Browsing Category

ରାଜ୍ୟ

ବର୍ଷାରେ ଭିଜିଲା ଦଶପଲ୍ଲା

ଦଶପଲ୍ଲା,୯/୪- ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ରାତି ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ରାଜ୍ୟରେ ତାତିିର ପ୍ରକୋପ କିଛିଟା କମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଅପରାହ୍ନ ୪.୩୦ ସମୟେ ଦଶପଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ କାଳ
Read More...

ହୀରାଞ୍ଚଳର ପ୍ରଭାବ ଖୋଲିଲା ଜଳଛତ୍ର, ପଥଚାରୀ ଆଶ୍ୱସ୍ତ

ବୌଦ୍ଧ/ବାଉଁଶୁଣୀ,୯/୪ - ଅସହ୍ୟ ଖରା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତରେ ଜଳଛତ୍ର ଖୋଲା ଯାଇ ନଥିବା ସମ୍ପର୍କିତ ଏକ ଖବର୍ ଦୈନିକ ହୀରାଞ୍ଚଳ 5 ତାରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା l ଏହା ପରେ ବାଉଁଶୁଣି ଗ୍ରାମ ପଂଚାୟତ କାର୍ଯ୍ୟାଳୟ
Read More...

କେବେ ପୂରଣ ହେବ ପାଣି ସମସ୍ୟା ? ଆନ୍ଦୋଳନ ପାଇଁ ଗ୍ରାମବାସୀ ସଜବାଜ

ହରଭଙ୍ଗା :ଖରା ଆରମ୍ଭରୁ ଦେଖାଦେଲାଣି ପାଣି ସମସ୍ୟା ଯାହକି ବୌଦ୍ଧ ଜିଲ୍ଲା ହରଭଂଗାବ୍ଲକ ଆଡେଣିଗଡ ପଂଚାୟତ ବଦଲା କଲୋନିସାହି ବାରିଂଗ ରେ ଦେଖାଦେଇଛି ଜଳ କଷ୍ଟ ଏହି କଲୋନିସାହି ରେ ରହିଛି ୨ଟି ନଳକୂପ ଓ ବାରିଂଗ ହାଡିସାହିରେ ରହିଛି ଗୋଟିଏ ନଳକୂଅ ସେଗୁଡିକ ଦୀର୍ଘ ୨ମାସ ହେବ ଅଚଳ ହୋଇ
Read More...

କେନ୍ଦୁଗଣ୍ଡି ସହ ଟ୍ରାକ୍ଟର ଜବତ, ପାଞ୍ଚ ଜଣ ଗିରଫ

ବୌଦ୍ଧ,୯/୪- କଂଟାମାଳ ବନାଞ୍ଚଳ ଅନ୍ତର୍ଗତ ଉମା ବିଟ ଅଧିନସ୍ଥ ତେନ୍ତୁଲିମୁଣ୍ଡା ଗ୍ରାମର ଭଗବାନ ରଣା ଇଟା ପୋଡ଼ିବା ପାଇଁ କେନ୍ଦୁ ଗଣ୍ଡି ନିଜର ଟ୍ରାକ୍ଟର ନଂ. ଓଡି15 ପି 8738 ଯୋଗେ ମଧ୍ୟ ରାତ୍ରରେ ଆଣୁଥିବା ସମୟରେ ଜଙ୍ଗଲ ନିଆଁ ଲିଭାଉଥିବା କାର୍ଯ୍ୟରତ ଘଣ୍ଟାପଡ଼ା ସେକ୍ସନର ଫରେଷ୍ଟର
Read More...

ଟାଟା ଏସିଇ ଓ ସାଇକେଲ ଧକ୍କାରେ ଗୁରୁତର ଆହତଙ୍କ ବୁର୍ଲାରେ ମୃତ୍ୟୁ

ବୌଦ୍ଧ,୮/୪- ଆଜି ସକାଳେ ଜାତୀୟ ରାଜପଥ ନମ୍ବର 57ର ରାଧାନଗର୍ ଗ୍ରାମ ନିକଟରେ ହୋଇଥିବା ସାଇକେଲ ଓ ଟାଟା ଏସିଇ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରାଧାନଗର୍ ଗ୍ରାମର ଲଳିତ ସାହୁଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି l ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ
Read More...

