Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆସନ୍ତାକାଲି ପଞ୍ଚାୟତ ସମିତି ଷଷ୍ଠ ସାଧାରଣ ପରିଷଦ ବୈଠକ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ପରିଷଦ ବୈଠକ ଆସନ୍ତାକାଲି ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି l ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ୯ନଂ ଜୋନ ଜିଲ୍ଲା ପରିଷଦ, ୭ ଓ ୮ ନମ୍ବର ଜୋନ ଜିଲ୍ଲା ପରିଷଦ ବ୍ଲକ ସ୍ତରୀୟ ସମସ୍ତ!-->…
Read More...
Read More...
ପୁରୁଣାକଟକ ଠାରେ ସୁନାବେଶ ହେଲେ ତିନି ଠାକୁର
ହରଭଙ୍ଗା : ଆଜି ଜଗନ୍ନାଥ ଧାମ ରେ ମହାପ୍ରଭୁ ବଡ଼ ଠାକୁର ରଥାରୁଢ଼ ହୋଇ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ବ୍ଲକ ର ସର୍ବ ପ୍ରଥମ ସୁନାବେଶ ତିନି ଠାକୁର ହୋଇଥିବା ଦେଖିବାକୁ ମିଳିଛି l ଆଜି ମହା ଆଡମ୍ବର ପୂର୍ଣ୍ଣ ଭାବେ ଜଗନ୍ନାଥ!-->…
Read More...
Read More...
ଗୁଣି ଗାରେଡ଼ି ଉପରେ ଭରସା ମିଳୁନି ଚିକିତ୍ସା
ଦଶପଲ୍ଲା, : - ବର୍ଷାଋତୁ ଆସିଲେ ବଢ଼ୁଛି ବିଶାକ୍ତ ଜନ୍ତୁଙ୍କ ଭୟ। ରାସ୍ତାଘାଟ, ବାଡ଼ିମାଳ ଓ ବଣଜଙ୍ଗଲ ଆଦି ଲତାବୁଦାରେ ପରିପୂର୍ଣ୍ଣ ହୋଇ ରହିଥାଏ। ଏଥିସହିତ ବିଭିନ୍ନ ବିଶାକ୍ତ ଜନ୍ତୁ ତଥା ସାପ ଓ ବିଛାଙ୍କ ଅଧିକ ଚଳପ୍ରଚଳ ରହିଥାଏ। ଯାହାକି ସେମାନେ ଆଘାତପ୍ରାପ୍ତ ହେବାପରେ ମନୁଷ୍ୟଙ୍କୁ!-->…
Read More...
Read More...
ନିଜ ଖର୍ଚ୍ଚରେ ପୋଲ ନିର୍ମାଣ କଲେ ଗ୍ରାମବାସୀ
ଫୁଲବାଣୀ : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଟଙ୍କା ସବୁର ସତରେ ବିନିଯୋଗ ହୋଇପାରୁନାହିଁ। ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନଥିବା ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଲୁଛି। କିଛି ଗ୍ରାମାଞ୍ଚଳରେ ବସବାସ କରୁଥିବା!-->…
Read More...
Read More...
ଚୋର କିଏ ଜାଣି ସୁଦ୍ଧା ପୋଲିସ ଧରିବାରେ ବିଫଳ
ଦାନଗଦୀ : ଦାନଗଦୀ ଅଞ୍ଚଳ ରେ ଦିନକୁ ଦିନ ଚୋରି, ଡକାୟତି, ମଦ, ଗଞ୍ଜେଇ ବେପାର ବୃଦ୍ଧି ପାଇବାରେ ଲାଗିଛି, ଏହିପରି ବହୁତ ଅଭିଯୋଗ ଦାନଗଦି ଫାଣ୍ଡିକୁ ଆସୁଛି, କିନ୍ତୁ ଏସବୁ ପ୍ରତି ଦାନଗଦି ପୋଲିସ ନିଷ୍କ୍ରିୟ ଥିବା ଅଭିଯୋଗ ହେଉଛି, ଅଭିଯୋଗ ମୁତାବକ ଗତ ୧୦ତାରିଖ ବିଳମ୍ବିତ ରାତିରେ ସୋଲେଇ!-->…
Read More...
