Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇପଡ଼ିଛି କମ୍ୟୁନିଟି ସେଣ୍ଟର
ବୌଦ୍ଧ/ଜହ୍ନାପଙ୍କ,୧୯/୫- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର କୋଡାସାହିରେ ନିର୍ମାଣଧିନ ଥିବା କମ୍ୟୁନିଟି ସେଣ୍ଟର ୫ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇପଡ଼ିଛି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହା ନିର୍ମାଣ କରାଯାଇଥିଲା କେବେ କାର୍ଯ୍ୟରେ ଲାଗିବ ତାହା ସାହିବାସୀଙ୍କ ମଧ୍ୟରେ ସଂଶୟ ସୃଷ୍ଟି!-->…
Read More...
Read More...
ଗଜପତିରେ ପୁଣି ୮୨ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୯/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସୂଚନା ଅନୁଯାୟୀ ଆଜି ପାରଳାଖେମୁଣ୍ଡି ସହରରୁ ୨୩ ଜଣ, ଗୋଶାଣି ବ୍ଳକରୁ ୮ ଜଣ, କାଶୀନଗର ବ୍ଳକରୁ ୧୪ଜଣ, ମୋହନା ବ୍ଳକରୁ ୧୪ ଜଣ, ନୂଆଗଡ଼ ବ୍ଳକରୁ ୮ ଜଣ, ଆର ଉଦୟଗିରି!-->…
Read More...
Read More...
ଲଇଗାଁ ପାୱାର୍ହାଉସ୍ ନିକଟରେ ବଲେରୋ ଓ କାର୍ ମୁହାଁମୁହିଁ ଧକ୍କା, ଜଣେ ମୃତ ଅନ୍ୟ ଜଣେ ଗୁରୁତର
ହରଭଙ୍ଗା୧୯/୫- ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଲଇଗାଁ ପାୱାର୍ ହାଉସ୍ ନିକଟରେ ଆଜି ମଧ୍ୟାହ୍ନରେ ଏକ ବୋଲେରୋ ସହ କାର୍ ମୁହାଁମୁହିଁ ଧକ୍ଳା ହୋଇଥିବା ଜଣାପଡିଛି । ସୁଚନା ଅନୁଯାୟୀ ବୋଲେରୋ ଗାଡିଟି କିଆକଟା ଅଞ୍ଚଳରୁ ବାହାରି ହରଭଙ୍ଗାବ୍ଲକ ସଙ୍କରଡା!-->…
Read More...
Read More...
ଗଣିଆବ୍ଲକ ପ୍ରଥମଥର ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ଦଶପଲ୍ଲା,୧୯/୫- କରୋନା ମହାମାରୀର ଦ୍ୱିତୀୟ ଲହରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି । କରୋନାରେ କିଛି ରୋଗୀ ମୃତ୍ୟୁବରଣ କରିଛନ୍ତି । ସହରାଞ୍ଚଳରେ ଲୋକେ ସରକାରୀ ନିୟମକୁ ମାନୁଥିବା ବେଳେ ଗ୍ରାମାଞ୍ଚଳରେ ମାନୁନଥିବାର ବିଶେଷ ସୂତ୍ରରୁ ଜଣାପଡୁଛି । ଏହିଭଳି!-->…
Read More...
Read More...
ବୌଦ୍ଧଜିଲ୍ଲା: ୨୧୩ କରୋନା ପଜିଟିଭ ଚିହ୍ନଟ, ଖଟଖଟିଆରୁ ସର୍ବାଧିକ ୩୨
ବୌଦ୍ଧ,୧୯/୫- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୧୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା!-->…
Read More...
Read More...
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅକ୍ସିଜେନ କନସେଣ୍ଟ୍ରେଟର ଯନ୍ତ୍ର ପାଇଁ ୨୫ଲକ୍ଷ ଟଙ୍କା ଦେଲେ ଗଜପତି ପ୍ରଶାସନକୁ
ଗଜପତି,୧୯/୫- ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନର ଅଭାବ ଦେଖାଦେଉଛି । ତେଣୁ ଏହାର ସମାଧାନ ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସହାୟତାର ହାତ ବଢାଇଛନ୍ତି । ଜିଲ୍ଲାପାଇଁ ଆବଶ୍ୟକୀୟ!-->…
Read More...
Read More...
ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ, ମରାମତି ଦାବି
ବୌଦ୍ଧ,୧୯/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ବରଗୋଛା ଗ୍ରାମପଞ୍ଚାୟତ ଖଜରୋଜ୍ ଗ୍ରାମର ଉପରସାହି ବାସିନ୍ଦା ପିଇବା ପାଣି ପାଇଁ ୧୫ ଦିନ ହେଲା ହନ୍ତସନ୍ତ ହେଉଥିବା ବେଳେ ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ସାହିବାସୀ ଅଭିଯୋଗ କରିଛନ୍ତି । ମିଳିଥିବା!-->…
Read More...
Read More...
ଗୋଟିଏକୁ ଛାଡି ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ କରୋନା ସଂକ୍ରମିତ
ବୌଦ୍ଧ,୧୯/୫- କରୋନାର ଦ୍ୱିତୀୟ ଲହର୍ ବୌଦ୍ଧଜିଲ୍ଲାରେ ତାର କାୟାବିସ୍ତାର କରିଚାଲିଛି । ଜିଲ୍ଲାର ୬୯ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୬୮ ଗ୍ରାମ ପଞ୍ଚାୟତ କରୋନା କବଳିତ ହୋଇ ସାରିଥିବାବେଳେ କେବଳ ଗୋଟିଏ ମାତ୍ର ଗ୍ରାମ ପଞ୍ଚାୟତ ଟିକରପଡା ଏ ବ୍ୟାଧି କବଳରୁ ସୁରକ୍ଷିତ ରହିଛି । ପୂର୍ବ!-->…
Read More...
Read More...
ଅସହାୟ ବିଧବା କେବେ ହେବେ ସରକାରୀ ଯୋଜନାର ହିତାଧିକାରୀ ?
ବୌଦ୍ଧ,୧୯/୫- ସରକାର ଅସହାୟ ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରିଥିବାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ କ୍ଷେତ୍ରରେ ତାହା କିଭଳି ରୂପlୟନ ହେଉଛି ତାର ଚିତ୍ର ଦେଖିବାକୁ ମିଳୁଛି ବୌଦ୍ଧ ବ୍ଲକ୍ ଟିକରପଡା ଗ୍ରାମ ପଞ୍ଚାୟତର କତମସିଂ ଗ୍ରାମରେ l ମାତ୍ର 21 ବର୍ଷ ବୟସରେ ସ୍ୱାମୀଙ୍କୁ!-->!-->!-->…
Read More...
Read More...