Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ପ୍ରସୂତୀ ଗୃହ
ବୌଦ୍ଧ/ଜହ୍ନାପଙ୍କ,୧୧/୫- ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିିଭୂମିର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୧୫!-->…
Read More...
Read More...
୨ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଶ୍ମଶାନ ଯାତ୍ରୀ ବିଶ୍ରାମ ଘର
ବୌଦ୍ଧ/ଜହ୍ନାପଙ୍କ,୧୧/୫- ବୌଦ୍ଧ ବ୍ଳକ ବଢ଼ିଗାଁ ପଞ୍ଚାୟତ ଓଲଣ୍ଡା ସାଲୁଙ୍କି ନଦୀକୂଳରେ ୨୦୧୯ ମସିହାରେ ସ୍ମଶାନ ଘାଟକୁ ଶବଦ ।ହ ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ରାମଗାର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଘର କେଉଁ ଅନୁଦାନ ଓ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସୂଚନା!-->…
Read More...
Read More...
୬ ବର୍ଷ ପରେ ବି ଖୋଲୁନି ପ୍ରାଣୀ ସହାୟକ କେନ୍ଦ୍ର
ବୌଦ୍ଧ/ଜହ୍ନାପଙ୍କ,୧୧/୫- ଗ୍ରାମାଞ୍ଚଳରେ ପଶୁପକ୍ଷୀମାନଙ୍କ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ କରାଯାଇଛି । ହେଲେ ବିଭାଗୀୟ ଅବହେଳା ଯୋଗୁଁ ଗ୍ରାମାଞ୍ଚଳରେ ଏହି ସୁବିଧା ଠିକ୍ ଭାବେ ପହଞ୍ଚି ପାରୁନାହିଁ । ବୌଦ୍ଧବ୍ଳକ ତେଲିବନ୍ଧ ଛକ ନିକଟରେ ୨୦୧୫!-->…
Read More...
Read More...
ସମାଜସେବୀ ଶଶିଭୂଷଣ ଆଚାରୀଙ୍କ ପରଲୋକ
ଦଶପଲ୍ଲା,୧୧/୫- ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟର ସଂସ୍ଥାପକ, ଶଶୀଭୂଷଣ ଆଚାରୀଙ୍କ ଗତକାଲି ଅପରାହ୍ନ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପରଲୋକ ଘଟିଛି । ସେ ଏକାଧାରରେ ପରିବେଶବିତ୍, ସମାଜ ସଂସ୍କାରକ ,ସାମାଜିକ କର୍ମୀ, ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି!-->…
Read More...
Read More...
ବଜ୍ରପାତରେ ପତ୍ରଫଡି ଜଳିଗଲା, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ପୋଡ଼ି ନଷ୍ଟ
ଖପ୍ରାଖୋଲ,୧୧/୫- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ଡଙ୍ଗିଆବାହାଲ ଗ୍ରାମର ବଜ୍ରପାତରେ ପତ୍ରଫଡିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିବା ସୁଚନା ମିଳିଛି । ଆଜି ଦିନ ପ୍ରାୟ ୧୦ ଘଣ୍ଟା ସମୟରେ କାଳବୈଶାଖୀ ବର୍ଷାସାଙ୍ଗକୁ ଘଡ଼ଘଡ଼ି ସହ ପ୍ରବଳ ପବନ ବୋହିଥିଲା ।!-->…
Read More...
Read More...
ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ବାଲ୍ୟବିବାହ ବନ୍ଦକଲା ସଖି ୱାନଷ୍ଟପ ସେଣ୍ଟର
ଗଜପତି,୧୧/୫- ଗୁମ୍ମା ବ୍ଳକ ଅନ୍ତର୍ଗତ ପରିଚ୍ଛା ଗ୍ରାମରେ ଚଳିତମାସ ୧୮ ତାରିଖରେ ଏକ ବାଲ୍ୟ ବିବାହ ହେବାକୁ ଯାଉଥିବା ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ୨୦୫ ରୁମ ନମ୍ବରରେ କାର୍ଯ୍ୟରତ ସଖି ୱାନଷ୍ଟପ ସେଣ୍ଟର କୁ ଦୃଷ୍ଟିଗୋଚର ହୋଇଥିଲା । ଏହାର ସତ୍ୟା ସତ୍ୟ ଜାଣିବା ଓ ବାଲ୍ୟ ବିବାହ!-->…
Read More...
Read More...
ଗଜପତିରେ ପୁଣି ୧୧୧ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୧/୫- ଗଜପତି ଜିଲ୍ଲାରେ ଆଜି ପୁଣି ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୬୮ ଜଣ, ଗୋଶାଣି ବ୍ଳକରେ ୭ ଜଣ,ଗୁମ୍ମା ବ୍ଳକରୁ ଜଣେ କାଶୀ ନଗର ବ୍ଳକରୁ ୫ ଜଣ,ମୋହନା ବ୍ଳକରୁ ୨୪ ଜଣ,ନୂଆଗଡ଼!-->…
Read More...
Read More...
କଣ୍ଟାବାଞ୍ଜିରେ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ ଟୀକାକରଣ
କଣ୍ଟାବାଞ୍ଜି,୧୧/୫- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ପଞ୍ଜିକୃତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କୋଭିଡ ଟୀକାକରଣ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶରେ ଆଜି କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡସିଲଡ଼ ଟୀକାର ପ୍ରଥମ ଡୋଜ୍ ପ୍ରଦାନ କରାଯାଇଥିଲା,!-->…
Read More...
Read More...
ବୌଦ୍ଧ ସମେତ ୧୬ଟି ଜିଲ୍ଲାରେ ଆର୍ଟିପିସିଆର ଟେଷ୍ଟିଂ ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ…
ଭୁବନେଶ୍ୱର :କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳ ଟି ଜିଲ୍ଲା ଯଥା ଭଦ୍ରକ ବୌଦ୍ଧ ,ଢେ଼ଙ୍କାନାଳ ଗଜପତି ,ଖୋର୍ଦ୍ଧା ଜଗତସିଂହପୁର ,ଯାଜପୁର କେନ୍ଦ୍ରାପଡା ,ନବରଙ୍ଗପୁର ମାଲକାନଗିରି ,ନୂଆପଡା!-->…
Read More...
Read More...
କାଳବୈଶାଖୀ ପ୍ରଭାବରେ ବୌଦ୍ଧଜିଲ୍ଲାରେ ବର୍ଷା, ତାତିରୁ ଆଶ୍ୱସ୍ତି
ବୌଦ୍ଧ,୧୧/୫- ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ସକାଳୁ ଆକାଶ ମେଘାଛନ୍ନ ଥିବା ଦିନ ପ୍ରାୟ ୧୦ ଘଣ୍ଟା ବେଳେ ହଠାତ୍ ପବନ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା । ଦୁଇଦିନ ପୁର୍ବରୁ ମନମୁଣ୍ଡା ଓ!-->…
Read More...
Read More...