Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ ଡିକି ଭାଙ୍ଗି ଲକ୍ଷେ ଟଂକା ଲୁଟି ନେଲେ ଦୁର୍ବୃତ୍ତ
ବୌଦ୍ଧ,୬/୪ - ବ୍ୟାଙ୍କରୁ ଲକ୍ଷେ ଟଂକା ଉଠାଣ କରି ବାଇକ ଡିକିରେ ରଖି ବୁଟୁପାଲିର ଏକ ଲସି ଦୋକାନକୁ ଲସି ପିଇବା ପାଇଁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଲୁଟି ନେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଗୁଦୁରାବେଣୀ ଗ୍ରାମର ସନ୍ତୋଷ!-->!-->!-->…
Read More...
Read More...
ଜଣେ କର୍ମଚାରୀ କରୋନା ପଜିଟିଭ ଚିନ୍ହଟ ପରେ ବ୍ୟାଙ୍କ କରାଗଲା ସିଲ
ବୌଦ୍ଧ,୬/୪ - ବହୁ ଦିନର ଆଶ୍ୱସ୍ତି ପରେ ଗତ ୪ ତାରିଖ ଦିନ ବୌଦ୍ଧ ଜିଲ୍ଲା ରେ ଜଣେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣା ପଡିଛି l ଗତକାଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୌଦ୍ଧ ବ୍ଲକ ପ୍ରଶାସନ l ବୌଦ୍ଧ ବ୍ଲକ୍ ମନୁପାଲି!-->!-->!-->…
Read More...
Read More...
କେବେ କାର୍ଯ୍ୟକ୍ଷମ ହେବ ଥଣ୍ଡା ପାନୀୟ ଜଳପ୍ରକଳ୍ପ ?
ବୌଦ୍ଧ,୬/୪ - ବୌଦ୍ଧବ୍ଲକ୍ ବାଉଁଶୁଣୀ ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥଣ୍ଡାପାନୀୟ ଜଳ ପ୍ରକଳ୍ପ ଗୋଟିଏ ନିର୍ମାଣ ପାଇଁ ଆଜକୁ ତିନି ବର୍ଷ ତଳେ ବୌଦ୍ଧ ବ୍ଲକ୍ ତରଫରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକଳ୍ପ ଗୃହ ନିର୍ମାଣ କାର୍ଯ୍ୟ ସରିଯାଇଥିବା ବେଳେ ପାଣି!-->…
Read More...
Read More...
ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍ ଅଭିଯୋଗ, ଘଟଣାସ୍ଥଳରେ ପୋଲିସର ଛାନଭିନ
ବାଲିଗୁଡ଼ା,୬/୪: ଅଧରାତିରେ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟି ନେଲେ ଲୁଟେରା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ରେ । କୋଟଗଡ଼ ଜଗନ୍ନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ସମେତ ପାଶ୍ୱର୍!-->…
Read More...
Read More...
ଟମାଟୋର ଅଭାବୀ ବିକ୍ରୀ, ଚାଷୀଙ୍କ ମୁଣ୍ଡରେ ଚଡକ
ବୌଦ୍ଧ,୬/୪– ଖରିଫ ଋତୁ ପରେ ବୌଦ୍ଧ ଜିଲ୍ଲାର ଚାଷୀମାନେ ରବି ଋତୁରେ ପନିପରିବା ଫସଲ କରିଥାଆନ୍ତି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ମାତ୍ରାରେ ଟମାଟୋ ଉତ୍ପାଦନ ହେଉଥିବାର ଦେଖିବାକୁ ମିଳୁଛି । ଫଳରେ ବଜାର ଓ ରପ୍ତାନି ଅଭାବରୁ ଚାଷୀମାନେ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି!-->…
Read More...
Read More...
ହୀରାଂଚଳର ପ୍ରଭାବ ମରାମତି ହେଲା ନଳକୂପ ଓ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ
ବୌଦ୍ଧ,୬/୪ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଛା ଗ୍ରାମ ପଂଚାୟତ ମଲ୍ଲିକପଡା ଗ୍ରାମ ବହିରା ସାହିରେ ନଳକୂପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିଥିବା ସଂପର୍କିତ ଖବର ଗତ ମାର୍ଚ୍ଚ ୧୫ ତାରିଖ ଦୈନିକ ହୀରାଂଚଳ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ବର୍ତ୍ତମାନ!-->…
Read More...
Read More...
ବାରମ୍ବାର ନେହୁରା ପରେବି ପ୍ରଶାସନ କଲାନି, ହରଭଙ୍ଗାବ୍ଲକ କିଡନିମଂଚର ଆବାହକ ନିଜସ୍ୱ ସମ୍ବଳରୁ ଲଗାଇଲେ ଆରୋପ୍ଲାଣ୍ଟ
ହରଭଙ୍ଗା,୫/୪- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ମହାମାରୀ ରୂପ ନେଇଥିବା କିଡନି ପ୍ରପୀଡିତ ଥିବା ଚନ୍ଦ୍ରଶେଖରପୁର ଗାଁ ରେ ଏକ କମୁନିଟି ଅକ୍ୱାଗାର୍ଡ ସୋମବାରଦିନ ଲଗାଯାଇଛି । କିଡ଼ନୀ ପ୍ରପୀଡ଼ିତ ହରଭଙ୍ଗା ବ୍ଲକ ନାଗରିକ କମିଟିର ଆବାହକ ଇଂ ବିକାଶ ମହାକୁଳ ଏହି!-->…
Read More...
Read More...
କାର୍ଡ ଅଛି ହେଲେ ଚାଉଳ ମିଳୁନି, ଦୁର୍ଦ୍ଦିନରେ ଶେଷଦେବ
ବୌଦ୍ଧ/ଜହ୍ନାପଙ୍କ,୫/୪- କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ୨୦୧୩ ମସିହାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁକରଗଲା । ଏହି ଯୋଜନା ଦ୍ୱାରା ଯେପରି ଗୋଟିଏ ବି ଗରିବ ପରିବାର ବାଦ୍ନପଡିବେ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ତଥାପି ମଧ୍ୟ!-->…
Read More...
Read More...
ଦାରିଙ୍ଗବାଡି ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ, ୪୩୦୦ ଟଙ୍କା ଜୋରିମାନା ଆଦାୟ
ଦାରିଙ୍ଗବାଡି,୫/୪ : ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ଯାଞ୍ଚ କରାଯାଇ ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ଏସଆଇ!-->…
Read More...
Read More...
ଭଙ୍ଗାକୁଡିଆ ଘରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୮୦ ବର୍ଷର ବୃଦ୍ଧା, କେବେ ପଡ଼ିବ ପ୍ରଶାସନର ଦୃଷ୍ଟି
ବାଲିଗୁଡ଼ା, ୫/୪- ସରକାରୀ ସହାୟତା ଅପେକ୍ଷାରେ ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା । ମାନସିକ ବିକୃତ ପୁଅକୁ ଧରି ଭଙ୍ଗା କୁଡିଆ ଘରେ ଦୁର୍ବିସହ ଜୀବନ ବିତାଉଛନ୍ତି ବୃଦ୍ଧା । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବାପରେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଏଭଳି ଅଭିଯୋଗ ଆସିଛି!-->…
Read More...
Read More...