Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ
ବୌଦ୍ଧ,୫/୩- ଗତ ବୁଧବାର ଅପରାହ୍ନ. 3. 30 ମିନିଟ ସମୟରେ ବୁଟୁପାଲି - ବଘିଆପଡା ରାସ୍ତାର ନକୁଆନାଳୀ ଗ୍ରାମ ସୀତରା ସାହି ନିକଟରେ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଥିବା ବାଇକ ଆରୋହୀ ଯୁବକ ଜଗନ୍ନାଥ ପାଣିଗ୍ରାହୀ (32) ଗତକାଲି ମୃତ୍ୟୁବରଣ କରିଥିବା ଜଣା ପଡିଛି l ମିଳିଥିବା!-->!-->!-->…
Read More...
Read More...
ନିର୍ମାଣାଧିନ ମହାନଦୀ ପୋଲ ଛାତରୁ ଖସି ଶ୍ରମିକଙ୍କ ମୃତ୍ୟୁ
ବୌଦ୍ଧ,୫/୩ - ହରଭଙ୍ଗା ବ୍ଲକ୍ ଧଳପୁର - ଆଠମଲ୍ଲିକ ମହାନଦୀ ସେତୁରେ କାମ କରୁଥିବା ଜଣେ ଶ୍ରମିକ 40 ଫୁଟ୍ ତଳକୁ ଖସି ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ କାମ ସାରି ପୋଲ ଉପରୁ ତଳକୁ ଓଲ୍ହାଉ ଥିବା ବେଳେ ଖସି ପଡି ସମୀର ଘୋଷ (20 ବର୍ଷ) ନାମକ!-->…
Read More...
Read More...
ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର : ୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ-…
ଭୁବନେଶ୍ବର, : ଆଜି ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ। ଆଜିର ଦିନକୁ ରାଜ୍ୟ, ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ OdishaOne Portal ଲୋକାର୍ପିତ!-->…
Read More...
Read More...
ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟିତ
ବୌଦ୍ଧ,୫/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମ ପଞ୍ଚାୟତର ନବନିର୍ମିତ କାର୍ଯ୍ୟାଳୟ ଗୃହ ଆଜି ପଞ୍ଚାୟତିିରାଜ ଦିବସ ଅବସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବିଧାୟକ ପ୍ରଦୀପ ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ!-->…
Read More...
Read More...
ବୌଦ୍ଧ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳିତ
ବୌଦ୍ଧ,୫/୩ - ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବ ବୌଦ୍ଧ ଟାଉନ୍ହଲ୍ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁଙ୍କ!-->…
Read More...
Read More...
ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ
ବୌଦ୍ଧ,୫/୩ -ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କଚେରୀ ପାଖରେ ଗତକାଲି ସନ୍ଧ୍ୟାରେ ଏକ ଡଂଫର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ଆଜି ସକାଳୁ ଉତ୍ୟକ୍ତ ଲୋକେ ଦୁର୍ଘଟଣା ସ୍ଥଳ ନିକଟରେ ମୃତକଙ୍କ ପରିବାର କୁ ସହାୟତା ପ୍ରଦାନ ଓ!-->…
Read More...
Read More...
ବିଭିନ୍ନ ଦୋକାନରୁ ପଲିଥିନ ଜବତ୍ ଓ ଜୋରିମାନା ଆଦାୟ
ବୌଦ୍ଧ,୪/୩ - ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ମନୋରଂଜନ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ବୌଦ୍ଧ ମାର୍କେଟ ଅଂଚଳରେ ବେଆଇନ୍ ପଲିଥିନ ବିକ୍ରୟ ଓ ବ୍ୟବହାର ଉପରେ ଚଢାଉ ହୋଇଥିବା ଜଣା ପଡିଛି l ବୌଦ୍ଧ ଏନଏସି ର ବରିଷ୍ଠ କର୍ମଚାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ରତିକାନ୍ତ!-->…
Read More...
Read More...
ଦିନିକିଆ ଗ୍ରସ୍ତରେ ରାଜ୍ୟ ବିଜେପି ସଭାପତି
ଫୁଲବାଣୀ,୪/୩- ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ I ଏଣେ ହାତରେ ଆଉ କମ ସମୟ ରହିଲା। ଏବେ ଠାରୁ ତୃଣମୂଳ ସ୍ତରରେ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରି ଦଳୀୟସଂଗଠନକୁ ମଜବୁତ କରିବା ସହ କର୍ମୀମାନଙ୍କୁ ଏକ ଯୁଟ କରି କାମରେ ଲଗାଅ ବୋଲି ଦିନିକିଆ କନ୍ଧମାଳ ଗସ୍ତରେ ଆସି ରାଜ୍ୟ ବିଜେପି ସଭାପତି ସମୀର!-->…
Read More...
Read More...
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଜଣେ ଗୁରୁତର
ବୌଦ୍ଧ,୪/୩- ଜାତୀୟ ରାଜପଥ ନମ୍ବର ୫୭ର ଚାରିଛକ ତହସିଲ ଅଫିସ ନିକଟରେ ଭାରସାମ୍ୟ ହରାଇ ଗତକାଲି ଅପରାହ୍ନରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ପାନିସାଲ ନିକଟ କାକେନ୍ଦ୍ରୀ ଗ୍ରାମର!-->…
Read More...
Read More...
ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର
ବୌଦ୍ଧ,୪/୩ - ମନମୁଣ୍ଡା - ଶଗଡା ରାସ୍ତାର ଗୁଡଭେଲିପଦର ଦଳିତ ସାହି ନିକଟରେ ଗୋଟିଏ ସାଇକେଲକୁ ବାଇକ ଧକ୍କା ଦେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ଗୁଡଭେଲିପଦର ଗ୍ରାମର ନଟବର ନାଏକ ସାଇକେଲ ଯୋଗେ ମନମୁଣ୍ଡା ଆଡକୁ!-->…
Read More...
Read More...