Browsing Category

ରାଜ୍ୟ

ପେଶାରେ ଖବରକାଗଜ ବିତରକ ହେଲେ ନିଶା ସମାଜସେବା

ସୁବର୍ଣ୍ଣପୁର,୨୮/୪- ଏବେ ସମଗ୍ର ମାନବ ସମାଜ କରୋନା କବଳରୁ ମୁକ୍ତି ପାଇଁ ସଂଘର୍ଷ କରୁଥିବା ବେଳେ କିଛି ଆଗଧାଡିର ଯୋଦ୍ଧା କିନ୍ତୁ ନିଜ ଜୀବନକୁ ବାଜିଲଗାଇ ସମାଜର ମଙ୍ଗଳପାଇଁ କାମ କରୁଥିବା ଦେଖାଯାଏ । ଏମିତି ଏକ ବ୍ୟକ୍ତି ସମାଜରେ ସଚେତନତାର ବାର୍ତ୍ତା ଦେଇ ଏବେ ସାମାଜିକ ଗଣମାଧ୍ୟମରେ ବେଶ
Read More...

ଅନନ୍ୟ ବିବାହ : ବରଯାତ୍ରୀରେ ଜଣେ, ବିନା ଯୌତୁକରେ ବାହାହେଲେ ଯୁବକ

ଗୋଣ୍ଡା : କରୋନା ଏବେ ଦେଶରେ ହୁ ହୁ ହୋଇ ବଢିଚାଲିଛି । ଏହାକୁ ରୋକ୍ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଗାଇଡଲାଇନ ଆଣିଛନ୍ତି । ଏହି ଗାଇଡଲାଇନ ଅନୁସାରେ ବିବାହ କାର୍ଯ୍ୟ ମଧ୍ୟ ସଂପନ୍ନ ହେଉଛି । ମଧ୍ୟପ୍ରଦେଶର ଗୋଣ୍ଡା ଅଂଚଳରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି ଯେଉଁଥିରେ
Read More...

ସୌରଶକ୍ତିରେ ଆଲୋକୀକରଣ ପ୍ରକଳ୍ପ ଅଚଳ, ହେଉନି ମରାମତି

ବୌଦ୍ଧ,୨୮/୪- କଣ୍ଟାମାଳବ୍ଲକ ବରଗୋଛା ଗ୍ରାମ ପଞ୍ଚାୟତ ସିଗାଡି ଗ୍ରାମରେ ୭ ଗୋଟି ଖମ୍ବପୋତି ଗ୍ରାମ ଦାଣ୍ଡକୁ ସୌରଶକ୍ତିଚାଳିତ ଆଲୋକୀକରଣ ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ତରଫରୁ ୨୦୨୦ -୨୧ ଆର୍ଥିକ ବର୍ଷରେ କରାଯାଇଥିଲା । ଏ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇଥିବାବେଳେ
Read More...

ନଳକୂପ ଅଚଳ, ତୁରନ୍ତ ମରାମତି ପାଇଁ ଦାବି

ବୌଦ୍ଧ,୨୮/୪- ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀପାଲି ଗ୍ରାମର ଦୁଇଟି ନଳକୂପ ଆଜକୁ ପ୍ରାୟ ୫ ମାସ ହେବ ଅଚଳ ହୋଇଯାଇଥିବା ଜଣାପଡିଛି । ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ନଳକୂପ ମରାମତି ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ୫ ମାସ ହେଲା ଉକ୍ତ ନଳକୂପ
Read More...

ବିବାହ ଅନୁମତି ମାଗିଲେ ଦେବାକୁ ପଡିବ ୫୦ ଜଣଙ୍କ ତାଲିକା

ବୌଦ୍ଧ,୨୮/୪- କରୋନାର ଦ୍ୱିତୀୟ ଲହର୍‌ ସହରଠାରୁ ଗାଆଁଗଣ୍ଡା ଯାଏଁ ବ୍ୟାପିଯାଇଥିବା ବେଳେ ବିବାହ ଋତୁ ଆସିଯାଇଛି । ପୂର୍ବରୁ ବିବାହ ତାରିଖ ନିର୍ଦ୍ଧାରଣ କରି ବର ଓ କନ୍ୟାପକ୍ଷ ମାନେ ପ୍ରସ୍ତୁତି ଚଳାଇଥିବା ବେଳେ ପ୍ରଶାସନର କରୋନା କଟକଣା ସେମାନଙ୍କୁ ଅଡୁଆରେ ପକାଇଛି । ଗତକାଲି ଜିଲ୍ଲାପାଳ
Read More...

ରାତ୍ରୀକାଳୀନ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ,୨୮/୪- ବୌଦ୍ଧବ୍ଳକ ଅଇଁଲାପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଅଁଳାପାଲି ହାଟପଦା ଖେଳପଡ଼ିଆଠାରେ କୋଭିଡ୍‌ ନୀତିନିୟମକୁ ଅନୁପାଳନକରି ରାତ୍ରୀକାଳୀନ ଗ୍ରାମାଞ୍ଚଳସ୍ତରୀୟ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଏକ ଦିବସୀୟ କ୍ରିକେଟ ମ୍ୟାଚ କାସଲପୁର୍‌ ଓ
Read More...

ବୌଦ୍ଧ:୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣ ଉଦବେଗଜନକ

ବୌଦ୍ଧ,୨୮/୪- ଆଜି ବୌଦ୍ଧଜିଲ୍ଲାରେ ନୂତନ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ବୌଦ୍ଧ ଏନ.ଏ.ସି. ଅଂଚଳ ମଧ୍ୟରୁ ୨୬ ଜଣ, ବୌଦ୍ଧବ୍ଲକ୍‌ ମଧ୍ୟରୁ ୯ ଜଣ, ହରଭଙ୍ଗା ବ୍ଲକ ମଧ୍ୟରୁ ୧୩ ଜଣ ଓ କଣ୍ଟାମାଳ ବ୍ଲକ ଅଂଚଳ
Read More...

ରେକର୍ଡ ଭାଙ୍ଗିଲା କରୋନା : ଦିନକରେ ୮୩୮୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୮ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୩୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍
Read More...

କଣ୍ଟାମାଳ,ହରଭଙ୍ଗା ଓ ଏନ.ଏ.ସି.ର କିଛି ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ,୨୭/୪ - ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ଓ ହରଭଙ୍ଗା ବ୍ଲକର କିଛି ସ୍ଥାନ ସମେତ ବୌଦ୍ଧ ଏନଏସିର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ବୌଦ୍ଧ ଜିଲ୍ଲା ବଢିଗାଁ ଗ୍ରାମ ସମେତ
Read More...

ବ୍ଳକ କନ୍‌ଫରେନ୍ସ ହଲରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଦାରିଙ୍ଗବାଡି,୨୭/୪: କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ କନଫରେନ୍ସ ହଲରେ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ଅଧକ୍ଷା ରୁଦା ମଲିକ ମୁଖ୍ୟଅତିଥି ଭାବେ
Read More...