Read More...
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍। ଶ୍ରୀମନ୍ଦିର ଭିତରେ ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ କରିଛନ୍ତି ଜଣେ ବ୍ୟକ୍ତି। ଫଟୋ ଭାଇରାଲ୍ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାଜା ସାକାର। ନିଜ ସୋସିଆଲ ମିଡିଆରେ ରାଜା ଏହି ଫଟୋ ଭାଇରାଲ୍ କରିଥିବା ବେଳେ ଏହାକୁ ନେଇ ସମସ୍ତ!-->…
Read More...
Read More...
ଖୋଲିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର
ଆଜି ଖୋଲିଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଏ ନେଇ ଶୁଭ ବେଳା ମଧ୍ୟ ଧାର୍ଯ୍ୟ ହୋଇଥିଲା। ୯ଟା ୫୧ ରୁ ୧୨ଟା ୧୫ ମଧ୍ୟରେ ଶୁଭ ବେଳା ରହିଥିବା ବେଳେ ଏହି ସମୟ ଭିତରେ ଖୋଲାଯାଇଛି ଭିତର ରତ୍ନଭଣ୍ଡାର। ପୂର୍ବରୁ ଯେଉଁ ଏସ ଓ ପି ରହିଛି ସେହି ଏସ ଓ ପି ଆଧାରରେ ହିଁ ରତ୍ନଭଣ୍ଡାର ଖୋଲାଯାଇଛି।!-->…
Read More...
Read More...
ଫୁଲବାଣୀ ସହର କୂତ୍ରିମ ବନ୍ୟା
କନ୍ଧମାଳ : ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷାରେ ଫୁଲବାଣୀ ସଦର ମହକୁମା ମୁଖ୍ୟ ବଜାର ରାସ୍ତା,ଗଲିକନ୍ଦି ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି, ପଙ୍କ ମଇଳା ଦେଖିବାକୁ ମିଳିଛି l ଏହି ଫଳରେ ରାସ୍ତାର ପାଣି ଡ୍ରେନରେ ଯିବା ପରିବର୍ତ୍ତେ ଦୋକାନ, ଗୃହ, ଘର ଭିତରେ ପାଣି ଢେଉ ହୋଇ ପ୍ରବେଶ କରିଥିଲା!-->…
Read More...
Read More...
୫ କିଲୋ ରୂପା ଉଦ୍ଧାର, ଦୁଇ ଅଭଯୁକ୍ତ ଗିରଫ
ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଗଡ଼ର ଗାଁ ରାସ୍ତାରୁ ରୁପା ଗହଣା ଚୋରି ଘଟଣାରେ 2 ଜଣ ଅଭିଯୁକ୍ତ କୁ ଗିରଫ କରିଛି ଉଦୟଗିରି ପୋଲିସ l ସେମାନଙ୍କ ଠାରୁ 5 କେଜି ରୁପା ଓ ଗୋଟିଏ ବାଇକ ଜବତ କରାଯାଇଛି ବୋଲି ମଙ୍ଗଳବାର ଆର. ଉଦୟଗିରି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ସୂଚନା!-->…
Read More...
Read More...
ପରିବେଶ ସନ୍ତୁଳନ ରକ୍ଷା ପାଇଁ ସହାୟକ ବୃକ୍ଷ ରୋପଣ ଅଭିଯାନ
ସମ୍ବଲପୁର : ସାରା ବିଶ୍ୱ ଦିନକୁ ଦିନ ପ୍ରଦୂଷିତ ହେବା ସହ ଉଷ୍ମତାର ବଳୟ ଆଚ୍ଛାଦିତ ହେବାରେ ଲାଗିଥିବାବେଳେ, ଏହାକୁ ଏଡାଇବାକୁ ଭାରତ ବର୍ଷରେ "ଗୋଟିଏ ଗଛ ମାଁ ପାଇଁ " କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହିକ୍ରମରେ ସାମାଜିକ ଅନୁଷ୍ଠାନ ସକ୍ଷମ' ପକ୍ଷରୁ ଦୁର୍ଗାପାଲି ସ୍ଥିତ ଗୁଡ଼େଶ୍ୱର ବାବା!-->…
Read More...
Read More...