Browsing Category

ରାଜ୍ୟ

ଧାନ ବୋଝେଇ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ,୨୭/୧ - ଗତକାଲି ଅପରାହ୍ନରେ ଲମ୍ବସରୀ ଗ୍ରାମ ପଞ୍ଚାୟତ ପିପଲପାଲି ଗ୍ରାମ ନିକଟରେ ଏକ ଧାନ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ପିପଲପାଲି ଗ୍ରାମରୁ ଧାନ କିଣି ଟ୍ରକ ଯୋଗେ ନେଉଥିବା ବେଳେ ଡ୍ରାଇଭର ଗାଡିକୁ
Read More...

ଜହ୍ନାପଙ୍କ ଅଞ୍ଚଳରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜହ୍ନାପଙ୍କ,୨୭/୧;ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଅଞ୍ଚଳରେ ୭୨ ତମ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣାରେ ପାଳିତ ହୋଇଯାଇଛି। କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନତ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।ଏଥିରେ ସହକାରୀ ଶିକ୍ଷକ ନନ୍ଦୀ
Read More...

ରାଜ୍ୟସ୍ତରୀୟ ଅନ୍‌ ଲାଇନ କବିତା ଆସର ଅନୁଷ୍ଠିତ

ବୌଦ୍ଧ,୨୬/୧- ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଅନଲାଇନ୍‌ କବିତା ଆସର ପରିବାର, ସବିତାଦୁର୍ଗ, ବୌଦ୍ଧର ପ୍ରତିଷ୍ଠାତା ତଥା ସଞ୍ଚାଳକ ସୁଦୀପ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ମୋ ଦେଶ ମହାନ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ପ୍ରତିଷ୍ଠିତ
Read More...

ରକ୍ତଦାନ ଶିବିର ଆୟୋଜିତ

ବୌଦ୍ଧ, ୨୬/୧- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଠାରେ ସମ୍ବାଦ ଆମ ଓଡ଼ିଶା ଓ ଶ୍ରୀରାମ ଓ ଜଗନ୍ନାଥ ମନ୍ଦିର ନିର୍ମାଣ କମିଟିଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବୌଦ୍ଧ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମନୋରଞ୍ଜନ
Read More...

ଯୁବ ସାମ୍ବାଦିକ ସଙ୍ଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ,୨୬/୧:ପାଟଣାଗଡ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ବାଦିକ ସଂଘ ଓ ବିବେକାନନ୍ଦ କ୍ଳବ ଜଳିଆ ଠାରେ ସ୍ଥାନୀୟ କ୍ଳବଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଯୁବ ସାମ୍ବଦିକ ସଂଘ ସଭାପତି କରୁଣା କର ବୁଡେକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଦେଶ ପାଇଁ ବଳିଦାନ
Read More...

ଗଜପତିରେ ଜିଲ୍ଲାସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି,୨୬/୧- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହିଉତ୍ସବରେ ଓଡ଼ିଶାର ମାନ୍ୟବର ହସ୍ତଶିଳ୍ପ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ
Read More...

୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବୌଦ୍ଧ/ବାଉଁଶୁଣୀ,୨୬/୧- ବୌଦ୍ଧବ୍ଲକ ଅନ୍ତର୍ଗତ ବାଉଁଶୁଣୀ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟରେ କୋଭିଡ କଟକଣା ନିୟମ ଅନୁଯାୟୀ ସ୍କୁଲ ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳ ପତାକା ଉତ୍ତୋଳନ କରିଥିଲେ । ଏହା ସହିତ ସ୍କଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସାଧାରଣତନ୍ତ୍ର ଦିବସ ପାଳିତ
Read More...

ଦାରିଙ୍ଗବାଡିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଦାରିଙ୍ଗବାଡ଼ି,୨୬/୧: ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ ହୋଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଘୁ-ଉଦୟଗିରି, ରାଇକିଆ ଏବଂ ଦାରିଙ୍ଗବାଡ଼ିରେ ଏହି ଦିବସ ପାଳିତ ହୋଇଯାଇଛି । ଦାରିଙ୍ଗବାଡ଼ି ବ୍ଲକରେ ବ୍ଲକ ଅଧକ୍ଷା ରୁଦା ମଲିକ ମୁଖ୍ୟଅତିଥି ଭାବରେ ଯୋଗଦେଇ ପତାକା
Read More...

ଖପ୍ରାଖୋଲର ବିଭିନ୍ନ ସ୍ଥାନରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଖପ୍ରାଖୋଲ,୨୬/୧- ଖପ୍ରାଖୋଲ ବ୍ଳକର ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ, ପଞ୍ଚାୟତ ସମିତି, ଥାନା, କ୍ଳବ ଆଦି କାର୍ଯ୍ୟାଳୟ ଗୁଡିକରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଳକର ମାଁ ପାଟଣେଶ୍ୱରୀ ମହାବିଦ୍ୟାଳୟ ଚଙ୍ଗରିଆ ପାନ୍ଥଛକ ପରିସରରେ ୭୨ ତମ ସାଧାରଣତନ୍ତ୍ର ଦିବସ
Read More...

ବୌଦ୍ଧ: ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ବୌଦ୍ଧ,୨୬/୧:- ସ୍ଥାନୀୟ ପ୍ୟାରେଡ ପଡିଆଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆରକ୍ଷୀ ଅଧୀକ୍ଷକ
Read More...