Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଏନଏସିର ୬ ସାହି ସମେତ ବଢିଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷିତ
ବୌଦ୍ଧ,୨୨/୪- ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଏନ.ଏ.ସି. ର ବିଭିନ୍ନ ୱାର୍ଡର ୬ଟି ସାହି ସମେତ ବଢିଗାଁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମ ସମେତ ବୌଦ୍ଧ!-->…
Read More...
Read More...
ବାଉଁଶୁଣୀ ଅଞ୍ଚଳରେ କୋଭିଡ୍ ନିୟମ ପାଳନରେ ଢିଲାମେଲା !
ବୌଦ୍ଧ/ବାଉଁଶୁଣୀ,୨୨/୪- କରୋନାର ଦ୍ୱିତୀୟ ଲହର୍ ବୌଦ୍ଧଜିଲ୍ଲାରେ ତାର କାୟା ବିସ୍ତାରକରି ସାରିଥିବାବେଳେ ଅମାନିଆ କିନ୍ତୁ ମାନୁ ନାହାନ୍ତି ନୀତିନିୟମ । ବିନା ମାସ୍କ ଓ ବିନା ସାମାଜିକ ଦୂରତା ରକ୍ଷାକରି ଲୋକେ ସବୁଠି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ବୌଦ୍ଧ ସହରରେ ଅମାନିଆ!-->…
Read More...
Read More...
ଝାଙ୍କରପଡାରେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ସନ୍ଦେହ
ବୌଦ୍ଧ/ବାଉଁଶୁଣୀ,୨୨/୪ - ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଅଜଣା ବ୍ୟକ୍ତିଙ୍କ ମାରଣାସ୍ତ୍ରରେ ଆକ୍ରମଣ ଫଳରେ ଜଣେ ବ୍ୟକ୍ତି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ!-->…
Read More...
Read More...
କରୋନା ପାଇଁ ଫିକାପଡିଲା ଶ୍ରୀରାମ ନବମୀ ଓ ରାମଲୀଳା
ବୌଦ୍ଧ,୨୨/୪ - କରୋନା ମହାମାରୀର ଦ୍ୱିତୀୟ ଲହର୍ ଆସିବାପରେ ଲାଗୁ ହୋଇଛି କଟକଣା । ଗତକାଲି ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ମନ୍ଦିର ମାନଙ୍କରେ ପାରମ୍ପରିକ ପୂଜାବିଧି ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭକ୍ତ ଓ ବ୍ରତୀମାନଙ୍କ ସମାଗମ ଦେଖିବାକୁ ମିଳିନଥିଲା । କରୋନା ଯୋଗୁଁ ଲକଡାଉନ!-->…
Read More...
Read More...
ବନବିଭାଗ ଦ୍ୱାରା ହରିଣ ଉଦ୍ଧାର
ଦଶପଲ୍ଲା,୨୨/୪- ଜଙ୍ଗଲ ନିଆଁ, ମହୁଲ ମୂଳରୁ ମାରଇ ଡିଆଁ । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା କେବଳ ଯେ ପରିବେଶ ନଷ୍ଟ ହେଉଛି ତାହା ନୁହେଁ ବନ୍ୟଜନ୍ତୁ ମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି । ତାହାର ଏକ ନିଛକ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ଏନଏସି ଅଂଚଳରେ । ଜଙ୍ଗଲରେ ନିଆଁ!-->…
Read More...
Read More...
ବୌଦ୍ଧଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩୮ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୨/୪ - ଆଜି ବୌଦ୍ଧଜିଲ୍ଲାରେ ପୁଣି ୩୮ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୩୮ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୮ ରେ ପହଞ୍ଚିଛି ।!-->…
Read More...
Read More...
ଅଗ୍ନିକାଣ୍ଡରେ ୨ବଖରା ଘର ଭସ୍ମୀଭୂତ
ହରଭଙ୍ଗା,୨୧/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଜବଲପୁର ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟି ସଂଜୀବ ଦୀପଙ୍କ ଦୁଇ ବଖରା ଚାଳଘର ଜଳିପୋଡି ପାଉଁଶ ହୋଇଯାଇଛି । ସେ ରୋଷେଇ କରୁଥିବା ସମୟରେ କୌଣସିମତେ ନିଆଁ ଲାଗିଯାଇଥିଲା । ଖବରପାଇ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ!-->…
Read More...
Read More...
ନିଆଁଲାଗି ଦୁଇଟି ପରିବାରର ୩ ବଖରା ଘର ଭସ୍ମୀଭୂତ
ବୌଦ୍ଧ,୨୧/୪ - ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ବୌଦ୍ଧବ୍ଲକ୍ ପଦ୍ମନପୁର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର୍ ଦଳିତ ସାହିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୩ ବଖରା ଘର ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨!-->…
Read More...
Read More...
ହରଭଙ୍ଗାବ୍ଲକର ବିଭିନ୍ନ ଟିଏମ୍ସି ପରିଦର୍ଶନ କଲେ ଜିଲ୍ଲାପାଳ
ହରଭଙ୍ଗା,୨୧/୪- ଦିନକୁ ଦିନ କରୋନା ସଂକ୍ରମିତ ବଢିବାରେ ଲାଗିଥିବାବେଳେ, ରାଜ୍ୟ ବାହାରେ ଥିବା ଦାଦନ ଶ୍ରମିକ ବର୍ତ୍ତମାନ ଘରମୁହାଁ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବାହାର ରାଜ୍ୟର ଶ୍ରମିକମାନେ ଅଧିକ କରୋନା ସଂକ୍ରମିତ ହେଉଥିବାଜାଣି, ପୂର୍ବରୁ ସେନେଇ ଜିଲ୍ଲାପ୍ରଶାସନ ତତ୍ପରତା ହୋଇ!-->…
Read More...
Read More...
ପୁରୁଣାକଟକରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ
ବୌଦ୍ଧ,୨୧/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କଲେଜଛକ ନିକଟରେ ଆଜି ହରଭଙ୍ଗା ବ୍ଲକ ବିଜେପି କାର୍ଯାଳୟ ଜିଲ୍ଲା ଉପସଭାପତି ଶ୍ୟାମସୁନ୍ଦର ପୁରୋହିତଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଭାରତମାତା, ଦିନ୍ ଦୟାଲ୍, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫୋଟ ଚିତ୍ରରେ!-->…
Read More...
Read More...