Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡା ନୀତି
ପୁରୀ : ଶ୍ରୀମନ୍ଦିରରେ ସୋମବାର ଶ୍ରୀଜୀଉଙ୍କ ଖସପଡ। ନୀତି ଅନୁଷ୍ଠିତ ହୋଇଯାଇଛି। ବାର ମାସରେ ୧୩ ପର୍ବ ତା ଭିତରୁ କାଳିଆ ଦୁଆରରେ କେତେ ରୀତିନୀତି ରହିଛି ତାହା କହିବା କଷ୍ଟ। ଶ୍ରୀମନ୍ଦିରର ବିଭିନ୍ନ ପରମ୍ପରା ମଧ୍ୟରୁ ଆଜି ଶ୍ରୀଜିଉଙ୍କ ଖସାପଡା ନୀତି ଅନୁଷ୍ଠିତ ହୋଇଛି। ଏହା ଏକ ଗୁପ୍ତ!-->…
Read More...
Read More...
ଗାନ୍ଧି ସ୍ମୃତି ପାଠାଗାର ପକ୍ଷରୁ କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା
ବରଗଡ : ସ୍ଥାନୀୟ ଗାନ୍ଧି ସ୍ମୃତି ପାଠାଗାର ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପରେ ପାଠାଗାରର ବରିଷ୍ଠ ସଦସ୍ୟ ତଥା ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେଇଯାଉଛି। ଏହି ଆଲୋଚନା ଚକ୍ରରେ ଲକ୍ଷ୍ମୀ ନାରାୟଣ!-->…
Read More...
Read More...
ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
କନ୍ଧମାଳ : କନ୍ଧମାଳ ଜିଲ୍ଲାର ସଦର ମହକୁମା ପ୍ରଦକ୍ଷିଣ ଗୃହ ଠାରେ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରାଙ୍କ ପରିଚାଳନାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ!-->…
Read More...
Read More...
ଇଚ୍ଛାଶକ୍ତି ବଳରେ ସବୁ କାମ ସମ୍ଭବ ହୋଇପାରିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା। ଏ ଦୁଇଟି ସହ ଆମ ପରମ୍ପରାକୁ ନେଇ ଆମକୁ ଆଗକୁ ବଢିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରବିନ୍ଦ୍ର ମଣ୍ଡପଠାରେ ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର!-->…
Read More...
Read More...
୭ ବର୍ଷର ବିଶ୍ୱରାଜ୍କୁ ହତ୍ୟା କରିଥିବା ସ୍ୱୀକାର କଲେ ଦୁଇ ନାବାଳକ
ହରଭଙ୍ଗା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରୀ ଗ୍ରାମର ବରିଷ୍ଠ ଦେହୁରୀଙ୍କ ୭ ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀର ମୃତଦେହକୁ ଗତମାସ ୩୦ ତାରିଖ ସନ୍ଧ୍ୟାରେ ପିପଲପାଲି ଗ୍ରାମର ଏକ ପରିିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା । ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ କଣ୍ଟାମାଳ!-->…
Read More...
Read More...
ଅଙ୍ଗଦାନ ଦିବସରେ ବ୍ୟାପକ ସଚେତନତା ,୬ ରେ ଅନୁଷ୍ଠିତ ହେବ ଶରୀର ଓ ଅଙ୍ଗଦାନ ମହୋତ୍ସବ
ଧର୍ମଶାଳା ,03/08/24 ଅଙ୍ଗଦାନ ଏବେ ସାରା ଦେଶ ରେ ଏକ ନୂଆ ସମ୍ଭାବନା ଓ ଏହାର ସଚେତନତା ପାଇଁ ସବୁ ମହଲରେ ଆରମ୍ଭ ହୋଇଛି ପ୍ରୟାସ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କବାଟବନ୍ଧ ଓ ସଚେତନ ନାଗରିକ ମଞ୍ଚ ଯାଜପୁର ର ମିଳିତ ପ୍ରୟାସ ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରେ ପାଳିତ ହୋଇଛି ଜାତୀୟ!-->…
Read More...
Read More...
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ନୀତି
ଆଜି ଶ୍ରାବଣ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଆଜି ମହାପ୍ରଭୁଙ୍କୁ ରତ୍ନଚିତା ଲାଗି କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା,ପ୍ରଭୁ ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି କରାଯିବ । ପ୍ରଥମ ଭୋଗମଣ୍ଡପ ଶେଷ!-->…
Read More...
Read More...
ଭୁବନେଶ୍ୱରରୁ ଦୁର୍ଗାପୁରକୁ ବିମାନ ସେବା
ଭୁବନେଶ୍ୱର : ଭୁବନେଶ୍ୱରରୁ ଦୁର୍ଗାପୁରକୁ ବିମାନ ସେବା । ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୁର୍ଗାପୁରକୁ ବିମାନ ସେବା । ଦୁର୍ଗାପୁର ବିମାନବନ୍ଦର ନିର୍ଦ୍ଦେଶକ କୈଳାସ ମଣ୍ଡଳଙ୍କ ସୂଚନା । ପ୍ରତିଦିନ ଭୁବନେଶ୍ୱରରୁ ଦୁର୍ଗାପୁରକୁ ଉଡ଼ିବ ଇଣ୍ଡିଗୋ ବିମାନ । ଭୁବନେଶ୍ୱରରୁ ବାଗଡୋଗରା!-->…
Read More...
Read More...
ଜିଲ୍ଲାସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ପାଳିତ
ଦେବଗଡ଼ : ସ୍ଥାନୀୟ ଦେବଗଡ଼ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଠାରେ ହାକାଥନ କାର୍ଯ୍ୟକ୍ରମ ଉଦଘାଟନ ଓ ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରାଧାକାନ୍ତ ଗଡତିୟା ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସୋସିଏଟ ପ୍ରଫେସର୍ ଓ ଗବେଷକ!-->…
Read More...
Read More...
ଲଘୁ ଖଣିଜ ଉପରେ ଲାଗୁନି ରୋକ
ହରଭଙ୍ଗା : ମହାନଦୀ ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି। ହରଭଙ୍ଗା ତହସିଲ ଅଞ୍ଚଳରେ ଚାଲିଛି ଲଘୁ ଖଣିଜ ଲୁଣ୍ଠନ। ମହାନଦୀ କୂଳେ କୂଳେ ଗଢି ଉଠୁଛି ବେଆଇନ ବାଲି ଡ଼ିପୋ। ଜାଣି ଅଜଣା ସାଜିଛି ଲଘୁଖଣିଜ ବିଭାଗ । ସରକାର ସବୁବେଳେ ଲଘୁ ଖଣିଜ ଉପରେ କୋଟି କୋଟି ଟଙ୍କାର ରାଜସ୍ୱ ପାଇଥାନ୍ତି l!-->…
Read More...
Read More...