Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସେଲାମାଲ୍ ଗ୍ରାମରେ ଛେଳି ମଡକ, ପ୍ରାଣୀ ବିଭାଗ ବେଫିକର୍ !
ବୌଦ୍ଧ,୧୯/୪- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ସେଲାମାଲ୍ ଗ୍ରାମରେ ଗତ କିଛିଦିନ ହେଲା ଛେଳି ମଡକ ଦେଖାଦେଇଥିବା ବେଳେ ପ୍ରାଣୀ ବିଭାଗ ବେଫିକର୍ ରହିଥିବା ଛେଳି ଚାଷୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେଲାମାଲ୍ ଗ୍ରାମରେ ଗତ କିଛିଦିନ ହେଲା!-->…
Read More...
Read More...
ରାଜ୍ୟରେ ଦୈନିକ ସଂକ୍ରମଣ ୫ହଜାର ମୁହାଁ
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...
ରାମଗଡରେ କୃଷି ରଥ କାର୍ଯ୍ୟକ୍ରମ
ହରଭଙ୍ଗା,୧୮/୦୪- ଆଧୁନିକ ପ୍ରଣାଳୀରେ କୃଷି କାର୍ଯ୍ୟକରି ଚାଷୀର ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ସରକାର ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ନାଚ ଗୀତ ମଧ୍ୟମରେ ଚାଷୀକୁ ରୋଗ, ପୋକର ସଠିକ ଉପଚାର, ମାଟି ପରୀକ୍ଷା, ବୈଜ୍ଞାନିକ ପ୍ରଣାଳୀରେ ଚାଷ ବିଷୟରେ ଲୋକଙ୍କୁ ସଚେତନ କରାଇ ଅଧିକ!-->…
Read More...
Read More...
ବାଇକ ଦୁର୍ଘଟଣା ଘଟଣା, ବ୍ରହ୍ମପୁରରେ ଚିକିତ୍ସିତ ଅବସ୍ଥାରେ ଆଉ ଜଣକ ମୃତ୍ୟୁ
ଦାରିଙ୍ଗବାଡି,୧୮/୪ : ଆଜି ସକାଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ବୁଲାଣିରେ ବାଇକ ଦୁର୍ଘଟଣା ଘଟି ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଦାରିଙ୍ଗବାଡି!-->…
Read More...
Read More...
ଅସହାୟ ବିଧବା ଶୈଳଙ୍କ ପାଇଁ ସରକାରୀ ଯୋଜନା ସାତ ସପନ
ଜହ୍ନାପଙ୍କ,୧୮/୪;ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମଠାରୁ ମମତା ଯୋଜନା ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି ହେଲେ ଏହି ଯୋଜନା ଶୈଳଙ୍କ ପାଇଁ ଅପହଞ୍ଚ ହୋଇପଡିଛି।ସୂଚନାମତେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମରେ ରହନ୍ତି ଶୈଳ ପ୍ରଧାନଙ୍କ!-->…
Read More...
Read More...
ସିମନବାଡ଼ିରେ ପହଞ୍ଚି ସ୍ଥିତି ଦେଖିଲେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଖୁବଶୀଘ୍ର ରାସ୍ତା କାମ ଶେଷ…
ଦାରିଙ୍ଗବାଡ଼ି,୧୮/୪: ୫୯ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ଗତବର୍ଷ ଠାରୁ ଏକ ଠିକା ସଂସ୍ଥା ଦ୍ୱାରା ଚାଲିଛି l କିନ୍ତୁ କାର୍ଯ୍ୟ ଶେଷ ନହେବା ଯୋଗୁଁ ସିମନ ବାଡ଼ି ବାସୀ ବାରମ୍ବାର ଠିକା ସଂସ୍ଥାର ଗାଡ଼ି ଗୁଡିକୁ ଅଟକ ରଖିବା ଯୋଗୁଁ ଠିକା ସଂସ୍ଥାର!-->…
Read More...
Read More...
ଆଦିବାସୀ ନେତା ବ୍ରଜକିଶୋର ସିଂ ଭୋଇଙ୍କ ପରଲୋକ
ପାଟଣାଗଡ,୧୮/୪:ବଲାଙ୍ଗୀରର ବିଭିନ୍ନ ସାମୁହିକ ସମସ୍ୟା ଜନସାଧାରଣ ଦାବି ଶ୍ରମିକର ହକ୍ ଆଦିବାସୀ ମାନଙ୍କର ଅଧିକାର ପାଇଁ ସବୁବେଳେ ସଂଗ୍ରାମ କରୁଥିବା କ୍ରାନ୍ତିକାରୀ ବ୍ରଜ କିଶୋର ସିଂ ଭୋଇ ୭୨ଙ୍କ ଆଜି ଅକାଳ ବିୟୋଗ ଘଟିଛି। ସେ ଶ୍ବାସ ଜନିତ ସମସ୍ୟା ହେବାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ!-->!-->!-->…
Read More...
Read More...
ଆଞ୍ଚଳିକ ସେବା ସଂସଦ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ
ଆଠମଲ୍ଲିକ : ଦିନକୁ ଦିନ ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାକୁ ଲାଗିଛି । ଏମିତି ପରିସ୍ଥିତିରେ କରୋନାକୁ ବ୍ରେକ୍ ଦେବାକୁ ହେଲେ ସଚେତନତା ଜରୁରୀ । କରୋନାର ମୂଳ ଔଷଧ ହେଲା ଟିକା ଓ ସଚତେନତା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁବେଳେ ସମସ୍ତ ବ୍ୟକ୍ତି ମାସ୍କ ପରିଧାନ ଉପରେ!-->…
Read More...
Read More...
ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ
ପାଟଣାଗଡ,୧୮/୪: ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ଆଜି ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ ଦୁଇ ବର୍ଷ ହେବ ଯକୃତ ରୋଗରେ ପୀଡିତ ଥିଲେ । ପ୍ରାୟ ସମୟରେ ତାଙ୍କର ଡାଏଲିସିସ କରାଯାଇଥାଏ । ଗତ ରାତିରେ ସେ ଅଧିକ ଅସୁସ୍ଥ ହେବାରୁ!-->…
Read More...
Read More...
ଠିକାସଂସ୍ଥାର ପ୍ରତିଶୃତି ପାଣିରେ ଗାର ଆରମ୍ଭ ହେଲାନି ରାସ୍ତା କାମ,ପୁଣି ଠିକା ସଂସ୍ଥାର ଗାଡ଼ି ଅଟକ
ଦାରିଙ୍ଗବାଡି,୧୮/୪: ବାରମ୍ବାର ଅଭିଯୋଗ ପରେ ମଧ୍ୟ ଠିକାସଂସ୍ଥା ଅସମ୍ପୂର୍ଣ୍ଣ ରାସ୍ତା ଓ ଡ୍ରେନକାମ ସମ୍ପୂର୍ଣ୍ଣ ନକରିବାରୁ ଠିକାସଂସ୍ଥାର ଗାଡ଼ିକୁ ପୁଣିଥରେ ଅଟକ ରଖିଲେ ସିମନବାଡି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସଂପୃକ୍ତ ଠିକାସଂସ୍ଥାର ପ୍ରତିଶୃତି କେବଳ ପାଣିର ଗାର ଭଳି!-->…
Read More...
Read More...