Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ୪୭୬୧କରୋନା ପଜିଟିଭ ଚିହ୍ନଟ, ୫ ମୃତ
ଭୁବନେଶ୍ୱର ୨୦ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ଆଜି ବୌଦ୍ଧ ଏନ.ଏ.ସି.ରୁ ୧୩ ଓ କଂଟାମାଳରୁ ୭ ପଜିଟିଭ ଚିହ୍ନଟ
ବୌଦ୍ଧ,୨୦/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି କରୋନା ମିଟର୍ ବଢି ନୂତନ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୮ରେ!-->…
Read More...
Read More...
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, 2 ଗୁରୁତର
ବୌଦ୍ଧ/ବାଉଁଶୁଣୀ,୧୯/୪- ଆଜି ସନ୍ଧ୍ୟାରେ 57ନଂ ଜାତୀୟ ରାଜପଥ ଗୁଦୁଗୁଦା ପୋଲ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମ୍ପରା ଗ୍ରାମର ପୂର୍ଣଚନ୍ଦ୍ର ସିଂହ ଓ!-->!-->!-->…
Read More...
Read More...
ପାନୀୟ ଜଳର ମହା ସଂକଟ, ମରାମତି ହୋଇପାରୁନି ନଳକୂପ
ହରଭଙ୍ଗା,୧୯/୦୪ - କିଡ଼ନୀ ମହାମାରୀର ପେଣ୍ଠ ସ୍ଥଳୀ ପାଲଟିଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି | ଜାଣି ନ ଜାଣିଲା ଭଳି ସ୍ଥାନୀୟ ରାଜନେତା ଓ ବିଭାଗୀୟ କତୃପକ୍ଷ ଏହା ଉପରେ ଧ୍ୟାନ ଦେଉନାହାନ୍ତି l ବିଭିନ୍ନ ନଳକୂପ ଅଚଳ ଅବସ୍ଥା!-->…
Read More...
Read More...
ଶିକ୍ଷକଙ୍କୁ ରେଳ ଷ୍ଟେସନରେ କରୋନା ଡ୍ୟୁଟି
କଣ୍ଟାବାଞ୍ଜି,୧୯/୪-ସରକାରଙ୍କ ନିର୍ଦ୍ଦେଶାନୁସାରେ ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ଏନ.ଏ.ସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ନିଯୁକ୍ତ କରାଯାଇଛି। ବିଭିନ୍ନ ରାଜ୍ୟରୁ ରେଳ ଯୋଗେ ଫେରୁଥିବା ପ୍ରବାସୀ ମାନଙ୍କର!-->!-->!-->…
Read More...
Read More...
କ୍ରସର୍ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୧୯/୪- ବୌଦ୍ଧବ୍ଲକ୍ ଗୋଛାପଡା ଗ୍ରାମ ପଞ୍ଚାୟତ ବିଜାପଦର୍ ଓ ସିଆଳିମୁଣ୍ଡା ଗ୍ରାମରେ ଥିବା ଦୁଇଟି କ୍ରସରକୁ ବନ୍ଦ କରିବା ପାଇଁ ଉଭୟ ଗ୍ରାମର ଶତାଧିକ ଜନସାଧାରଣ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କ୍ରସର୍ ଓ ବେଆଇନ୍!-->…
Read More...
Read More...
ବୌଦ୍ଧ: ହୁ ହୁ ହୋଇ ବଢୁଛି କରୋନା, ଆଜି ୨୧ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୯/୪- ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୧ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯୫ରେ ପହଞ୍ଚିଛି ।!-->…
Read More...
Read More...
ଆନ୍ଧ୍ର ସୀମାନ୍ତ ପ୍ରବେଶପଥର ନାକାଗେଟ୍ରେ କଡାକଡି ସ୍ଥିତି ଅନୁଧ୍ୟାନ ଓ କୋଭିଡ୍ ଟେଷ୍ଟ
ପାରଳାଖେମୁଣ୍ଡି,୧୯/୪- ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରରେ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏହି!-->…
Read More...
Read More...
ସଚେତନ ଯୁବ ସମାଜ ପକ୍ଷରୁ ମାସ୍କ ବଣ୍ଟନ
ଜହ୍ନାପଙ୍କ,୧୯/୪- ଦ୍ୱିତୀୟ ଲହରୀ କୋରନା ବ୍ୟାପକ ଭାବେ ବଢି ଚାଲିଥିବା ବେଳେ ଏହାର ପ୍ରତିରୋଧ କରିବାର ଏକମାତ୍ର ବିକଳ୍ପ ଭାବେ ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧିବା ପାଇଁ ସଚେତନ କରି ମାସ୍କ ବଣ୍ଟନ କରିଥିଲେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କ ସଚେତନ ଯୁବସମାଜ । ଏହି!-->…
Read More...
Read More...
କଂଗ୍ରେସର ଟାଣୁଆ ନେତାଙ୍କ ପରଲୋକ
ପାଟଣାଗଡ,୧୯/୪: ବଲାଙ୍ଗୀର ଜିଲ୍ଲା ପାଟଣାଗଡ କଂଗ୍ରେସର ଟାଣୁଆନେତା ତଥା କେନ୍ଦୁପତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜ୍ୟ ଉପସଭାପତି କିଶୋର ପରିଛାଙ୍କ ଆଜି ମୃତ୍ୟୁ ଘଟିଛି । ସେ ଯାଜପୁର ଟାଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ!-->…
Read More...
Read More...