Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୁଣାକଟକରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ
ବୌଦ୍ଧ,୨୧/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କଲେଜଛକ ନିକଟରେ ଆଜି ହରଭଙ୍ଗା ବ୍ଲକ ବିଜେପି କାର୍ଯାଳୟ ଜିଲ୍ଲା ଉପସଭାପତି ଶ୍ୟାମସୁନ୍ଦର ପୁରୋହିତଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଭାରତମାତା, ଦିନ୍ ଦୟାଲ୍, ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫୋଟ ଚିତ୍ରରେ!-->…
Read More...
Read More...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ , ଧାରୁଆ ଅସ୍ତ୍ରରେ ଗଳାକାଟି ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ
ବାଲିଗୁଡ଼ା,୨୧/୪: ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଗଳା କାଟି ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଗ୍ରାମ ପଞ୍ଚାୟତର ବିରିମିଲା ଗାଁ । ସୂଚନା ପ୍ରକାରେ ବିରିମିଲା ଗାଁ ର!-->…
Read More...
Read More...
ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ସଂଜୀବ ଓ ବିନୋଦ
କଣ୍ଟାବାଞ୍ଜି,୨୧/୪- ସାରା ବିଶ୍ୱକୁ କରୋନାର ଦ୍ୱିତୀୟ ଲହରୀ ଗ୍ରାସି ଥିବାବେଳେ ବର୍ତ୍ତମାନ ପରିସ୍ଥିତି ଅସମ୍ଭାଳ ହେଲାଣି । ଏହିଭଳି ପରିସ୍ଥିତିରେ ରକ୍ତର ମଧ୍ୟ ମହା ସଙ୍କଟ ଦେଖା ଦେଇଛି।ଇତିମଧ୍ୟରେ ତୁରେକେଲା ଗ୍ରାମର ୧୪ବର୍ଷର ବାଳକ ସୁମିତ ପୁଟେଲ ସିକଲିଙ୍ଗ ରୋଗୀ ହୋଇଥିବାରୁ!-->!-->!-->…
Read More...
Read More...
ଯାତ୍ରୀ ବିଶ୍ରାମାଗାର ପାଲଟିଛି ଠିକା ସଂସ୍ଥାର ଗୋଦାମ, ଖରାବର୍ଷାରେ ଯାତ୍ରୀ ହନ୍ତସନ୍ତ
ଦାରିଙ୍ଗବାଡି,୨୧/୪- ଗାଁ ଗହଳିରେ ଲୋକଙ୍କ ଯାତାୟାତ ପାଇଁ ବସ୍କୁ ଅପେକ୍ଷା କରିବା ତଥା ବିଶ୍ରାମ ନେବାପାଇଁ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଉଛି । ଯାହା ଫଳରେ ଯାତ୍ରୀମାନେ ସୁବିଧାରେ ବିଶ୍ରାମକରି ଯାତ୍ରା କରିପାରିବେ । କିନ୍ତୁ ସେହି ଯାତ୍ରୀ ବିଶ୍ରାମଗାରଟିକୁ ରାସ୍ତା ନିର୍ମାଣ!-->…
Read More...
Read More...
ବାତିଲ ହେଲା ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ୱର : ରାଜ୍ୟର ୬ଲକ୍ଷ ମାଟ୍ରିକ୍ (ଦଶମ ଶ୍ରେଣୀ) ପରୀକ୍ଷାର୍ଥୀଙ୍କ ଦ୍ୱନ୍ଦ୍ୱର ଅବସାନ ଘଟିଛି । ଗତକାଲି ରାଜ୍ୟ ପ୍ରଥମ ଥର ପାଇଁ କୋମଳ ବୟସର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ ଜଣାଇବା ପରେ ଆଜି ତୁରନ୍ତ ରାଜ୍ୟ!-->…
Read More...
Read More...
ରାସ୍ତାକଡରୁ ଅଚେତ ଅବସ୍ଥାରେ ନିଖୋଜ ନାବାଳିକା ଉଦ୍ଧାର
ବୌଦ୍ଧ,୨୧/୪- ଗତକାଲି ସନ୍ଧ୍ୟାରେ ବୌଦ୍ଧବ୍ଲକ୍ ମୁଣ୍ଡାପଡା ଗ୍ରାମ ପଞ୍ଚାୟତର ବାରପୁଡୁଗ୍ - ତରଭା ରାସ୍ତା ଉପରେ ଅଚେତ ଅବସ୍ଥାରେ ପଡିଥିବା ଜଣେ ନାବାଳିକା ଉଦ୍ଧାର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡାପଡା ଗ୍ରାମର ହାଇସ୍କୁଲ ପଢୁଆ ଜଣେ ନାବାଳିକା ନିଜଘରୁ ଗତକାଲି!-->…
Read More...
Read More...
ଆଜି ବୌଦ୍ଧ ଜିଲ୍ଲାରୁ ୨୨ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୧/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୨ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪୦ରେ ପହଞ୍ଚିଛି ।!-->…
Read More...
Read More...
ଜେ.ସି.ବି. ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ବୌଦ୍ଧ,୨୧/୪ - ବୌଦ୍ଧଥାନା ବାମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିମୁଣ୍ଡା ଗ୍ରାମରେ ଗତକାଲି ଏକ ଦୁଃଖଦ ଘଟଣା ଘଟିଯାଇଥିବା ଜଣାପଡିଛି । ବୁଟୁପାଲି - ବଘିଆପଡା ରାସ୍ତା କାମ କରୁଥିବା ଏ. ଆର. ଏସ. ଏସ. ଠିକା ସଂସ୍ଥାର ଡ୍ରାଇଭରଙ୍କ ବେପରୁଆ ଜେ.ସି.ବି ଚାଳନା ଯୋଗୁଁ ଗ୍ରାମର ଜଣେ ଯୁବକଙ୍କ!-->…
Read More...
Read More...
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ
ବୌଦ୍ଧ/ବାଉଁଶୁଣୀ,୨୧/୪ - ଗତକାଲି ରାତି ପ୍ରାୟ ୧୧ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ଗଜରାଜପୁର୍ ଗ୍ରାମ ନିକଟରେ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜମଟାଙ୍ଗୀ!-->!-->!-->…
Read More...
Read More...
ରକ୍ଷଣାବେକ୍ଷଣ ଅଭାବରୁ ଡାହାଣକୁ ଟଳିବାରେ ଲାଗିଲାଣି ମନ୍ଦିର
ବୌଦ୍ଧ /ବାଉଁଶୁଣୀ - ବୌଦ୍ଧ ବ୍ଲକ ବାଉଁଶୁଣୀ ଠାରେ ଥିବା ପ୍ରାୟ ୮୦୦ ବର୍ଷର ଶ୍ରୀ ଶ୍ରୀ ଭୁବନେଶ୍ୱର ମହାଦେବଙ୍କ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଡାହାଣକୁ ଢଳିବାରେ ଲାଗିଲାଣି । ଆବଶ୍ୟକ ରକ୍ଷଣାବେକ୍ଷଣ କରାନଗଲେ ଆଉ କିଛିବର୍ଷ ପରେ ମହାନଦୀରେ ଲୀନ ହୋଇଯିବାର ସମ୍ଭାବନା ରହିଛି । ଦ୍ୱାଦଶ!-->…
Read More...
Read More...