚିଛି ।!-->…
Read More...
Read More...
ଆନ୍ଧ୍ର ସୀମାନ୍ତ ପ୍ରବେଶପଥର ନାକାଗେଟ୍ରେ କଡାକଡି ସ୍ଥିତି ଅନୁଧ୍ୟାନ ଓ କୋଭିଡ୍ ଟେଷ୍ଟ
ପାରଳାଖେମୁଣ୍ଡି,୧୯/୪- ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରରେ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏହି!-->…
Read More...
Read More...
ସଚେତନ ଯୁବ ସମାଜ ପକ୍ଷରୁ ମାସ୍କ ବଣ୍ଟନ
ଜହ୍ନାପଙ୍କ,୧୯/୪- ଦ୍ୱିତୀୟ ଲହରୀ କୋରନା ବ୍ୟାପକ ଭାବେ ବଢି ଚାଲିଥିବା ବେଳେ ଏହାର ପ୍ରତିରୋଧ କରିବାର ଏକମାତ୍ର ବିକଳ୍ପ ଭାବେ ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧିବା ପାଇଁ ସଚେତନ କରି ମାସ୍କ ବଣ୍ଟନ କରିଥିଲେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କ ସଚେତନ ଯୁବସମାଜ । ଏହି!-->…
Read More...
Read More...
କଂଗ୍ରେସର ଟାଣୁଆ ନେତାଙ୍କ ପରଲୋକ
ପାଟଣାଗଡ,୧୯/୪: ବଲାଙ୍ଗୀର ଜିଲ୍ଲା ପାଟଣାଗଡ କଂଗ୍ରେସର ଟାଣୁଆନେତା ତଥା କେନ୍ଦୁପତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜ୍ୟ ଉପସଭାପତି କିଶୋର ପରିଛାଙ୍କ ଆଜି ମୃତ୍ୟୁ ଘଟିଛି । ସେ ଯାଜପୁର ଟାଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ!-->…
Read More...
Read More...
ସେଲାମାଲ୍ ଗ୍ରାମରେ ଛେଳି ମଡକ, ପ୍ରାଣୀ ବିଭାଗ ବେଫିକର୍ !
ବୌଦ୍ଧ,୧୯/୪- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ସେଲାମାଲ୍ ଗ୍ରାମରେ ଗତ କିଛିଦିନ ହେଲା ଛେଳି ମଡକ ଦେଖାଦେଇଥିବା ବେଳେ ପ୍ରାଣୀ ବିଭାଗ ବେଫିକର୍ ରହିଥିବା ଛେଳି ଚାଷୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେଲାମାଲ୍ ଗ୍ରାମରେ ଗତ କିଛିଦିନ ହେଲା!-->…
Read More...
Read More...
ରାଜ୍ୟରେ ଦୈନିକ ସଂକ୍ରମଣ ୫ହଜାର ମୁହାଁ
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...
ରାମଗଡରେ କୃଷି ରଥ କାର୍ଯ୍ୟକ୍ରମ
ହରଭଙ୍ଗା,୧୮/୦୪- ଆଧୁନିକ ପ୍ରଣାଳୀରେ କୃଷି କାର୍ଯ୍ୟକରି ଚାଷୀର ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ସରକାର ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ନାଚ ଗୀତ ମଧ୍ୟମରେ ଚାଷୀକୁ ରୋଗ, ପୋକର ସଠିକ ଉପଚାର, ମାଟି ପରୀକ୍ଷା, ବୈଜ୍ଞାନିକ ପ୍ରଣାଳୀରେ ଚାଷ ବିଷୟରେ ଲୋକଙ୍କୁ ସଚେତନ କରାଇ ଅଧିକ!-->…
Read More...
Read More...
ବାଇକ ଦୁର୍ଘଟଣା ଘଟଣା, ବ୍ରହ୍ମପୁରରେ ଚିକିତ୍ସିତ ଅବସ୍ଥାରେ ଆଉ ଜଣକ ମୃତ୍ୟୁ
ଦାରିଙ୍ଗବାଡି,୧୮/୪ : ଆଜି ସକାଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ବୁଲାଣିରେ ବାଇକ ଦୁର୍ଘଟଣା ଘଟି ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଦାରିଙ୍ଗବାଡି!-->…
Read More...
Read More...
ଅସହାୟ ବିଧବା ଶୈଳଙ୍କ ପାଇଁ ସରକାରୀ ଯୋଜନା ସାତ ସପନ
ଜହ୍ନାପଙ୍କ,୧୮/୪;ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମଠାରୁ ମମତା ଯୋଜନା ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି ହେଲେ ଏହି ଯୋଜନା ଶୈଳଙ୍କ ପାଇଁ ଅପହଞ୍ଚ ହୋଇପଡିଛି।ସୂଚନାମତେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମରେ ରହନ୍ତି ଶୈଳ ପ୍ରଧାନଙ୍କ!-->…
Read More...
Read More...
ସିମନବାଡ଼ିରେ ପହଞ୍ଚି ସ୍ଥିତି ଦେଖିଲେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଖୁବଶୀଘ୍ର ରାସ୍ତା କାମ ଶେଷ…
ଦାରିଙ୍ଗବାଡ଼ି,୧୮/୪: ୫୯ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ଗତବର୍ଷ ଠାରୁ ଏକ ଠିକା ସଂସ୍ଥା ଦ୍ୱାରା ଚାଲିଛି l କିନ୍ତୁ କାର୍ଯ୍ୟ ଶେଷ ନହେବା ଯୋଗୁଁ ସିମନ ବାଡ଼ି ବାସୀ ବାରମ୍ବାର ଠିକା ସଂସ୍ଥାର ଗାଡ଼ି ଗୁଡିକୁ ଅଟକ ରଖିବା ଯୋଗୁଁ ଠିକା ସଂସ୍ଥାର!-->…
Read More...
Read More...