Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲାରୁ ଆଜି ୧୨୪ କରୋନା ପଜିଟିଭ ଚିହ୍ନଟ, ଶଗଡା ପଞ୍ଚାୟତରୁ ୪୧ ଜଣ
ବୌଦ୍ଧ,୧୭/୫ - ଆଜି ବୌଦ୍ଧ ଜିଲ୍ଲାରେ ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ଇସିରୀସିଙ୍ଗା ଗ୍ରାମରୁ ୧ ଜଣ, ବହିରା ଗ୍ରାମରୁ ୧!-->…
Read More...
Read More...
ଗର୍ଜନସେନା ପକ୍ଷରୁ ପକ୍ଷୀ ମାନଙ୍କ ଜଳ କଷ୍ଟ ଦୂରପାଇଁ ଅଭିନବ ପ୍ରୟାସ
ବୌଦ୍ଧ,୧୭/୫ – ଗ୍ରୀଷ୍ମକାଳରେ ପକ୍ଷୀ ମାନେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଗର୍ଜନ ସେନା ତରଫରୁ ‘ପଶୁ ପକ୍ଷୀ ମାନଙ୍କ ପାଇଁ କିଛି ସେବା କରିବା' ଭଳି ଅଭିନବ ଅଭିଯାନ ଆରମ୍ଭ କରାଯାଇଥିବା ଜଣା ପଡିଛି । ବୌଦ୍ଧଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ପକ୍ଷୀମାନଙ୍କ ପାଇଁ ବୌଦ୍ଧ!-->…
Read More...
Read More...
ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର ଟେଷ୍ଟିଂ ହେବ ବାଧ୍ୟତାମୂଳକ
ଭୁବନେଶ୍ୱର,୧୭/୫- ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ଆର୍ଟିପିସିଆର ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଥିବା ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରିହୋଇଛି । ପୂର୍ବରୁ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ଟେଷ୍ଟିଂ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ!-->…
Read More...
Read More...
ଦିବ୍ୟଦ୍ରଷ୍ଟା ନବୀନଙ୍କୁ ଅନୁସରଣ କରୁଛି ଦଳ
ଭୁବନେଶ୍ୱର,୧୭/୫- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତଥର ନିର୍ଦ୍ଦେଶ ଥିଲା ଆଉ ଏଥର ବି ରହିଛି ଯେ ବିଜେଡି ଓଡ଼ିଶା ମୋ ପରିବାର ତରଫରୁ ଯେଉଁ କାର୍ଯ୍ୟକ୍ରମ ନେଇଛି ଜୀବନ ବିନ୍ଦୁର। ତାକୁ ବ୍ଲକ ଓ ପଂଚାୟତ ସ୍ତରରେ ରକ୍ତଦାନ ଶିବିର କୋଭିଡ ନିୟମ ଅନୁସାରେ କରାଯିବ ବୋଲି ବିଜେଡି ସଂଗଠନ!-->…
Read More...
Read More...
ବୌଦ୍ଧ: କୋଭିଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା
ବୌଦ୍ଧ,୧୭/୫- ବୌଦ୍ଧଜିଲ୍ଲାରେ କୋଭିଡ୍ ଆକ୍ରାନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ମୃତ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ, ଜଣେ ୭୪ ବର୍ଷୀୟ ମହିଳା ଓ ଜଣେ ୩୭ ବର୍ଷୀୟ ମହିଳା ବୋଲି ଜଣାପଡିଛି । ଆଜି!-->…
Read More...
Read More...
ସେବା ବନାମ: ଚାନ୍ସ ଦେଖି ଭାଙ୍ଗଡା ଡାନ୍ସ
ବଲାଙ୍ଗୀର,୧୭/୫- କରୋନାର ୨ୟ ଲହର ବେଳେ ସାରାଦେଶରେ ଅକ୍ସିଜେନ ଓ ଅକ୍ସିଜେନ ସିଲିଣ୍ଡରକୁ ନେଇ ଭିନ୍ନ ଭିନ୍ନ ଖବର ଅନେକ । ଏଭଳି ଏକ ସମୟରେ ବଲାଙ୍ଗୀର ବଣିକ ସଂଘ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରସ୍ତାବକ୍ରମେ ଅକ୍ସିଜେନ ବ୍ୟାଙ୍କର ଭରଚୁଆଲ ଶୁଭ!-->…
Read More...
Read More...
ଜିଲ୍ଲାରେ ୨୪୦୦ରୁ ଅଧିକ ସଂକ୍ରମିତ ସକ୍ରିୟ, ତଥାପି ପ୍ରଶାସନ ଓ ଜନତା ବେଫିକର୍
ବୌଦ୍ଧ,୧୭/୫ - ବୌଦ୍ଧଜିଲ୍ଲାରେ କରୋନା ମହାମାରୀର ଦ୍ୱିତୀୟ ଲହର୍ ଆତଙ୍କ ଖେଳାଇ ଦେଇଛି । ଆଜି ସୁଦ୍ଧା ଜିଲ୍ଲାରେ ୬୨୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତକାଲି ସୁଦ୍ଧା ୨୩୩୯ ଗୋଟି ସକ୍ରିୟ ମାମଲା ଜିଲ୍ଲାରେ ରହିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି!-->…
Read More...
Read More...
ବୌଦ୍ଧ : ସବୁଠି ଜଳ ସଙ୍କଟ, ପଦାରେ ପଡିଛି ଜଳ ପରିମଳ ବିଭାଗର ଦୁର୍ନୀତି
ବୌଦ୍ଧ,୧୭/୫ - ଜିଲ୍ଲାରେ କରୋନା ପରିସ୍ଥିତି ସହିତ ତାଳ ଦେଇ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି l ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ବର୍ତ୍ତମାନ ପ୍ରବଳ ଜଳ କଷ୍ଟ ଭୋଗ କରୁଛନ୍ତି | ପିଇବା ଓ ରୋଷେଇ ପାଇଁ ଜଳ ସଂଗ୍ରହ କରିବା ସେମାନଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଯାଇଛି l ଜିଲ୍ଲା!-->…
Read More...
Read More...
ଯୁବ ରେଡକ୍ରସ ତରଫରୁ ସହାୟତା
ବୌଦ୍ଧ,୧୬/୫ – ବୌଦ୍ଧଜିଲ୍ଲା ଯୁବ ରେଡକ୍ରସ ତରଫରୁ ଆଜି ବୌଦ୍ଧବ୍ଲକର ବିଭିନ୍ନ ଗ୍ରାମରେ କରୋନା ମହାମାରୀର ସଚେତନତା ସହ ଅତି ଗରିବ କୋଭିଡ ରୋଗୀଙ୍କ ପାଖରେ ରେଡକ୍ରସର ସହାୟତା ପହଞ୍ଚାଯାଉଛି । ମୁଣ୍ଡାପଡା ପଞ୍ଚାୟତ ଖମାରିପଡା ଗ୍ରାମର ୨୮ଜଣ, ଆମ୍ବଝରୀ ପଞ୍ଚାୟତ ଝାଙ୍କରପଡା ଗ୍ରାମର ୨୪ଜଣ!-->…
Read More...
Read More...