Browsing Category

ରାଜ୍ୟ

ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳିରେ ବିଶିଷ୍ଟ ବ୍ୟକ୍ତିଙ୍କ ମନ୍ତବ୍ୟ

କେନ୍ଦ୍ରାପଡ଼ା : ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଥିବା ଅତୁଳନୀୟ ଅବଦାନକୁ ପ୍ରକୃତ ସମ୍ମାନ
Read More...

ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପ୍ରଜାତି ବୃଦ୍ଧି ନେଇ ଲକ୍ଷ୍ୟ

ସମ୍ବଲପୁର : ସମ୍ବଲପୁର ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓ ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନରୁ ଚିତା ମୃଗ ସ୍ଥାନାନ୍ତରିତ ପ୍ରକିୟା ଆରମ୍ଭ ହୋଇଛି। ଆଜି ସକାଳେ ପ୍ରଥମ ପର୍ଯ୍ୟାୟରେ ୧୨ ଗୋଟି ହରିଣ ସ୍ଥାନାନ୍ତରିତ
Read More...

ସାମ୍ବାଦିକ ଙ୍କୁ ଧମକ

ଭଞ୍ଜନଗର : ଭଞ୍ଜନଗର ବ୍ଲକ ସମନ୍ୱିତ ଶିଶୁ ବିକାଶ ଅନ୍ତର୍ଗତ ବାଉଁଶଲୁଣ୍ଡି -୧ ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଖବର ପ୍ରସାରଣ କରିଥିବା ସାମ୍ବାଦିକ ଙ୍କୁ ଧମକ ଦିଆଯାଉଛି। ମଙ୍ଗଳବାର " ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ଅଭିଯୋଗ" ଶୀର୍ଷକରେ ପ୍ରତିଦିନ
Read More...

ମୌଳିକ ସୁବିଧା ରୁ ବଞ୍ଚିତ ଘୋଡ଼ାଡ଼ିଆଁ ଗାଁ

ହରଭଙ୍ଗା : ସରକାର ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ ସବୁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇ ଥିବାର ଡିଂଡିଂମ ପିଟି ଆସୁଥିବା ବେଳେ ଅବହେଳିତ ହୋଇ କିଛି ନାହିଁ ନାହିଁ ରେ ଆଦିମ ଜନ ବସତି ଘୋଡାଡିଆଁ ଗାଁ l ବିଜେଡି ଶାସନ ର 24ବର୍ଷ ର ପୂର୍ବତନ ବୌଦ୍ଧ ବିଧାୟକ ପ୍ରଦୀପ ବାବୁ ଉକ୍ତ
Read More...

କୃତଜ୍ଞତା ଜଣାଇଲେ ବିଧାୟକ

ନୟାଗଡ଼ - ପଞ୍ଚମ ଥର ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥି ନିମନ୍ତେ ସେ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଲୋକ ମାନଙ୍କ ଦୁଃଖ ସୁଖରେ ସାମିଲ ହେବା ସହିତ ଜନତାଙ୍କୁ କୃତଜ୍ଞତା ଜଣାଉଛନ୍ତି । ଆଜି ନୟାଗଡ଼ ବ୍ଲକର ନବଘନପୁର, ଲେଙ୍କୁଡ଼ିପଡ଼ା,
Read More...

ଦୁଷ୍କର୍ମ ଅଭିଯୋଗରେ ଦଣ୍ଡିତ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ, ଆଜି ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମାମଲାର ୧୪ ଜଣ ସାଖି, ଡାକ୍ତରୀ ରିପୋର୍ଟ ଏବଂ ପିଡିତାଙ୍କ ବୟାନ ଆଧାରରେ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ୧୦
Read More...

ଅବ୍ୟବସ୍ଥା ଘେରରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର

ବୌଦ୍ଧ : ସ୍ୱଚ୍ଛ ପରିମଳ ଓ ସ୍ୱାସ୍ଥ୍ୟ କର ପରିବେଶ ଥିବା ଚିକିତ୍ସାଳୟ ରେ ରୋଗୀ ଚିକିତ୍ସା ହେଉଥିବା ସ୍ଥଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜନଗହଳିପୁର୍ଣ ପୁରୁଣାକଟକ ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖା ଦେଇଛି l ଉକ୍ତ ଚିକିତ୍ସାଳୟ ରେ ହରଭଙ୍ଗା ବ୍ଲକ ର
Read More...

ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର

ଗଜପତି : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବଡ଼ ଏକାଦଶୀ ତଥା ହରି ଶୟନ ଏକାଦଶୀ ପାଳିତ ହୋଇଛି। ଏହି ଏକାଦଶୀ ତଥା ବଡ଼ ଏକାଦଶୀ ପାଳନ ସକାଶେ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଛି। ଏହି ଏକାଦଶୀ ପାଳନ କଲେ ବହୁ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି। ଆଜି ସନ୍ଧ୍ୟା ସମୟରେ
Read More...

ଶ୍ରଦ୍ଧାଳୁ ଓ ତିର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ

ପୁରୀ : ଶ୍ରୀ ତ୍ରିନାଥଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ଓ ତିର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି। ଷ୍ଟେସନ ସମ୍ମୁଖରେ ସଦସ୍ୟ ମାନେ ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଙ୍କୁ ଏହି ରନ୍ଧା ଖାଦ୍ୟ ବଣ୍ଟନ
Read More...

ଦୂରଦୃଷ୍ଟି ଅଭାବରୁ ଫେଲ୍‌ ମାରିଛି ବସୁଧା ଯୋଜନା

ଦେବଗଡ ବାରକୋଟ : ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା ଦେବଗଡ
Read More...