Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୫/୪- ଗଜପତିରେ ପୁଣି ୩ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ସମସ୍ତଙ୍କୁ ହୋମ ଆସୋଲେସନରେ ରଖାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇ ଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।
Read More...
Read More...
ଖରାଦିନ ଆରମ୍ଭରୁ ଜଳକଷ୍ଟ, ଟାଙ୍କି ଅଛି ହେଲେ ପାଣି ନାହିଁ
ବାଲିଗୁଡ଼ା, ୫/୪- ଆସିଲାଣି ଖରାଦିନ, ଟୋପେ ବିଶୁଦ୍ଧ ପିଇବାପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ହେଲେ ଦୁଃଖ ଶୁଣୁଛି କିଏ..? ସରକାରଙ୍କ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ସରିଛି, ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା!-->…
Read More...
Read More...
ବାଉଁଶୁଣୀ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ , ଲୋକେ ହନ୍ତସନ୍ତ
ବୌଦ୍ଧ/ବାଉଁଶୁଣୀ,୫/୪- ବୌଦ୍ଧବ୍ଲକ୍ ବାଉଁଶୁଣୀ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ୪୩ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବାବେଳେ ବାରମ୍ବାର ବିଦ୍ୟୁତ୍ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଗତକାଲି ସନ୍ଧ୍ୟା ୮!-->…
Read More...
Read More...
ମହିଳା ସଙ୍ଗଠନ “ଅନନ୍ୟା’ ତରଫରୁ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, ୫/୪- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପ୍ରଗତିଶୀଳ ମହିଳା ସଙ୍ଗଠନ ଅନନ୍ୟା ଆନୁକୂଲ୍ୟରେ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣରୁ ନିଜକୁ କିଭଳି ସତର୍କ ରହି ସରକାରଙ୍କ କରୋନା ନିୟମାବଳୀ ତଥା ମାର୍ଗଦର୍ଶିକାକୁ!-->…
Read More...
Read More...
ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ
ବୌଦ୍ଧ,୫/୪ - ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ତିନି ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି କରିବା ଯୋଗୁଁ ସାଧାରଣ ଲୋକ ଶୋଷିତ ହେଉଥିବାରୁ!-->…
Read More...
Read More...
ଜିଲ୍ଲାର କରୋନା ସମ୍ପର୍କିତ ତଥ୍ୟକୁ ନେଇ ଅନ୍ଧାରରେ ଜିଲ୍ଲାବାସୀ !
ବୌଦ୍ଧ,୫/୪ - ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦୈନନ୍ଦିନ କରୋନା ସମ୍ପର୍କିତ ତଥ୍ୟ ରିପୋର୍ଟର ଗ୍ରୁପରେ ପ୍ରଦାନ କରୁଥିବା ବେଳେ ଫେବୃଆରୀ 26 ତାରିଖ ଠାରୁ ଆଉ କୌଣସି ସୁଚନା ଦେଉ ନଥିବା ଦେଖିବାକୁ ମିଳିଛି l ଦେଶ ତଥା ରାଜ୍ୟରେ କରୋନା ସ୍ଥିତି!-->…
Read More...
Read More...
ଦୁଇଟି ମାମଲାରେ 59 କେ.ଜି. ଗଂଜେଇ ଜବତ୍, ଜଣେ ଗିରଫ
ବୌଦ୍ଧ,୫/୪ - ବୌଦ୍ଧ ଜିଲ୍ଲା ଗଂଜେଇ ମାଫିଆ ମାନଙ୍କ ଭୂସ୍ୱର୍ଗ ପାଲଟିଛି l ପ୍ରତିଦିନ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଗଞ୍ଜେଇ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ରେ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି | ପୋଲିସ୍, ଅବକାରୀ ବିଭାଗର ଅନେକ କର୍ମଚାରୀଙ୍କ ଗଂଜେଇ ମାଫିଆ!-->…
Read More...
Read More...
ଦୁଇଟି ମାମଲାରେ 59 କେ.ଜି. ଗଂଜେଇ ଜବତ୍, ଜଣେ ଗିରଫ
ବୌଦ୍ଧ,୫୪ - ବୌଦ୍ଧ ଜିଲ୍ଲା ଗଂଜେଇ ମାଫିଆ ମାନଙ୍କ ଭୂସ୍ୱର୍ଗ ପାଲଟିଛି l ପ୍ରତିଦିନ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଗଞ୍ଜେଇ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ରେ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି | ପୋଲିସ୍, ଅବକାରୀ ବିଭାଗର ଅନେକ କର୍ମଚାରୀଙ୍କ ଗଂଜେଇ ମାଫିଆ!-->!-->!-->…
Read More...
Read More...
ବକେୟା ବିଲ୍ ଆଗ, କିନ୍ତୁ ୧୧କେଭି ତାର ସଜାଡି ହେବ କେବେ ?
ହରଭଙ୍ଗା,୪/୪- ବାରମ୍ବାର ଅଭିଯୋଗ, ହେଉଥିଲେ ବି ଅସଜଡ଼ା ହୋଇ ଲୋକଙ୍କୁ ମରଣ ଆଡକୁ ଟାଣିଆଣୁଛି ୧୧ କେଭି ଇଲେକଟ୍ରିକ ତାର |ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ପଞ୍ଚାୟତ ଖଜୁରିଆ ଗ୍ରାମ ଦେଇଯାଇଥିବା ଏହି ଜୀବନ୍ତ ତାର ଜଣେ ଲୋକ ହାତରେ ଛୁଇଁଲେ!-->…
Read More...
Read More...
ଯୁବକ ନିଖୋଜ ଘଟଣା, ମହାନଦୀ ବାଲିରୁ ଗଳିତ ଶବ ଉଦ୍ଧାର
ବୌଦ୍ଧ/ବାଉଁଶୁଣୀ,୪/୪ - ବୌଦ୍ଧଜିଲ୍ଲା ବାଉଁଶୁଣୀ ଥାନା ତାଳ ସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ 1 ମାସରୁ ଅଧିକ ଦିନ ତଳେ ନିଖୋଜ ଥିବା ଗ୍ରାମର ବିମ୍ବାଧର ମହାକୁଡ (30) ଙ୍କ ଶବ ଆଜି ଡମ୍ବରୁ ଗଡ଼ ଶ୍ମଶାନ ଘାଟ ମହାନଦୀ ବାଲିରୁ ବାଉଁଶୁଣୀ ପୋଲିସ୍ ଉଦ୍ଧାର କରିଛି | ମିଳିଥିବା!-->!-->!-->…
Read More...
Read More...