Browsing Category

ରାଜ୍ୟ

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ବୌଦ୍ଧ,୧୦/୩ - ଗତକାଲି ରାତିରେ ଜାତୀୟ ରାଜପଥ ନମ୍ବର 57ର ତେଲିବନ୍ଧ ଗ୍ରାମପଞ୍ଚାୟତ କମଳପୁର୍ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟି ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର 57ର
Read More...

ବେଲପଡା ପୋଲିସର ସଫଳତା, ୨ ଲୁଟେରା ଗିରଫ

ପାଟଣାଗଡ,୯/୩ - ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ମାଟିଖାଇ ଗାଁର ଅଶୋକ ସାଗର ବେଲପଡା ଏସ୍ ବି ଆଈ ରୁ ପଚାଶ ହଜାର ଟଙ୍କା ବାହାର କରି ବ୍ୟାଙ୍କରୁ ବାହାରୁ ଥିବା ବେଳେ ୨ ଜଣ ଦୁର୍ବୁତ ଘଗୁର୍ଳି ଗାଁର ରିଙ୍କୁ ନାଗ(୩୨) ଓ ରାୟପୁର ର ଜୀବର୍ଧନ୍ ଯାଦବ (୩୦) ଟଙ୍କା ଛଡାଇ
Read More...

ଖଲିଆପାଲି ଡାକଘର ନିୟମିତ ଖୋଲାଯିବାକୁ ଦାବୀ

ବୌଦ୍ଧ,୯/୩ - କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଞ୍ଚାୟତର ସମସ୍ତ 40 ରୁ ଉର୍ଦ୍ଧ୍ବ ଗ୍ରାମ ଖଲିଆପାଲି ଡାକଘର ଅଧିନରେ ଆସୁଛି l ବଘିଆ ବାହାଲ୍ ଶାଖା ଡାକ ଘର ଅଧିନରେ ଆସୁଥିବା ଉକ୍ତ ଡାକଘର ନିୟମିତ ଖୋଲୁ ନଥିବା ହେତୁ ସମଗ୍ର ଲମ୍ବସରୀ ଗ୍ରାମ ପଞ୍ଚାୟତର ଲୋକେ ନାନାଦି ହଇରାଣ ହେଉଥିବା
Read More...

ମୁଣ୍ଡାପଡାରେ କ୍ଷୁଦ୍ର ଉଦ୍ୟୋଗ ମସଲା ତିଆରି ତାଲିମ ଉଦଘାଟିତ

ଜହ୍ନାପଙ୍କ,୯/୩;ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ସ୍ୱଭାଗୃହରେ ନାବାର୍ଡ଼ର ସହାୟତା ଓ ସଂଯୋଜନା ମିଳିତ ଆନୁକୂଲ୍ୟରେ ୧୦ ଦିନିଆ କ୍ଷୁଦ୍ର ଉଦ୍ୟୋଗ ମସଲା ତିଆରି ତାଲିମ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି।ମୁଣ୍ଡାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବିଦ୍ୟାଧର ସ୍ୱାଇଁ ମୁଖ୍ୟ ଅତିଥି ଭାବେ
Read More...

ଧାନ କିଣା ବନ୍ଦ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ /ବାଉଁଶୁଣୀ,୯/୩ - ବୋୖଦ୍ଧ ଜିଲ୍ଲାରେ ଧାନ କିଣା ଟାର୍ଗେଟ ସରିଯାଇଥିବା କହି ଚାଷୀଙ୍କ ଠାରୁ ପ୍ରଶାସନ ପେକ୍ସ ମାଧ୍ୟମରେ ଆଉ ଧାନ କିଣୁନଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଆଜି ରକସା ସେବା ସମବାୟ ସମିତି ଅନ୍ତର୍ଗତ ରକସା ଓ କୁରୁମ ପଦର ମଣ୍ଡିର ଚାଷୀମାନେ ଏକ
Read More...

କିଟ୍‍ ଓ କିସ୍ ରେ ଆନ୍ତର୍ଜାତିକ ମହିଳା ଦିବସ : କିଟ୍‍ ଓ କିସ୍‍ର ମହିଳା କର୍ମଚାରୀଙ୍କୁ କିଟ୍‍ ମାଗଣାରେ ଦେବ କରୋନା…

ଭୁବନେଶ୍ୱର: କିଟ୍‍ ଅନୁଷ୍ଠାନ ସମୂହ ଓ କିସ୍ ରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍‍ ପକ୍ଷରୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଘୋଷଣା କରିଛନ୍ତି । ସୋମବାର କିଟ୍‍ ଓ କିସ୍‍ ପକ୍ଷରୁ
Read More...

ନାଲ୍‌କୋରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁୁବନେଶ୍ୱର : ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନାସ୍‌ନାଲ ଆଲୁମିନିୟମ କଂପାନୀ (ନାଲ୍‌କୋ) ପକ୍ଷରୁ ନାଲକୋ ରିସର୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ ।
Read More...

ମନ୍ଦିରରେ ଶିବରାତ୍ରୀ ପାଳନ ନିଷେଧ କଲେ ଜିଲ୍ଲାପାଳ

ବୌଦ୍ଧ,୮/୩ - ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ହେବାକୁ ଥିବା ମହା ଶିବରାତ୍ରୀ ପାଇଁଁ ମାର୍ଗଦର୍ଶିକା ଜାରୀ କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର l କୋଭିଡ୍ ୧୯ ସଂକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି କୌଣସି ଶିବ ମନ୍ଦିର ପରିସରରେ ଏ ବର୍ଷ ମହା ଶିବରାତ୍ରୀ ଜାଗର କରି ପାରିବେ ନାହିଁ
Read More...

ଦାରିଙ୍ଗବାଡ଼ିରେ କୃଷକ ସମ୍ପର୍କ ମେଳା ଉଦଘାଟିତ ହେଲା କୃଷି ରଥ

ଦାରିଙ୍ଗବାଡ଼ି,୮/୩:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପ୍ଲିହେରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଆନ୍ତର୍ଜାତିକ ମହିଳା ଦିବସରେ କୃଷି ବିଭାଗ ପକ୍ଷରୁ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଅଛି । କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀଙ୍କ
Read More...

ଏଲ.କେ.ବି.କେ. ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବୌଦ୍ଧ ,୮/୩- ଆଜି ଲୋକ କଳା ବିକାଶ କେନ୍ଦ୍ର ସରସରା ତରଫରୁ ମହିଳା ଦିବସ ପାଳିତ ହୋଇଯାଇଛି । ସକାଳ ୯ଟାରେ ବୌଦ୍ଧ ପଞ୍ଚାୟତ କଲେଜର ଏକ ସାଇକେଲ ରାଲିରେ ବାଲ୍ୟ ବିବାହ ବନ୍ଦ , କନ୍ୟା ଭୃଣ ହତ୍ୟା ବନ୍ଦ , ମହିଳାଙ୍କୁ ସମ୍ମାନ ଆଦି ଉପରେ ସ୍ଲୋଗାନ ଦେଇ ଛାତ୍ରୀ ମାନେ ସହର ପରିକ୍ରମା କରି
Read More...