ହୀରାଂଚଳର ପ୍ରଭାବ, ଖବର ପ୍ରକାଶ ପରେ ସିମନବାଡ଼ିରେ ଖୋଲିଲା ଜଳଛତ୍ର

ଦାରିଙ୍ଗବାଡ଼ି,୮/୪: ସିମନବାଡ଼ି ଗ୍ରାମପଞ୍ଚାୟତରେ ଜଳଛତ୍ର ଖୋଲିନଥିବା ନେଇ ହୀରାଂଚଳ ଲାଇଭରେ ଖବର ପ୍ରକାଶ ପାଇବା ପରେ ସିମନବାଡ଼ି ବଜାର ଓ ବିଶ୍ରାମଗାରରେ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ଜଳଛତ୍ର ଖୋଲିବା ପରେ ବିଶ୍ରାମଗାରରେ ବିଶ୍ରାମ ନେଉଥିବା ଲୋକମାନେ ନିଜର ଶୋଷ ମେଣ୍ଟାଉଥିବା
Read More...

ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍‌ ମାମଲାର ଅଭିଯୁକ୍ତ ଅଟକ, ପଚରା ଉଚରା ଜାରି

ଦଶପଲ୍ଲା,୮/୪ - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣିଗୋଛା ଥାନା ଅଂଚଳରେ ଜଣେ ଯୁବତୀଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ ଫେସ୍‌ବୁକ୍‌ ଓ ହ୍ୱାଟ୍ସଆପରେ ଭାଇରାଲ୍‌ ହୋଇଛି । ଏ ସଂପର୍କରେ ଯୁବତୀ ଜଣକ ମାର୍ଚ୍ଚ ମାସ ୧୮ ତାରିଖରୁ ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏ ନେଇ
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଜପତି ତରଫରୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି,୮/୪- ଗଜପତି ଜିଲ୍ଲା ଅବସରପ୍ରାପ୍ତକର୍ମଚାରୀ ସଂଘର ସଭାପତି ବିନୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଏକ ତିନି ଜଣିଆ ପ୍ରତିନିଧି ମଣ୍ଡଳ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସୁଶ୍ରୀ ନର୍ମଦା ନାୟକଙ୍କୁ
Read More...

ସାଇକେଲକୁ ଧକ୍କାଦେଲା ଟାଟା ଏସିଇ, ପତ୍ନୀ ମୃତ ସ୍ୱାମୀ ଗୁରୁତର

ବୌଦ୍ଧ,୮/୪ - ଆଜି ସକାଳ ପ୍ରାୟ ୧୦ଟାରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଛକ ନିକଟରେ ସାଇକେଲ ଆରୋହୀଙ୍କୁ ଗୋଟିଏ ଟାଟା ଏସିଇ ଗାଡି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ
Read More...

କୋଭିଡ କଟକଣା ଉଲ୍ଲଂଘନ ନେଇ ଦାରିଙ୍ଗବାଡ଼ି ପୁଲିସର ସ୍ପେଶାଲ ଡ୍ରାଇଭ୍‌, ୫ହଜାର୨ଶହ ଟଙ୍କା ଜୋରିମାନା ଆଦାୟ

ଦାରିଙ୍ଗବାଡ଼ି,୮/୪- କୋଭିଡ୍‌ କଟକଣା ଉଲ୍ଲଙ୍ଘନ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍‌ କରିବାପାଇଁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବୁଧବାରଠାରୁ ସାରାରାଜ୍ୟରେ ପୁଲିସର ସ୍ପେଶାଲ ଡ୍ରାଇଭ୍‌ ଚାଲିଛି । ଏ ନେଇ ଦାରିଙ୍ଗବାଡ଼ି ପୁଲିସ ତରଫରୁ
Read More...